• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Elephant Tusks Seized
ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

cyber fraud
ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।

kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି : ଜଣେ ଆହତ

ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।

murder to women
ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି ।

Sim Card
ପ୍ରି-ଆକ୍ଟିଭେଟେଡ୍ ସିମ୍ ମାମଲାରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ୍

ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Custodial Death
ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼

ଏସ୍‌ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।

Loot In Bhubaneswar
ଭୁବନେଶ୍ୱର-ପୁରୀ-ରାୟଗଡ଼ା, ସବୁଠି ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନ

ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍‌ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।

  • Tuesday, 03 May 2022
  • Loot
Boyfriend of lady accountant brought to Bhubaneswar
ବୟଫ୍ରେଣ୍ଡ୍‌ ଉଡ଼େଇଛି ୫୦ ଲକ୍ଷ !

ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି। 

Attack on IIC
କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ।

Former Sarpanch Killed By Miscreant
ଘର ସାମ୍ନାରେ ପୂର୍ବତନ ସରପଞ୍ଚଙ୍କୁ ହାଣି ପକାଇଲେ

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।

97 lakh embezzlement Case
୯୭ ଲକ୍ଷ ଟଙ୍କା ହଡ଼ପ ମାମଲା: ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।  

Loot In Bhubaneswar
ଗନ୍‌ ପଏଣ୍ଟରେ ଲୁଟ୍‌:ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ,ପରେ ଜଣାପଡ଼ିଲା ବ୍ୟାଗ୍‌ ଭିତରେ...

ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି।

Cyber Fraud
କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ ? କେମିତି ହୁଏ ଠକେଇ ? କେମିତି ହୁଏ ସାଇବର ଫ୍ରଡ୍ ?

ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। 

Sand Mafia
ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା

ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି । ଆଇନ ଓ ସରକାରୀ ବ୍ୟବସ୍ଥା ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଖୋଳ କରିବାରେ ଲାଗିଛନ୍ତି ଚୀରସ୍ରୋତା ନଦୀକୁ ।

Sand Mafia
ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ମଧୁଚନ୍ଦ୍ରିକା, କାରନାମା ପଦାରେ ପଡ଼ିବା ପରେ ଉଭାନ୍‌

ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣି ।

CB busts pre-activated SIM card racket
ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍ ?

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା।

Police
ପୋଲିସ୍ ଅଧିକାରୀଙ୍କୁ ଗାତକୁ ଠେଲିଲେ, ଗୋଇଠା ମାରିଲେ !

ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍‌ ପହଞ୍ଚିଥିଲା ।

Fake LS speaker
ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।

Minor Girl Raped
ଛଅ ମାସ ଶିଶୁକୁ ବି ଛାଡିଲେନି ଯୌନ ପିପାଷୁ, ଦୁଷ୍କର୍ମ କଲେ..

ଦେଶରେ ଦିନକୁ ଦିନ ନାବାଳିକାଙ୍କୁ ଦୁଷ୍କର୍ମ ହେଉଥିବା ଅଭିଯୋଗ ଚିନ୍ତାର ବିଷୟ ପାଲଟିଲାଣି । ଦିଲ୍ଲୀର ଦୁଇ ନାବାଳିକାଙ୍କୁ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

Brijesh Ray Murder
ପବ୍‌ରେ ଯୁବକଙ୍କୁ ବାଉନ୍‌ସରମାନେ ପିଟି ପିଟି ମାରିଦେଲେ

ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍‌ର କିଛି କର୍ମଚାରୀ ଏବଂ ବାଉନ୍‌ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି ।

woman accused of having extramarital affair beaten up tied to a pole
ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ବାଡେଇଲା ସ୍ୱାମୀ

ସ୍ୱାମୀର ନୃଶଂସ କାଣ୍ଡ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଲା ସ୍ୱାମୀ ।

SIM Card Racket Busted
ଗୋଟିଏ ସିମ୍‌ର ଦାମ୍‌ ୪୦୦ ଟଙ୍କା, ବଜାର ସାଜିଥିଲା ସୋସିଆଲ୍‌ ମିଡିଆ

ସିମ୍‌ ବିକ୍ରି କରିବା ଲାଗି ଅଭିଯୁକ୍ତମାନେ ସୋସିଆଲ୍ ମିଡିଆରେ ଏକ ଗ୍ରୁପ୍ କରିଥିଲେ। ଗୋଟିଏ ସିମ୍ ବିକ୍ରି କରୁଥିଲେ ଏମାନଙ୍କୁ ୪ ଶହ ଟଙ୍କା ମିଳୁଥିଲା। 

Blood-soaked body of a youth found at Ashok Nagar in Bhubaneswar.
ରାଜଧାନୀରେ ବିଭତ୍ସ ହତ୍ୟା ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର ଅଶୋକ ନଗରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି ।

Youth Murdered In Bolangir
ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ଫିଲ୍ମ ଷ୍ଟାଇଲରେ ହତ୍ୟା। ଜୀବନ ବଞ୍ଚାଇବାକୁ ଯୁବକ ଦ୍ୱୟ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତମାନେ ସେମାନଙ୍କୁ ଛାଡ଼ି ନଥିଲେ। ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

murder
ନୃଶଂସ ଜନ୍ମଦାତା : ୩ ଛୁଆଙ୍କୁ ମାରିବା ପରେ କୂଅରେ ଫିଙ୍ଗିଲା ବାପା

ନିଜର ତିନି ପିଲାଙ୍କୁ ମାରି କୂଅରେ ଫୋପାଡ଼ି ଦେଲା ବାପା, ଜନ୍ମଦାତା ହୋଇ କିପରି ହାତ ଥରିଲାନି ?