ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ।ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ଦୁର୍ବୃତ୍ତ ପୋତିଥିଲେ ବୋଲି ପୋଲିସ କହିଛି । ପୋଲିସର କହିବା ଅନୁସାରେ ଜଙ୍ଗଲରେ ଅଧା ପୋତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଥିଲା ।