ଦୁଇବର୍ଷ ହେଲା ସେ ମଡେଲିଙ୍ଗକୁ ନିଜର କ୍ୟାରିଅର କରିଛନ୍ତି । ଏହି ପୂର୍ବରୁ ମିଷ୍ଟର କୋରାପୁଟ ଭାବେ ସେ ଆଗରୁ ଟ୍ରଫି ଜିତିଥିଲେ ।
କଟି ଯାଇଥିବା ବୁଢ଼ା ଅଙ୍ଗୁଳିକୁ ଯୋଡ଼ିବା ପାଇଁ କହି ରାୟପୁରର ଏକ ହସପିଟାଲ ସମ୍ବଲପୁର ହୀରାକୁଦର ଜଣେ ଯୁବକଙ୍କ ଅଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ଏହାସହ ସଂପୃକ୍ତ ହସପିଟାଲ ୩ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି
ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
ଅରୁଣ କର ନେଷ୍ଟ ଗ୍ରୁପ୍ର ସହ ପ୍ରତିଷ୍ଠାତା। ସେ ଜଣେ ଗିନିଜ୍ ଓ୍ୱାଲର୍ଡ ରେକର୍ଡଧାରୀ।