• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sonu Nigam

sonu
Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ

ସୋନୁ ନିଗମ୍ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (DTU)ରେ ଆୟୋଜିତ ଏଞ୍ଜିଫେଷ୍ଟ ୨୦୨୫ ସମୟରେ ଏକ କନସର୍ଟ ମଝିରେ ରୋକିଥିଲେ। କିଛି ଦର୍ଶକ ତାଙ୍କ ଉପରକୁ ଟେକା ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏହି ଘଟଣା ରବିବାର ଦିନ ଘଟିଥିଲା। ଟେକା ଓ ବୋତଲ ମାଡ ସତ୍ତ୍ବେ ସୋନୁ ଶାନ୍ତ ରହିଥିଲେ। ଏପରିକି ଦର୍ଶକଙ୍କୁ ଅନୁରୋଧ କରି କହିଥିଲେ, "ମୁଁ ଆପଣମାନଙ୍କ ପାଇଁ ଗୀତ ଗାଇବାକୁ ଏଠାକୁ ଆସିଛି। ଦୟାକରି ଏପରି କରନ୍ତୁ ନାହିଁ।"

Sonu Nigam son nivan nigam did fitness transformation
Sonu Nigam Son: ବଡ଼ ବଡ଼ ଷ୍ଟାର୍-କିଡ୍ସଙ୍କୁ କଡ଼ା ଟକ୍କର ଦେଲେ ସୋନୁ ନିଗମଙ୍କ ପୁଅ

ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଷ୍ଟାରକିଡ୍ସଙ୍କ ଫିଟ୍‌ନେସ୍ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମଙ୍କ ପୁଅ ନିଭାନ ନିଗମ୍‌ଙ୍କ କିଛି ଫଟୋ ଆଣିଛୁ। ଏଥିରେ ଆପଣ ତାଙ୍କ ଶରୀରର ପରିବର୍ତ୍ତନ ଦେଖି ଚକିତ ହୋଇଯିବେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି।

Bollywood Singer Sonu Nigam
ନାଚିଲା କଟକ.....ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ସଙ୍ଗୀତ ପ୍ରେମୀ

ଦୁଲକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ। ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ। ଗତକାଲି ବାଲିଯାତ୍ରା ପଡ଼ିଆରେ ସିଙ୍ଗର ସୋନୁ ନିଗମଙ୍କୁ ପାଖରେ ପାଇ ମତୁଆଲା ହୋଇଛନ୍ତି ସଙ୍ଗୀତ ପ୍ରେମୀ।...

Cuttack Bali Yatra
Cuttack Bali Yatra: କମ୍ପୁଛି ବାଲିଯାତ୍ରା, ମତୁଆଲା ଦର୍ଶକ; ସୋନୁଙ୍କ କଣ୍ଠରେ 'ପୁଚୁକୀ ଗାଲି' ..

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ ।

sonu nigam reveals anu malik used to bully him in initial days
ଯେତେବେଳେ ମୁଁ ଇଣ୍ଡଷ୍ଟ୍ରିରେ ନୂଆ ଥିଲି ଅନୁ ମଲିକ ମୋତେ ଡରଉଥିଲେ; ସୋନୁ ନିଗମ

ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।

Sonu Nigam Attacked
Viral Video: କନସର୍ଟ ବେଳେ ସୋନୁ ନିଗମଙ୍କୁ ଆକ୍ରମଣ, ଧକ୍କା ମାରି ତଳେ ପକାଇଦେଲେ...ଦେଖନ୍ତୁ

ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।

jajpur
କାଳବୈଶାଖୀରେ ଭୁଶୁଡ଼ିଲା ମଞ୍ଚ

ଯାଜପୁର: ଭୁଶୁଡ଼ିଲା କୋଟିଏ ଟଙ୍କାରେ ବିଶାଳ ସୁସଜ୍ଜିତ ମଞ୍ଚ। ବଲିଉଡ଼ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସଂଗୀତ ପରିବେଷଣ ପୂର୍ବରୁ ଦର୍ଶକ ହେଲେ ନିରାଶ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ। ତେବେ ଜାଣନ୍ତୁ ପୂରା ଘଟଣାଟି କ’ଣ… ଯାଜପୁର ପୌରପାଳିକାର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଲାଗି ବାଳାଶ୍ରମ ମୁକ୍ତାକାଶ ମଞ୍ଚରେ ତିଆରି ହୋଇଥିବା ତୋରଣ ଓ ମଞ୍ଚ ଗତକାଲି ଝଡ଼ ପବନରେ ଭୁଶୁଡ଼ି ପଡ଼ିଛି। ୯ ଦିନ ଧରି ଚାଲିଥିବା ଏହି ଉତ୍ସବର ଗତକାଲି ଉଦ୍‌ଯାପନୀ ଦିବସ […]

sonu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]

sonu nigam
ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଚାଞ୍ଚଲ୍ୟକର କଥା କହିଲେ ସୋନୁ ନିଗମ

ମୁମ୍ବାଇ: ଅଭିନେତା Sushant Singh Rajput ‌ଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ, ପାରିବାରିକବାଦ ଚାଲିଥିବା ନେଇ ସ୍ୱର ଉଠିଛି। ଏସବୁ ଭିତରେ ବଲିଉଡ୍‌ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି ଗୁରୁବାର ଦିନ Sonu Nigam Instagram ରେ ଏକ ଭିଡିଓ ଶେଆର୍‌ କରି ସେ ଏହା […]