• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Liquor Mafia

ଫିଲ୍ମଷ୍ଟାଇଲ୍‌ରେ ମଦ ଜବତ
Alcohol Transport: ଫିଲ୍ମ ଷ୍ଟାଇଲ୍‌ରେ ମଦ ବୋଝେଇ ପିକ୍‌‌ଅପ୍ ଭ୍ୟାନ୍ ଜବତ, ମଦ ମାଫିଆ ଛାନିଆ

ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସ‌ହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି ।

Pratap sarangi
Liquor Mafia Attacks: ସାଂସଦଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲା; ପରେ ଗୋଡ଼ ଧରି ଭୁଲ ମାଗିଲା

ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ। ପରେ ଏନେଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ଥାନାକୁ ଖବର ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଫଳରେ ମଦ ମାଫିଆ ଜଣକ ସାଂସଦଙ୍କ ଘରକୁ ଆସି ଭୁଲ ମାଗିଛି।

Excise Department
ମଦ ମାଫିଆଙ୍କ ଆତଙ୍କରାଜ, ରେଡ୍‌ ବେଳେ ଅବକାରୀ ଟିମ୍‌ ଉପରେ କଲେ ଆକ୍ରମଣ

ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍‌ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।

Cuttack Excise Police Nabs Liquor Mafia
ଫିଲ୍ମ ଷ୍ଟାଇଲରେ ପୋଲିସ-ମଦ ମାଫିଆ ଗୋଡ଼ାଗୋଡ଼ି

ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍‌ ନଥିଲା

Country Made Liquor To Attract Youths
ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।