ହ୍ୟାକରମାନେ ଆପଣଙ୍କର ବ୍ଲୁଟୁଥ୍ ସର୍ଚ୍ଚ କରି ମୋବାଇଲ୍ ହ୍ୟାକ୍ କରିପାରନ୍ତି । ଏହା ଛଡ଼ା ଆପଣଙ୍କ ମୋବାଇଲ୍ରୁ ବ୍ୟାଙ୍କ ଆକାଉଣ୍ଟ ପରି କିଛି ଜରୁରୀ ଡାଟା ମଧ୍ୟ ଚୋରି ହୋଇପାରେ ।