• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Snake Venom

Snake Bite
ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା: ସାପୁଆକୁ ଧରିଲା ପୋଲିସ୍

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।

Snake Bite
ସାପ ଲଗାଇ ପତ୍ନୀ-ଝିଅକୁ ହତ୍ୟା ମାମଲା; ସ୍କାନରରେ ସାପୁଆ, ଭୟଙ୍କର ହତ୍ୟା ଷଡ଼ଯନ୍ତ୍ର ସନ୍ଦେହରେ ଛାନଭିନ୍

ରେକର୍ଡ ହେଲା ୧୬୪ ଧାରାରେ ବୟାନ । ସାପକୁ ଅସ୍ତ୍ର ଭାବେ ବ୍ୟବହାର ଘଟଣାରେ ପିସିସିଏଫ୍‌ଙ୍କ ତଦନ୍ତ ନିର୍ଦ୍ଦେଶ ।

Snake Venom
ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ରେଭ୍ ପାର୍ଟିରେ ସ୍ନେକ୍ ଭେନମ୍

ରେଭ୍ ପାର୍ଟିରେ ସାପ ଭେନମ୍ ର ନିଶା । ଏଭଳି କିଛି ଚାଞ୍ଚଲ୍ୟକର ମାମଲାରେ ଏବେ ଫସିଛନ୍ତି ବିଗ୍ ବସ୍ ବିଜେତା ତଥା ଚର୍ଚ୍ଚିତ ୟୁଟ୍ୟୁବର୍ ଏଲଭିସ୍ ଯାଦବ । ନୋଏଡ଼ାରେ ଚାଲିଥିବା ଏକ ରେଭ୍ ପାର୍ଟିରେ ୧୧ଟି ସାପର ଅର୍ଡର୍ ଦେଇଥିଲେ ଏଲଭିସ।

Snake Venom
କାମ ଦଉନି ଏଣୁତେଣୁ ନିଶା, ଦରକାର ସାପ ଗରଳ

ୟେ ଏମିତି ସେମିତିକା ନିଶା ନୁହେଁ । ଡ୍ରଗସ, ବ୍ରାଉନସୁଗାର ଆଉ ଏବେ ନୂଆ ମାର୍କେଟକୁ ଆସିଥିବା ସାପ ଭେନମ୍ । ସାରା ଦେଶରେ ଏବେ ଚହଳ ସୃଷ୍ଟି କରିଛି ଉତ୍ତରପ୍ରଦେଶ ନୋଏଡ଼ାର ରେଭ୍ ପାର୍ଟି ।

Snake Venom Worth Rs 1.5 Crores Seized In Deogarh
ଫରୁଆ ଭିତରେ ସାପ ଜହର ବେପାର

ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।

Snake Venom
ଫରୁଆରେ ନାଗ ସାପ ବିଷ ବିକୁଥିଲେ ! ୧ କିଲୋଗ୍ରାମକୁ ଦେଢ଼ କୋଟି ଟଙ୍କା..

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି ।

man bites snake
କରୋନା ଭଲ କରିଦେବ ସାପ ବିଷ?

କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ ବି ସଂକ୍ରମଣରେ ପ୍ରାଣ ହରାଉଛନ୍ତି ଲୋକେ। ତେବେ ଏହାରି ମଧ୍ୟରେ, ବ୍ରାଜିଲ ବେଜ୍ଞାନିକମାନେ ଯେଉଁ ଖବର ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି