ଜେଲର୍ ମ୍ୟାଡାମଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । କଣ୍ଟାବାଞ୍ଜି ଲେଡି ଜେଲରଙ୍କ ସାମ୍ବାଦିକଙ୍କ ମୁଣ୍ଡ ମାଗିବା ଅଡ଼ିଓ ମାମଲା । ଲେଡ଼ି ଜେଲର, ଅଭିଯୋଗକାରୀ ଏବଂ ଜଣେ କର୍ମଚାରୀଙ୍କ ବୟାନ ରେକର୍ଡ ।
ନାରାୟଣପାଟଣାର ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଭିଜିଲାନ୍ସ ଗିରଫ କରିଛି। ୮ ବର୍ଷ ଧରି ଚକ୍ମା ଦେଇ ଫେରାର ଥିବାବେଳେ ଗତକାଲି ସେ ଗିରଫ ହୋଇଛନ୍ତି।
ଜଣେ ଦଲାଲଙ୍କ ସହ କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍ । ଜୀବନ୍ତ କିମ୍ବା ମୃତ ମୁଣ୍ଡ ନେଇକି ଆସ କହୁଛନ୍ତି ଜେଲର ମ୍ୟାଡାମ୍ । ଥାନାରେ ଅଭିଯୋଗ ପରେ ମ୍ୟାଡାମ କହୁଛନ୍ତି ବଜାରରୁ ମାଛମୁଣ୍ଡ ଆଣିବାକୁ କହୁଥିଲି..
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।
ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି ।
ସମ୍ବଲପୁର ଅଇଁଠାପାଲି ଥାନା ଅନୁଗୁଳିଆପଡ଼ାରେ ଉଭୟଙ୍କର ମୃତଦେହ ଠାବ ।
ପୋଲିସ ସହ ଲୁଚକାଳି ଖେଳୁଥିବା ପୂର୍ବତନ ବିଡିଓ ଶେଷରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ୭ଟି ପ୍ରକଳ୍ପରେ ୩୪ ଲକ୍ଷ ଟଙ୍କା ହଡ଼ପ ମାମଲା ରହିଛି ।
ଅଡିଓରେ ତାଙ୍କୁ ଜଣଙ୍କ ମୁଣ୍ଡ ଦରକାର ବୋଲି କହୁଛନ୍ତି ଜେଲର । ଜୀବନ୍ତ କିମ୍ବା ମୃତ ଯେମିତି ହେଲେ ମୁଣ୍ଡ ଦରକାର ବୋଲି କହୁଛନ୍ତି ।
କଳାହାଣ୍ଡି କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ଘରେ ଥିବା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ।
ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗକୁ ଆଧାର ଥାନାରେ ଏତଲା । ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଲେ ଡିନ୍ ।
ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !
ରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ବାଛୁଛନ୍ତି କି ସର୍ଟକଟ୍ ଉପାୟ ? ସରକାରୀ ଚାକିରି ଦେବାକୁ କେହି ଆପଣଙ୍କୁ ଦେଖାଇଛି କି ଲୋଭ ? କାହା ପାଲରେ ପଡ଼ି ଆପଣ ଟଙ୍କା କାରବାର କରିନାହାଁନ୍ତି ତ ? ଯଦି ହଁ, ତେବେ ସାବଧାନ୍ !
ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।
ପୁଅର ପ୍ରେମ ପାଇଁ ବୃଦ୍ଧ ମୁସଲମାନ ଦମ୍ପତିଙ୍କ ଜୀବନ ଚାଲିଗଲା । ପଡ଼ିଶା ଘର ଝିଅକୁ ନେଇ ବିବାହ କରିବା ପରେ ପିଟି ପିଟି ମାରିଦେଲେ ଝିଅ ଘର ଲୋକ ।
ଜଣେ ସରକାରୀ ଅଧିକାରୀ ନିଜ ସାଙ୍ଗଙ୍କ ୧୪ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହୋଇଥିଲେ, ଏହି ସମୟରେ ସମ୍ପୃକ୍ତ ଅଫିସରଙ୍କ ପତ୍ନୀ ମେଡିସିନ୍ ଦେଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ।
ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍ । ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ
ପ୍ରେମିକକୁ ଦେଖା କରିବାକୁ ଆସିଥିବା ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।
ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।
୨ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା। କୁକି ସଂପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ସୂଚନା ମିଳିଛି।
ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?
ଦୁଇ ଦିନ ଭିତରେ ମୋର ଟଙ୍କା ଦରକାର । ନହେଲେ କାଙ୍ଗାଳ ନୁହେଁ ତମେ ଲଙ୍ଗଳା ହୋଇ ବୁଲିବ ।
ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ।
ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଘନଉଛି ମାହାଙ୍ଗା ଛାତ୍ରୀ ମୃତ୍ୟୁ ରହସ୍ୟ: ଆତ୍ମହତ୍ୟା ନା ଅନରକିଲିଂ, ଜାଣିବାକୁ କ୍ରୀଡ଼ା ଶିକ୍ଷକ ଓ ମାଆଙ୍କ ବୟାନ ରେକର୍ଡ । ବିଜେଡି ନେତାଙ୍କ ମାମଲା ରଫାଦଫା ଉଦ୍ୟମକୁ ନେଇ ପ୍ରଶ୍ନ । ଏଣେ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ରୁଜୁ କଲେ କେସ୍
୧୫/୧୬ ବର୍ଷ ବୟସର ନାବାଳିକାଟିଏ ଆଜି ଯେଭଳି ପ୍ରାଣ ହରାଇଲା ମାହାଙ୍ଗା ଅଞ୍ଚଳରେ, ୨ ମାସ ପରେ ଚେତା ପଶିଛି ପୋଲିସର । ପୋଲିସ ଦପ୍ତରଠୁ ପଲିଟିକାଲ୍ ମୈଦାନ ଯାଏଁ ହୁଲସ୍ତୁଲ ହେବା ପରେ ଆରମ୍ଭ ହୋଇଛି ଖୋଳତାଡ଼ ।