ଦି ଦିନ ତଳେ ଜଣେ ଯୁବତୀଙ୍କ ଦେହକୁ ପ୍ରେତ ଲାଗିଥିଲା ଏବଂ ସେ ଗାଁର ଯୁଧିଷ୍ଠିରଙ୍କ ସମେତ ୪ ଜଣ ଗୁଣି କରୁଥିବା କହିଥିଲା।
ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ।
ଖୋର୍ଦ୍ଧା ବାଲିପାଟଣା IIC ନିଜ ନାଁରେ ମାମଲା ରୁଜୁ କଲେ । ନିଜ ବିରୋଧରେ ନିଜେ ମାମଲା ରୁଜୁ କଲେ ପୋଲିସ ବାବୁ ।
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି ।
ମହଙ୍ଗା ପଡ଼ିଲା ଥାନାରେ ଦଳିତ ଯୁବକଙ୍କୁ ମାଡ଼ ମାରିବା। ଶେଷରେ ନିଜ ଓ ସହକର୍ମୀଙ୍କ ନାଁରେ ଏତଲା ଦେଲେ ନିଜେ ଆଇଆଇସି।
କାର୍ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ।
ଆକ୍ରମଣ କରିଥିବା ଯୁବକଙ୍କ ମଧ୍ୟରେ ରାଜ୍ୟର ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ରହିଥିବା ଜଣାପଡ଼ିଛି।
ଅଚଳ ହେବ RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କରେନ୍ସି। କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି।
୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜବତ ହୋଇଛି ।
ବ୍ରାଉନ୍ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।
ତାଳଚେର ବାଲୁଗାଁ ଅଞ୍ଚଳରେ ଘଟିଛି ଘଟଣା । ଘଟଣାକୁ ନେଇ ଥାନାରେ ହୋଇନି ଏତଲା ।
ଏଥର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ହେଲେ ବାବୁ ଟଙ୍କା ସହ କ୍ରିପ୍ଟୋ କାରବାର ବି କରୁଥିବା ସୂଚନା ମିଳିଛି ।
ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ହତ୍ୟା ଧମକ ପରେ ବର୍ତ୍ତମାନ ସୁରକ୍ଷା ଲୋଡ଼ିଛନ୍ତି ହେତୁବାଦୀ ।
ରସଗୋଲା ନମିଳିବାରୁ ଛୁରୀରେ ଆକ୍ରମଣ । ଆଗ୍ରାର ଏକ ବିବାହ ଉତ୍ସବରେ ଏଭଳି ଘଟଣା ଘଟିଛି ।
ସୀମା ଟପିଲା ବର୍ବରତା । ମହିଳାଙ୍କୁ ପିଟି ପିଟି ମାରିଦେଲେ । ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି ।
ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?
ନିଲାମ ନେଇ ନାହାନ୍ତି ହେଲେ ମନଇଚ୍ଛା ବାଲି ଲୁଟ୍ କରୁଛନ୍ତି। ବିଜେଡି ବିଧାୟକଙ୍କର ବାଲିଘାଟ ସହ ଅଛି କି ଲିଙ୍କ୍ !! ଜଣଙ୍କ ମୁଣ୍ଡ ଗଡିବା ପରେ ବି ହତ୍ୟାକାରୀକୁ କାହିଁକି ଗିରଫ କରୁନି ପୋଲିସ୍?
ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ ।
ଇଡିକୁ ଏଫ୍ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।
ଗୁରୁତର କୁକୁରଟି ସେମିତି ପଡ଼ି ପଡ଼ି ଯନ୍ତ୍ରଣା ପାଇ ପାଇ ଶେଷରେ ଜୀବନ ହାରିଦେଲା ।
ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।
ମାତ୍ର ତିନି ଟଙ୍କା ନେଇଗଲା ଏକ ମୂଲ୍ୟବାନ୍ ଜୀବନ । ଅଭିଯୁକ୍ତ ଏବେ ଫେରାର୍ ।
ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ ।