ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଚାଞ୍ଚଲ୍ୟକର କାହାଣୀ । କ୍ୟାପିଟାଲ୍ରେ କଳାଧନ୍ଧା କନେକ୍ସନର ଫିଟୁଛି ଗୁମର । ସୁଦୂର କଳାହାଣ୍ଡି କେସିଙ୍ଗାରୁ ଆସି ମାତ୍ର ବର୍ଷ କେଇଟାରେ ତିଆରି କରିଥିବା ଗୋଲାପୀ ସାମ୍ରାଜ୍ୟର ଖୋଲୁଛି ସତ ।
Published: Manoranjan Behera
Last updated: 09 October 2022, 09:40 PM IST
କଳାବତୀ କଲା କମାଲ। ଏହି ଚାଉଳ ଖାଇଲେ କେବେ ବି ହେବନି କ୍ୟାନସର। ହେଲେ ପ୍ରୋତ୍ସାହନ ଅଭାବରୁ ଏହି କିସମର ଧାନ ଚାଷ କରିବାକୁ ମନ ବଳାଉନାହାନ୍ତି ଚାଷୀ