ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି।
ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍ରେ ୧୦ ଖଣ୍ଡ କରି ରଖାଯାଇଥିଲା ।
ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।
ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି ।
ଏବେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ୍ ।
ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ ।
ଶ୍ରଦ୍ଧାଞ୍ଜଳି, ଡ୍ରାଇଭର ଚନ୍ଦନ ଓ ଖଗେଶ୍ୱରର ବୟାନ ଆଧାରରେ ତାଲିକା ପ୍ରସ୍ତୁତ
‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।
ମୃତକ ପାତାପାଟ ଗାଁର, ହତ୍ୟାର କାରଣ ଅସ୍ପଷ୍ଟ ରହିଛି
ରାଗରେ ହିତାହିତ ଜ୍ଞାନ ଭୁଲି ଏପରି ଦଣ୍ଡ ଦେବା କ’ଣ ଠିକ୍ ?
ବଦଳିଲା ଅଫତାବ୍ର ଠିକଣା। ଏଣିକି ତିହାର ଜେଲର୍ ସେଲ୍ ନମ୍ବର-୪ରେ ରହିବ ଅଫତାବ୍..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍...
ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO।
ଜେଲର ଚାରିକାନ୍ଥ ଭିତରେ ସୈତାନ୍ ଅଫତାବ୍ ।
ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ।
କେଉଁଠୁ ଏତେ ପରିମାଣର ଟଙ୍କା ପାଇଥିଲେ ନାଗ-ଚାନ୍ଦ ?
ମୂଷା ମାରି ବନ୍ଧା ହୋଇ ପାରନ୍ତି ଯୁବକ ।
ଅନ୍ଲାଇନ୍ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।
ଫୋନ୍ରେ ମୀନତି ଦିଦିଙ୍କ କଡା ତାଗିଦ୍। ଭଲ ପିସି ନଦେଲେ ପାସ୍ ହେବନି ଛତୁଆ ବିଲ୍। ସମସ୍ତେ ଦେଉଛନ୍ତି, ତୁମେ କାହିଁକି କେଁ କେଁ ହେଉଛ? “ବୁଢାକୁ ଟଙ୍କା ନଦେଲେ ଆଉ କିଛି ହେବନି”...ଦିଦିଙ୍କର ଏମିତି କଥା ଏବେ ଭାଇରାଲ
ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍ କରାଯାଇଛି। ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।
ପୋଲିସକୁ ଚକମା ଦେଉଛି ଅଫତାବ୍। ଶ୍ରଦ୍ଧାଙ୍କୁ କେମିତି ମାରିଲା ସେନେଇ ୫୦ ପ୍ରଶ୍ନ କଲା ପୋଲିସ୍। ଅଫତାବ୍ ବୁଲାଇଲା ଭୂଆଁ..
ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି ।
ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ ।
ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।