• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Drone Picks Apples
ସେଓ ବଗିଚାରେ ଡ୍ରୋନ୍‌ ! ଉଡ଼ିକି ଯାଉଛି ଆଉ ତୋଳିକି ଆଣୁଛି...

ଏହି ଡ୍ରୋନ୍‌କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।

  • Thursday, 06 July 2023
Instagram Twitter competitor Threads App Launches More Than 100 Countries
ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ Threads ଆପ୍‌, ଭାରତ ସମେତ ୧୦୦ରୁ ଅଧିକ ଦେଶରେ ହେଲା ଲଞ୍ଚ୍‌

ଏଣିକି ଟ୍ୱିଟରକୁ କଡ଼ା ଟକ୍କର ଦେବ ଥ୍ରେଡ୍‌ସ ଆପ୍‌। ଥ୍ରେଡ୍‌ସ ଆପ୍‌କୁ ଆପଣ ଆଣ୍ଡ୍ରଏଡ୍‌ ଓ IOS ଉଭୟରେ ଡାଉନଲୋଡ୍‌ କରିପାରିବେ।

Artificial intelligence  can do work of HR Departments
ଅଫିସ୍‌ର ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR

ପ୍ରଶ୍ନ ଉଠୁଛି, ଏପରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ବାରା ଆଗକୁ ଚାକିରି ହରାଇବେ କି କର୍ମଚାରୀ ? AI ଏଭଳି କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି କ୍ଷେତ୍ରରେ ପ୍ରଭାବିତ ହେବ କି ମଣିଷ ସମାଜ?

How To Increase Followers
ବଢ଼ାଇବାକୁ ଚାହୁଁଛନ୍ତି କି ଫଲୋର୍ସ ? ଜାଣିନିଅନ୍ତୁ ମାତ୍ର ଏହି ୪ଟି ଟିପ୍ସ

ଫଲୋର୍ସ ବଢ଼ାଇବାକୁ ହେଲେ ମାତ୍ର କେତୋଟି ଦିଗ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ । ଯାହା ଦ୍ୱାରା ଆପଣଙ୍କ ଫଲୋର୍ସ ବଢ଼ିପାରିବେ ।

World's 1st Flying Car Certified By US
ମିଳିଲା ସରକାରଙ୍କ ଅନୁମତି; ଏହି ଦେଶରେ ଏବେ ଉଡ଼ିବ କାର୍‌ !

ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆକାଶରେ ଉଡ଼ିବା ନେଇ ଅନୁମତି ମିଳିଛି । ସରକାରଙ୍କ ପକ୍ଷରୁ ଉଡ଼ାଣ ପାଇଁ ଆଲେଫ୍ ଏରୋନେଟିକ୍ସର ଫ୍ଲାଇଙ୍ଗ୍ କାର୍‌କୁ ଆଇନଗତ ଅନୁମୋଦନ ଦିଆଯାଇଛି ।

Artificial Rain
ଏଣିକି ରହିବନି ମରୁଡ଼ି ଭୟ ! ଆବଶ୍ୟକ ପଡ଼ିଲେ କରାଯିବ କ୍ରୁତ୍ରିମ ବର୍ଷା

ଆଇଆଇଟି କାନପୁର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନୟରିଂ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି ।

  • Saturday, 24 June 2023
WhatsApp
ହ୍ୱାଟସଆପ୍‌ର ନୂଆ ପ୍ରାଇଭେସି ଫିଚର୍‌, ସାଇଲେଣ୍ଟ୍‌ କରିହେବ ଅଜଣା ନମ୍ବରରୁ ଆସୁଥିବା କଲ୍‌

ମନଇଚ୍ଛା କଲ୍‌ କରି ଆପଣଙ୍କୁ ଆଉ କେହି ବିରକ୍ତ କରିପାରିବେ ନାହିଁ । ଆସିଲା WhatsAppର ନୂଆ ଫିଚର୍‌...

Google AI
Google AI କେବଳ ଆଖି ସ୍କାନ କରି କହିଦେବ ସବୁ ରୋଗ

ସୁନ୍ଦର ପିଚାଇ ଗୁଗୁଲ୍ ଏଆଇର ବିଭିନ୍ନ ବୈଶିଷ୍ଟ୍ୟଗୁଡିକ କହିଥିବା ବେଳେ ଏଆଇ ସିଷ୍ଟମ ମେଡିକାଲ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି କହିଛନ୍ତି ।

What is the difference between upi and upi lite
ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ, UPI ଏବଂ UPI Lite ମଧ୍ୟରେ ଫରକ କ’ଣ...

UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ ଉପାୟ ଆପଣେଇବାକୁ ପଡ଼ିଥାଏ।

  • Monday, 19 June 2023
  • UPI
Truecaller brings back call recording
ପୁଣି Truecaller ରେ ଫେରିଲା କଲ୍‌ ରେକର୍ଡିଂ ସୁବିଧା, ଏଣିକି କୌଣସି କଲ୍‌କୁ ବି କରିପାରିବେ ରେକର୍ଡ...

ଭାରତ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ବିନା ଅନୁମତିରେ ଆପଣ ଫୋନ୍‌ କଲ୍‌ ରେକର୍ଡିଂ କରିବା ବେଆଇନ୍‌। ତେବେ କିଛି ଥାର୍ଡ-ପାର୍ଟି ଆପ୍‌ ମାଧ୍ୟମରେ କଲ୍‌ ରେକର୍ଡିଂ ସମ୍ଭବପର ହୋଇଥାଏ।

  • Thursday, 15 June 2023
Facebook After Death
ଆପଣ ଜାଣିଛନ୍ତି କି ୟୁଜରଙ୍କ ମୃତ୍ୟୁ ପରେ କ’ଣ ହୁଏ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ?

ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍‌ ହେବାର ଅଧିକ ସମ୍ଭାବନା ରହିଛି ।

Know How To Found Your Lost Phone
ଏବେ ଚୋର ନିଜେ ଫେରାଇବ ଚୋରି ମୋବାଇଲ୍‌ ! ସହଜ ଉପାୟ କହିଲେ IPS ଅଧିକାରୀ

କିଛି ଲୋକ ଚୋରି ମୋବାଇଲ୍‌ ମିଳିବା ନେଇ ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଛି ଲୋକ ଦୀର୍ଘ ଦିନ ଯାଏ ମୋବାଇଲ୍‌ ମିଳିବାର ଆଶା ରଖିଥାନ୍ତି। ହେଲେ ଏବେ ଆପଣଙ୍କୁ ଟେନ୍‌ସନ୍‌ ନେବାର ଆଉ କୌଣସି ଆବଶ୍ୟକତା ନାହିଁ।

  • Thursday, 08 June 2023
AI
ଗୁଗୁଲ ଆଣିଲା AI ଦ୍ୱାରା ପ୍ରସ୍ତୁତ ସିକ୍ୟୁରିଟି ସିଷ୍ଟମ, IT କମ୍ପାନୀ ରହିବେ ଅଧିକ ସୁରକ୍ଷିତ...

ଗୁଗୁଲ କ୍ଲାଉଡ୍‌ ସିକ୍ୟୁରିଟି ଏଆଇ ୱର୍କ ବେଞ୍ଚ ଆରମ୍ଭ କରିବା ନେଇ ଗୁଗୁଲ ନିଜେ ଘୋଷଣା କରିଛି । ଏହା ସ୍ୱୟଂ ଏକ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଯୁକ୍ତ ଫ୍ଲାଟ୍‌ଫର୍ମ ।

India's First Self-Driving Car zPod
ଭାରତ ମାଟିରେ ପ୍ରଥମ କରି ଗଡିଲା ମାନବବିହୀନ ଚାରି ଚକିଆ ଯାନ

ଚାରି ଚକିଆ ଯାନରେ ଯାତ୍ରୀଙ୍କ ବସିବା ଲାଗି ରହିଛି ୪ଟି ସିଟ୍ । ଯାତ୍ରୀ ବସିବା ପରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ପାରୁଛି ଏହି ଜେଡ ପଟ୍ ।

  • Tuesday, 06 June 2023
Apple introduces the 15-inch MacBook Air
ଦୁନିଆର ସବୁଠାରୁ ପତଳା ଲାପ୍‌ଟପ୍‌ MacBook Air ଲଞ୍ଚ କଲା Apple, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌...

ଆପଲ୍‌ ୧୫ ଇଞ୍ଚ ମ୍ୟାକ୍‌ବୁକ୍‌ ଏୟାର ଲଞ୍ଚ୍‌ କରାଯାଇଛି। ଦାବି କରାଯାଉଛି ଯେ, ଏହା ହେଉଛି ଦୁନିଆର ସବୁଠର ପତଳା ୧୫ ଇଞ୍ଚ୍‌ର ଲାପ୍‌ଟପ୍‌। ଯାହାର ଓଜନ ୩.୩ ପାଉଣ୍ଡ(ପାଖାପାଖି ଦେଢ଼ କିଲୋ)

  • Tuesday, 06 June 2023
What is Anti Collision System; How can it prevent rail accidents
ଆଣ୍ଟି କୋଲିଜିଅନ୍ ସିଷ୍ଟମ କ’ଣ; ଏହା କିପରି ରୋକିବ ରେଳ ଦୁର୍ଘଟଣା

କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।

Android users alert
ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି କି ? ଏହି ଭାଇରସ୍‌ ହ୍ୟାକ୍‌ କରିପାରେ ଆପଣଙ୍କ କଲ୍‌ ରେକର୍ଡ...

ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଗ୍ୟାଜେଟ୍‌ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି ଜାରି କରିଛନ୍ତି।

  • Saturday, 27 May 2023
know how to keep yourself safe from WhatsApp scams
ଭୁଲ୍‌ରେ ହ୍ୱାଟ୍ସଆପ୍‌ରେ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ, ଜାଣନ୍ତୁ କେମିତି ଠକାମିରୁ ବର୍ତ୍ତିବେ...

ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍‌ରୁ ବର୍ତ୍ତିବେ ଓ ନିଜ  ହ୍ୱାଟ୍ସଆପ୍‌ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।

  • Saturday, 20 May 2023
Cyber Crime, Sanchar Sathi
ଏଣିକି ଖୁବ୍‌ ସହଜରେ ପାଇପାରିବେ ହଜିଯାଇଥିବା ମୋବାଇଲ, ଆସିଲା ‘ସଂଚାର ସାଥି’

ସାଇବର କ୍ରାଇମ ରୋକିବାକୁ ଟେଲିକମ୍ ମନ୍ତ୍ରଣାଳୟର ନୂଆ ପଦକ୍ଷେପ । ଉପଭୋକ୍ତାଙ୍କ ପାଇଁ ଆରମ୍ଭ ହେଲା ସଂଚାର ସାଥୀ ପୋର୍ଟାଲ ।

36 lakh Whatsapp Ban
ବନ୍ଦ ହେଲା ୩୬ ଲକ୍ଷ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ, ଆଗକୁ ଆହୁରି ବନ୍ଦ ହେବ...

ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା ।

WhatsApp New Feature Chat Lock Rolls Out
ଆସିଲା WhatsAppର ନୂଆ ଫିଚର: ଚାଟ୍‌ ଲକ୍‌ କରି ଲୁଚାଇ ପାରିବେ ପ୍ରାଇଭେଟ୍‌ ମେସେଜ୍‌

ମେଟା ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp) ଏକ ନୂଆ ଫିଚର ଲଞ୍ଚ୍‌ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।

Mobile Safety Tips
ସାବଧାନ ! ଗରମ ହୋଇଯାଉଛି କି ଆପଣଙ୍କ ମୋବାଇଲ୍‌ ? ଆପଣାନ୍ତୁ ଏହି ଉପାୟ...

ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍‌ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍‌ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।

Apple users won’t be able to use key Facebook app
Apple ୟୁଜର୍ସଙ୍କ ପାଇଁ ବଡ଼ ଖବର ! ଜୁନ୍‌ରୁ ଆଉ ଏହି ସୁବିଧା ମିଳିନପାରେ...

ଆପଲ୍‌ ୱାଚ୍‌ ବ୍ୟବହାର କରି ଆପଣ ମେସେଜ ପଠାଇବା ସହ ଫୋନ୍‌ କଲ୍‌, କଣ୍ଟ୍ରୋଲ ମ୍ୟୁଜିକ୍‌ ସମେତ ଅନେକ ଫିଚରର ବ୍ୟବହାର କରିପାରିବେ।

Twitter To Allow Calls Soon
ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Scientists develop AI model that can read human mind
ସାବଧାନ ! ଆପଣ ମନରେ କିଛି ବି ଚିନ୍ତା କରନ୍ତୁ, ତାକୁ ଚଟ୍‌ କି ଧରିଦେବ AI...

ଆପଣ ଏହି କଥା ଶୁଣିଛନ୍ତି କି, ଏବେ AI ଆପଣଙ୍କ ମନ କଥା ବୁଝିପାରିବ । ଆପଣ ମନରେ କ’ଣ ଭାବୁଛନ୍ତି ତାହା AI ଜାଣିପାରିବ । ଆଉ ଆପଣଙ୍କୁ ମଧ୍ୟ ଜଣେଇବ । ତେଣୁ ସାବଧାନ ।