• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

attacked by mafia
ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ନିର୍ଘାତ ମାଡ଼

ଗଞ୍ଜାମ ଥାନା ମାଳିଜଗନ୍ନାଥପୁର ବାଲିଘାଟ ନିକଟରେ ଏପରି ଆକ୍ରମଣ ହୋଇଛି ।

IPL betting
କାଳ ହେଲା କି IPL ବେଟିଂ ? କୀଟନାଶକ ପିଇ ଜୀବନ ହାରିଲେ ମା-ପୁଅ

ଆଶା ଥିଲା ଆଇପିଏଲ୍ ବେଟିଂରେ ଦୁଇ ପଇସା ଆୟ ହେବ। ଝିଅ ବାହାଘର ପାଇଁ ବକେୟା ଥିବା ଧାରକରଜ ଶୁଝି ହୋଇଯିବ। ହେଲେ ସେହି ଜୁଆଖେଳର ପରିଣାମ ଯେ କେତେ ଭୟଙ୍କର ହେବ ସେ କଥା ଜାଣିପାରିନଥିଲେ ମା, ପୁଅ। 

loot in Bhubaneswar
ଚୋରି ପରେ ଘର ମାଲିକାଣିକୁ ମୁଣ୍ଡିଆ ମାରି ଫେରାର ଚୋରଦଳ

ରାତି ଅଧରେ ଘରେ ପଶି ଚୋରି। ଆଉ ଚୋରି ପରେ ଘର ମାଲିକାଣୀଙ୍କୁ ମୁଣ୍ଡିଆ ମାରି ଫେରାର ମାରିଲେ ଚୋର ଦଳ। ଦୁଇ ଦିନ ତଳେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ବଳରାମ ବିହାରରେ ଏଭଳି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ଚୋରଙ୍କ ଏ ମୁଣ୍ଡିଆ ମରା ଉପାଖ୍ୟାନକୁ ନେଇ ଗଣମାଧ୍ୟମରେ ଢେର ଚର୍ଚ୍ଚା।

Illegal Sand Mining In Mayurbhanj- Tehesildar Goes 'Underground' After NGT's Action
ବେଆଇନ ବାଲି ଚୋରା ଚାଲାଣ ମାମଲାରେ ତହସିଲଦାର ନିଲମ୍ୱିତ

ବେଆଇନ ବାଲି ଚୋରା ଚାଲାଣ ମାମଲାରେ ନିଲମ୍ୱିତ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ହସିଲଦାର ମମତାଜ୍ ମହାରଣା । ହେଲେ କୁଆଡେ ଗଲେ ସେ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳୁନାହିଁ ।

Woman, son ends life after losing money in IPL betting in rayagada
ରାତାରାତି ମାଲାମାଲ୍‌ ହେବାପାଇଁ ସ୍ୱପ୍ନ ଦେଖିଥିଲେ, ହେଲେ IPL ବେଟିଂରେ ହାରି ଆତ୍ମହତ୍ୟା କଲେ ମା’ ଓ ପୁଅ

IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

liquors destroyed
ଆଖିରେ ଧୂଳି ଦେବାକୁ ଅଭିନୟ ଉପାୟ: ଗଛ ଉପରୁ ମଦ ବର୍ଷା

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା।

Fake Loan App
ବେଆଇନ ଲୋନ୍ ଆପ୍ ଡାଉନଲୋଡ କଲେ ଆକାଉଣ୍ଟରୁ ଉଭା ହୋଇଯିବ ହଜାର ହଜାର ଟଙ୍କା

ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ ।

Ramanujacharya’s valuable tableau
୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି..

ଚର୍ଚ୍ଚାରେ ଗାଏବ୍ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା। ୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି। ପ୍ରଭା ସୁନା ନା ପିତ୍ତଳ, କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ।

Fake loan app
ବେଆଇନ ଲୋନ୍ ଆପ୍ ଭାରି ମାରାତ୍ମକ

ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଉତ୍ତରପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ I ଗିରଫ ଅଭିଯୁକ୍ତ IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ। କୋର୍ଟରେ ହାଜର ପରେ ଟ୍ରାନ୍ଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡରେ ଆଣି ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

arrest
ବେଆଇନ ଲୋନ୍ ଆପ୍ ମାମଲାରେ ୟୁପିରୁ ଜଣେ ଗିରଫ

ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

 Junior Engineer Dead Body Found
କପା କିଆରିରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ପାଖରେ ପଡ଼ିଛି ବାଇକ୍‌

କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

livestock inspector
ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

livestock inspector
୪୦ ହଜାର ଦରମାରେ କୋଟିପତି, ହିସାବ କରି କରି ଭିଜିଲାନ୍ସ ହାଲିଆ

ଅତି ବେଶୀରେ ମାସକୁ ୪୫ ହଜାର ଦରମା ମିଳୁଥିବ.. ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ସେ.. ଭୁବନେଶ୍ୱର କଳାରାହାଙ୍ଗ LI ଜଗନ୍ନାଥ ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍.. ସମ୍ପତ୍ତିର ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ

Duplicate Liquor Factory
ନକଲି ମଦ କାରଖାନା ଉପରେ ଚଢ଼ାଉ, ନାମି-ଦାମୀ କମ୍ପାନୀର ଲେବଲ ଜବତ

କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।

Elephant Tusks Seized
ହାତୀ ଦାନ୍ତ ଡିଲ୍‌ ବେଳେ ମାଡ଼ି ବସିଲା ଏସ୍‌ଟିଏଫ୍‌

ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।

cyber fraud
ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ଠକେଇ ଉଦ୍ୟମ; ୩ ଅଭିଯୁକ୍ତ ଗିରଫ

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।

kendrapara
କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି : ଜଣେ ଆହତ

ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।

murder to women
ଲର୍କିପାଲିରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି ।

Sim Card
ପ୍ରି-ଆକ୍ଟିଭେଟେଡ୍ ସିମ୍ ମାମଲାରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ୍

ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।

Custodial Death
ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼

ଏସ୍‌ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।

Loot In Bhubaneswar
ଭୁବନେଶ୍ୱର-ପୁରୀ-ରାୟଗଡ଼ା, ସବୁଠି ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନ

ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍‌ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।

  • Tuesday, 03 May 2022
  • Loot
Boyfriend of lady accountant brought to Bhubaneswar
ବୟଫ୍ରେଣ୍ଡ୍‌ ଉଡ଼େଇଛି ୫୦ ଲକ୍ଷ !

ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି। 

Attack on IIC
କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ।

Former Sarpanch Killed By Miscreant
ଘର ସାମ୍ନାରେ ପୂର୍ବତନ ସରପଞ୍ଚଙ୍କୁ ହାଣି ପକାଇଲେ

ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।

97 lakh embezzlement Case
୯୭ ଲକ୍ଷ ଟଙ୍କା ହଡ଼ପ ମାମଲା: ଟ୍ରାଞ୍ଜିଟ୍ ରିମାଣ୍ଡରେ ବୟଫ୍ରେଣ୍ଡ୍

ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।