• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Shooting
ଜନ୍ମଦିନ ପାର୍ଟିରେ ମୃତ୍ୟୁର ତାଣ୍ଡବ : ଗୁଳିମାଡ଼ରେ ୪ ମୃତ,ଅନେକ ଆହତ

ଖୁସିର ମାହୋଲ ଭିତରେ ଅତର୍କିତ ଗୁଳିମାଡ଼ । ଚାଲିଗଲା ୪ ଜୀବନ ।

Sambalpur violence
ସମ୍ବଲପୁରର ସ୍ଥିତି ଉପୁଜିବା ପ୍ରି-ପ୍ଲାନ୍ଡ: ଏସପି

କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁରର ସ୍ଥିତି, ଏସପି କହିଲେ ଅଘଟଣ ଥିଲା ପ୍ରି-ପ୍ଲାନ୍ଡ। ଏଯାଏଁ ୭୯ ଗିରଫ, ସ୍ଥିତି ସମୀକ୍ଷା କଲେ ରାଜସ୍ବ ବିଭାଗ ACS, ଏପଟେ ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଥିବା କହି ବର୍ଷିଲେ ଗିରିରାଜ।

Three-member judicial commission set up to probe Atiq killing
ଇତିହାସ ପାଲଟିଲା ଅତିକର ଆତଙ୍କ; ହାଇଆଲର୍ଟରେ ପୂରା ଉତ୍ତରପ୍ରଦେଶ, ୧୪୪ ଧାରା ଜାରି

ହାତକଡ଼ି ପଡ଼ିଥିବା ବେଳେ ପଏଣ୍ଟ ବ୍ଲାଙ୍କରୁ ଚାଲିଲା ଗୁଳି, ତଳେ ଲୋଟିଥିଲା ଉଭୟଙ୍କ ନିସ୍ତେଜ ରକ୍ତାକ୍ତ ଶରୀର । ଆଉ ଇଏ ଆଜିର ଦୃଶ୍ୟ। ଚାରିଆଡ଼େ ଟାଇଟ୍ ସିକ୍ୟୁରିଟି ।

  • Sunday, 16 April 2023
Three-member judicial commission set up to probe Atiq killing
୨୦୦୪ରେ ଆତିକ୍ କରିଥିଲା ନିଜ ମୃତ୍ୟୁର ଭବିଷ୍ୟବାଣୀ, ୧୯ ବର୍ଷ ପରେ ସତ ହେଲା ଆତିକର କଥା

ମାଫିଆ ଡନ୍‌ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।

murder
କ୍ରୁର ବାପାମା’ ! ୧୦ମାସର ଛୁଆ ଦେହରେ ୭୧କ୍ଷତ, ସଜା ଶୁଣାଇବା ବେଳେ କାନ୍ଦିଲେ ଜଜ୍‌

କଲବଲ କରି ୧୦ ମାସର ଛୁଆକୁ ମାରିଦେଲେ । ନିଜ ପିଲାକୁ ମାରିବା ପାଇଁ କିପରି ବାପାମା’ଙ୍କର ହାତ ଗଲା ।

Loot In Bhubaneswar
ଘଣ୍ଟାଏ ଭିତରେ କଳା କନା ବୁଲାଇ ଦେଲେ, ୩ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା...

ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

murder
ମାତୃହନ୍ତା କୁଳାଙ୍ଗାର ! ଗୋଇଠା ମାରି ମାରି ମା’କୁ ମାରିଦେଲା ପୁଅ

କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ମହିଳାଙ୍କୁ ତାଙ୍କୁ ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

murder
ବିଭତ୍ସ ହତ୍ୟାକାଣ୍ଡ !! ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା

ବରଗଡ ସୋହେଲାରେ ବିଭତ୍ସ ହତ୍ୟାକାଣ୍ଡ

Man Killed Wife 2 Children Then Dies By Suicide In Kanpur
ଚଟାଣରେ ପଡ଼ିଥିଲା ସ୍ତ୍ରୀ ଓ ୨ ପିଲାଙ୍କ ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀ...

ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Fake Certificate
୪ ଦିନରେ ଚୌକା, ୧୪ ଦିନରେ ଜିରୋ

ଦାଲ୍‌ ମେ କାଲା ହେ.. ୪ ଦିନରେ ଚୌକା..୧୪ ଦିନରେ ଜିରୋ ? ନକଲି ସାର୍ଟିଫିକେଟ୍‌ର କେବେ ଖୋଲିବ ଗୁମର ?

Gangster Atiq Ahmed, Brother Shot Dead In Presence Of Cops
ମାତ୍ର ୧୦ ସେକେଣ୍ଡରେ ଗ୍ୟାଙ୍ଗଷ୍ଟର ଅତିକ ଓ ତା’ର ଭାଇକୁ ଗୁଳି କରି ଉଡ଼ାଇ ଦେଲେ, ଦେଖନ୍ତୁ ଭିଡିଓ...

ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ ଓ ଅଶ୍ରଫ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି  ଗୁଳିମାଡ଼ ହୋଇଥିଲା।

Atiq Ahmed
ମାଫିଆ ଡନ୍‌ ଆତିକ୍‌କୁ ଗୁଳିକରି ହତ୍ୟା

ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।

Hanuman Jayanti violence in Sambalpur
ସମ୍ବଲପୁର ହିଂସା: ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ?

ଏଭଳି ଘଟଣାର ପୂର୍ବାଭାସ କେମିତି ପାଇ ପାରିନଥିଲା ଗୁଇନ୍ଦା ବିଭାଗ ?

Sambalpur violence
କେମିତି ସ୍ୱାଭାବିକ ଅବସ୍ଥାକୁ ଫେରିବ ସମ୍ବଲପୁରର ଜନଜୀବନ ?

ସମ୍ବଲପୁର ସହରର ଅଇଁଠାପାଲି ସମେତ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ।

Hand Chopped Husband
ଅଦ୍ଭୁତ ସ୍ୱାମୀ ! ସ୍ତ୍ରୀ ସରକାରୀ ନର୍ସ ଚାକିରି କରିବାକୁ କହିବାରୁ କାଟିଦେଲା ହାତ

ସମ୍ପୂର୍ଣ୍ଣ ଘଟଣା ଜାଣିଲେ ନିଶ୍ଚୟ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଗତବର୍ଷ ସ୍ତ୍ରୀଙ୍କ ଚାକିରି କରିବାକୁ ନେଇ ସ୍ୱାମୀ ଏପରି କାଣ୍ଡ କରିଥିବାବେଳେ ଚଳିତ ବର୍ଷ ରେନୁ ଚାକିରି କରିଛନ୍ତି ।

  • Saturday, 15 April 2023
Man Kills Girlfriend, Moments After Celebrating Her Birthday
କେକ୍‌ ଖୁଆଇବା ପରେ ଗର୍ଲଫ୍ରେଣ୍ଡ୍‌ର ଗଳା କାଟିଦେଲା ପ୍ରେମିକ

ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରେମିକା ପାଇଁ କେକ୍‌ ଆଣିଥିଲେ ପ୍ରେମିକ କିନ୍ତୁ ତାପରେ ସବୁ ଓଲଟପାଲଟ ହୋଇଗଲା।

murder
ଛୁରାମାଡରେ ଭିଣୋଇ ମୃତ, ଶଳା ଗୁରୁତର

କେନ୍ଦ୍ରାପଡା ଜିଲ୍ଳା ଦହିଅଣ୍ଟା ଗାଁରେ ଛୁରାମାଡ଼ । ଗତକାଲି ବିଳମ୍ବିତ ରାତିରେ ଘଟିଛି ହତ୍ୟାକାଣ୍ଡ ।

Japan PM
ଜାପାନ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ବିରାଟ ବିସ୍ଫୋରଣ ! ଦେଖନ୍ତୁ ଭିଡିଓ...

ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍‌ ସୂଚନା ନାହିଁ । 

Theat ai scam cloned teenage girl voice
ଝିଅ ଫୋନ୍‌ରେ କହିଲା ହ୍ୟାଲୋ; ଏହା ଶୁଣି ଡରରେ ଥରିଲେ ମା’

ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।

Srikant Sahu
ଦାଗୀ ନେତାଙ୍କ ତାଲିକାରେ ବିଜେଡିର ଆଉ ଜଣେ ମନ୍ତ୍ରୀ, ଦଳୀୟ ନେତ୍ରୀ କରିଛନ୍ତି ଅଭିଯୋଗ

ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।

Bomb squad defuses recovered bombs from Konark Express train in Bhubaneswar
କୋଣାର୍କ ଏକ୍ସପ୍ରେସରୁ ବିସ୍ଫୋରକ ଜବତ

ଭୁବନେଶ୍ବର ଷ୍ଟେସନରୁ ଜବତ ହୋଇଥିଲା ଏହି ବିସ୍ଫୋରକ 

Man Allegedly Beaten 5 Children For Plucking Mangoes
ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ, ୫ ଶିଶୁ ମେଡିକାଲ୍‌ରେ ଭର୍ତ୍ତି

ବାଡ଼ିରୁ ଆମ୍ବ ଖାଇଲେ ବୋଲି ନିସ୍ତୁକ ପିଟିଲେ। ଏଥିରେ ଆହତ ହୋଇ ୫ ଛୋଟ ପିଲା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। 

Super Thief Bunty Arrested From UP
୫୦୦ କି.ମି. ଯାଏ ପିଛା କରି ‘ସୁପର ଚୋର’ ବଣ୍ଟିକୁ ଧରିଲା ପୋଲିସ୍‌

‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି।

Massive corruption
ମନରେଗାରେ ବଡ଼ ଦୁର୍ନୀତି: ମଣିଷ ବଦଳରେ ମେସିନ୍‌ କରୁଛି କାମ

ଭୟଙ୍କର ଦୁର୍ନୀତି ଚାଲିଛି ମନରେଗାରେ । ମଣିଷ ବଦଳରେ ମେସିନ୍‌ରେ କାମ କରୁଛନ୍ତି ଠିକାଦାର । ତାହା ପୁଣି ଅଧ ରାତିରେ...

New Born Baby
ଭାରତର ଏମତି ଏକ ସ୍ଥାନ; ଯେଉଁଠି ଗୋରା ଶିଶୁ ଜନ୍ମନେଲେ ହତ୍ୟାର ଶିକାର ହୁଅନ୍ତି

ଜାରୱା ଜନଜାତିର ଅଧିକାଂଶ ଲୋକଙ୍କର ରଙ୍ଗ କଳା ହୋଇଥାଏ । ହେଲେଏହି ଜନଜାତିର ଜଣେ ମହିଳାଙ୍କ ଏକ ସୁନ୍ଦର ସନ୍ତାନ ରହିଛି ।