• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jaynarayan Mishra

Jayanarayan Mishra
ପ୍ରବଳ ଚାପରେ ସରକାରଙ୍କ ୟୁ-ଟର୍ଣ୍ଣ

ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିଲେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ।

Jaynarayan Mishra
‘ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କ’ଣ ସସ୍‌ପେଣ୍ଡ କରୁଛନ୍ତି’

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । କଡ଼ା ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Jaynarayan Mishra
'CMO କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି'

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Jayanarayan Mishra
ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲେ କିଛି ବାହାରିବନି କହିଲେ ଜୟ

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।

Jaynarayan Mishra
ବିଧାନସଭାରେ ତମ୍ବିତୋଫାନ; ସିଏମଓ ରିଟାୟାର୍ଡ ଅଫିସର୍ସ କ୍ଲବ୍ ?

ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।

Jaynarayan Mishra
ବିଧାନସଭାରେ ତମ୍ବିତୋଫାନ; ସିଏମଓ ରିଟାୟାର୍ଡ ଅଫିସର୍ସ କ୍ଲବ୍ ?

ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।

Jaynarayan Mishra
ବିଧାନସଭା ବେଳେ ନବୀନ କାହିଁକି ଗଲେ ବମ୍ବେ: ଜୟନାରାୟଣ

ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । କାରଣ କ’ଣ ଜାଣିବାକୁ ବିରୋଧୀ ହଲ୍ଲାପଟା କରୁଛନ୍ତି । ହେଲେ ଏ ସମୟରେ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ସନ୍ତୋଷଜନକ ଉତ୍ତର ନରଖି ପ୍ରାୟୋଜିତ ପୁରସ୍କାର ଆଣିବାକୁ ବମ୍ବେ ଯାଇଛନ୍ତି । ନିଜ ତଥାକଥିତ ମାନସ ପୁତ୍ରଙ୍କ ଛବିକୁ ଠିକ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମୁମ୍ବାଇ ଗସ୍ତ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ।

Privilege Motion Against OTV And The New Indian Express On Jayanarayan Mishra Statement
ନବ ଦାସ ହତ୍ୟା ପ୍ରସଙ୍ଗରେ ଜୟନାରାୟଣଙ୍କ ବିବୃତ୍ତି: ଦୁଇ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଓଟିଭି’ ଓ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି।

Naba Das Murder Case
ଆଉ ଦଳୀୟ ନୁହେଁ ବ୍ୟକ୍ତିଗତ ସ୍ତରରେ ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ

ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ  ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ  ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ।  ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।  ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।

Somalika Das
ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, ଶୁଣନ୍ତୁ...

ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

Soamalika and Jaynarayan
ବିରୋଧୀଦଳ ନେତାଙ୍କୁ ଭେଟିଲେ ସୋମାଲିକା ଦାସ

ସୋମାଲିକା କହିଛନ୍ତି, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି ।

Jayanarayan Mishra
ବିଧାନସଭାରେ ଏକ୍ସପୋଜ୍ ହେବ ନବ ହତ୍ୟାକାଣ୍ଡ; ଚେତାବନୀ ଦେଲେ ଜୟନାରାୟଣ

ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।

Jayanarayan Mishra
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ

ଜୟନାରାୟଣଙ୍କୁ ସୁରକ୍ଷା ଦେବାକୁ ଦାବି କଲେ ଡି. ପୁରନ୍ଦେଶ୍ୱରୀ

BJP terms Naba Das’ killing as ‘arranged murder’
ବିଜେପି ବିକ୍ଷୋଭ ବେଳେ ତୁମୁଳକାଣ୍ଡ...ବିରୋଧୀ ଦଳ ନେତା-ଆଇଆଇସି ହାତାହାତି

ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ତାଙ୍କୁ ପ୍ରଥମେ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

The politics of Jayanarayan Mishra's theory of crop yield is in full swing
ଜୟନାରାୟଣ ମିଶ୍ରଙ୍କ ଫସଲ ଅମଳ ଥିଓରୀକୁ ନେଇ ରାଜନୀତି ସରଗରମ

୨୪ ନିର୍ବାଚନ ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।ଏବେ ସାର ଦିଆଯାଉଛି, ୨୪ରେ ଅମଳ ହେବ ବୋଲି କହିଲେ ଜୟନାରାୟଣ। ଜୟନାରାୟଣଙ୍କ ଫସଲ ଅମଳ ଥିଓରୀକୁ କଂଗ୍ରେସର କଟାକ୍ଷ। ୨୪ରେ ଲୋକେ ଏହାର ଜବାବ ଦେବେ ବୋଲି କହିଲା ବିଜେଡି।

Jaynarayan Mishra
ନବୀନଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ କଟାକ୍ଷ...କହିଲେ ଏହା ‘ କିଣା ଆୱାର୍ଡ ’

‘ଯିଏ ଓଡ଼ିଶା ବାବଦରେ ଜାଣି ନାହାଁନ୍ତି, ତାଙ୍କୁ ଆୱାର୍ଡ ଓଡ଼ିଶାକୁ ବାଧକ’

Jaynarayan Mishra
ଜୟନାରାୟଣଙ୍କୁ ଅଫର୍‌ ଦେଇଥିଲା ବିଜେଡି, ଯାହାର ପରିଣାମ..

ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

Khola Katha- Senior BJP Leader Jaynarayan Mishra Takes A Jibe At Odisha CM Naveen Patnaik
'ବିଡ଼ିଓ ଏଇଠି ବ୍ଲକ ସଭାପତି'

ଏଠି ଲୋକଙ୍କ କଥାରେ କିଛି ହୁଏ ନାହିଁ। ପ୍ରଶାସକଙ୍କୁ ନେଇ ଶାସନ କରନ୍ତି ନବୀନ ବାବୁ....ରାଜ୍ୟରେ କଲେକ୍ଚର ପ୍ରେସିଚଡେଂଟ୍‌ ଓ ଏସ୍‌ପିମାନେ ସେକ୍ରେଟାରୀ ପରି କାମ କରୁଛନ୍ତି। ଖୋଲାକଥାରେ ହଟ୍‌ସିଟ୍‌ରେ ବସି ଏମିତି କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର

Khola Katha Ep 606 | 18 July 2019 | Exclusive Interview With Sambalpur MLA Jaynarayan Mishra
Khola Katha Ep 606 | 18 July 2019 | Exclusive Interview With Sambalpur MLA Jaynarayan Mishra

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims