ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।
ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା ।
ଦିନେ ଏକା ସାଙ୍ଗରେ ବଜାର ବୁଲୁଥିଲେ, ଫଟୋ ବି ଉଠାଉଥିଲେ । ହେଲେ ଏବେ ତାଙ୍କ ଫଟୋରେ ଫୁଲ ଦେଉଛନ୍ତି ପରିବାର ଲୋକ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ପୂରା ସତ । ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ।
ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ । ସଂପର୍କୀୟ ହେଲେ ଚଳିବ ମାତ୍ର ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ କଲେ ବାସନ୍ଦ
ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।
ବାପାଙ୍କ ମୃତ୍ୟୁ ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ସୂଚନା
ଭଦ୍ରକ ଏସ୍.ପିଙ୍କ ଅଫିସ ଆଗରେ ପୀଡ଼ିତ ପରିବାରଙ୍କ ଧାରଣା
ମହଙ୍ଗା ପଡିଲା ଦ୍ୱିତୀୟ ବିବାହ । ସହିପାରିଲେନି ସ୍ତ୍ରୀର ନିର୍ଯାତନା..ଚିଠି ଲେଖି ହାରିଦେଲେ ଜୀବନ । ତେବେ ଦୁଇବର୍ଷ ପରେ ମାମଲାକୁ ନେଇ କହିଁକି ବଢିଲା ଚର୍ଚ୍ଚା ?
ଆକ୍ରମଣରେ ମଧୁସୂଦନ ବିଷୋୟୀ ମୃତ...ପୂର୍ବ ଶତୃତାରୁ ମଧୁଙ୍କୁ ହତ୍ୟା ଅଭିଯୋଗ
୧୯୭୫ ମସିହାରେ ମ୍ୟାକ୍ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ସଭାପତି ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଟିମ୍ ଗିରଫ କରିଛନ୍ତି।
ସ୍ଥାନୀୟ ଅଞ୍ଚଳର ନେତାଜୀ ସଂଘ ନାମକ ଏକ ଅନୁଷ୍ଠାନ ନାଁରେ ଏହି ଜମି ଥିବା ଦାବି କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ ।
‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଭାବି ମଧ୍ୟ ସାରିଥିଲି।’ ସୁଇସାଇଡ୍ ନୋଟ୍ରେ ଏପରି କିଛି କହି ଜଣେ ହୋଟେଲ୍ ମାଲିକ ଆତ୍ମହତ୍ୟା କରିଛନ୍ତି।
ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।
ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ମତ୍ତଗଜପୁର ଲେବୁଲ୍ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି ।
ବିଶ୍ୱାସରେ ବିଷ । ପ୍ରଥମେ ନୀରିହ ଛାତ୍ରଙ୍କୁ ଥଣ୍ଡା ପାନୀୟ ଦେଲେ ପିଇବା ପାଇଁ ..ହେଲେ ପରେ...
ନକଲି ହୋଇଛି ସାଂସଦଙ୍କ ଲେଟରପ୍ୟାଡ..ନକଲି ଚିଠିରେ ହୋଇଛି ଅସଲି ଆଡମିସନ
ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ।
ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।
ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଏ ନୋଟ୍ ଦେଖିଲେ ହୋସ୍ ଉଡିଯିବ । ଥାକ ମରାଯାଇଛି ଖାଲି ୫ ଶହ ଟଙ୍କିଆ ନୋଟ୍...ଅସଲି ଦେଖାଯାଉଛି ସତ ହେଲେ ଏହା ପୂରା ନକଲି