ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ ।