ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା ।
କାହା ପାଇଁ ଆତ୍ମହତ୍ୟା କରିଛନ୍ତି ଶୁଭଲକ୍ଷ୍ମୀ ? ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସିଜ୍ କରିଛି ପୋଲିସ୍ । ମୃତ୍ୟୁ ପଛର କାରଣ ନେଇ ପୋଲିସର ତନାଘନା..
ରାଜ୍ୟରେ ବଢ଼ିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ନକଲି ସାର୍ଟିଫିକେଟ ଦେଇ 5T ସ୍କୁଲରେ ଚାକିରୀ । କେମିତି ନକଲି ଶିକ୍ଷକମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାକିରି କଲେ ? ନିଯୁକ୍ତି ସମୟରେ କିଭଳି ଯାଞ୍ଚ ହେଉଥିଲା ?
ସବୁଠୁ ଆଶ୍ଚର୍ଯ୍ୟର କଥା ସମସ୍ତେ ହେଉଛନ୍ତି ଫାଇଭ୍-ଟି ସ୍କୁଲର ଶିକ୍ଷକ। ଅର୍ଥାତ ଯେଉଁଠି ସ୍ୱଚ୍ଛତା ରହିବା କଥା ସେଠି ଚାଲିଛି ନକଲି ସାର୍ଟିଫିକେଟ୍ କାରସାଦି।
ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍ ଆଇନ୍ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।
ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ପରିବାର ଲୋକ କହିଛନ୍ତି । ବିରୋଧୀ ଦଳର ନେତା ଲୋକ ଲଗେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ପରିବାର ଲୋକ ।
ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଜବତ କରି ଷ୍ଟେଟ୍ ଫରେନସିକ୍ ଲ୍ୟାବକୁ ପଠାଯାଇଛି । ଅନୁମାନ କରାଯାଉଛି, ଏହି ଫୋନ୍ ଅନେକ ରହସ୍ୟ ଉପରୁ ପରଦା ହଟାଇପାରେ ।
ଗତ ୪ ମାସ ମଧ୍ୟରେ ତାମିଲନାଡ଼ୁର ସାଇବର ପୋଲିସ ମୋଟ ୨୫ ହଜାର ୧୩୫ ସିମ୍ କାର୍ଡ ଅଚଳ କରିଛି ।
ଏହି ଖବର ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । କାରଣ ଏହା ଗଞ୍ଜେଇ ବିକିବାର ଏକ ନୂଆ ଉପାୟ । ପୂର୍ବରୁ କେବେ ଏଭଳି ଖବର ସାମ୍ନାକୁ ଆସିନଥିଲା ।
ପୋଲିସ କହିଛି କି, ସେହିଦିନ ଝିଅଟି ଘରୁ ବାହାରକୁ ଯାଇଥିଲା । ହେଲେ କିଛି ଘଣ୍ଟା ପରେ ଘରକୁ ଫେରିଆସିଥିଲା । ଘରକୁ ଫେରିବା ପରେ ତା’ର ବାପା ତାଙ୍କ ସହ ପାଟିତୁଣ୍ଡ କରିଥିଲେ ।
ମଦ ମାଫିଆଙ୍କ ଗାଡ଼ି ପଛୁଆ ଚାଲି ଥିବାବେଳେ ଆଗୁଆ ମାଡ଼ି ଚାଲିଥିଲା କଟକ ଅବକାରୀ ବିଭାଗର ଗାଡ଼ି। କୌଣସି ବଲିଉଡ୍ ଫିଲ୍ମ ଦୃଶ୍ୟରୁ ଏହି ସ୍ଥିତି କମ୍ ନଥିଲା
ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।
ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।
ଅଧିକ ଦିନ ତିଷ୍ଠିଲାନି କିଣାରେ ଆସିଥିବା ସମ୍ପର୍କ। କିଣି ଆଣି ବିବାହ କରିଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ।
୨ଟି ସିମ୍ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି ।
ଭୁବନେଶ୍ୱରରେ ବହୁଚର୍ଚ୍ଚିତ ଶୁଭଲକ୍ଷ୍ମୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଲିବାରେ ଲାଗିଛି ଗୋଟେ ପରେ ଗୋଟେ ଗୁମର। ମୃତ ଶୁଭଲକ୍ଷ୍ମୀଙ୍କ ମିଳିଛି କଲ୍ ଡିଟେଲ୍ ରେକର୍ଡ-CDR।
ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ।
ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍ସନ୍ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି।
ଟାଟା ପାୱାର ଭୁଲ୍ ପାଇଁ ବଳି ପଡ଼ିଲେ କି କର୍ମଚାରୀ ? ବିଜୁଳି ବିଲ୍ ବିଭ୍ରାଟ ପାଇଁ ଦାୟୀ କିଏ ଆଉ କିଏ ଭୋଗିଲା ଫଳ ? ଭଞ୍ଜନଗରରେ ମିଟର ରିଡିଂ କର୍ମଚାରଙ୍କୁ ହତ୍ୟା ପରେ ଉଠିଲା ପ୍ରଶ୍ନ..
ହୋଟେଲରୁ ମୃତଦେହ ମିଳିବାକୁ ବିତିଲାଣି ୪ ଦିନ, ହେଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ। ଯଦି ଆତ୍ମହତ୍ୟା, ହୋଟେଲକୁ ଆସି ସୁଇସାଇଡର ରହସ୍ୟ କ'ଣ ?
କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ ।
ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କିଛିଦିନ ତଳେ ସଂଗୀତା ଘରୁ ୬ ଭରି ସୁନା, ୨୨ ହଜାର ଟଙ୍କା ନେଇ ବାହାରିଯାଇଥିଲେ।