Archana Nag
ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି ପୋଲିସ । ଦିନେ ମିଡିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ କରିଛି ବିଷୋଦ୍ଗାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)