ପ୍ରେମିକର ଭୟଙ୍କର କାଣ୍ଡ। ଝଗଡା ହେବାରୁ ପ୍ରଥମେ ପ୍ରେମିକାଙ୍କୁ ଚାପୁଡା ମାରିଲା...ମନଶାନ୍ତି ହେଲାନି ଯେ ବନ୍ଧୁକ କାଢି ଫାୟାରିଂ କରିଦେଲା। ଜୀବନ ଯିବା ପରେ କାଜୁ ଜଙ୍ଗଲକୁ ନେଇ...
Published: Rajalaxmi Sahoo
Last updated: 04 December 2022, 02:58 PM IST
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।