• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

whatsaap
ଖୁସି ଖବର ! WhatsApp ରେ ଯେତେବେଳେ ଚାହିଁବେ ଡିଲିଟ୍ କରିପାରିବେ ମେସେଜ୍, ରହିବନି ସମୟ କଟକଣା

ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି

Cyber Fraud Alert!
ସାବଧାନ୍ ! ଫେଷ୍ଟିଭାଲ୍ ଗିଫ୍ଟ ପାଇଁ ଆସୁଥିବା ମେସେଜ ଲିଙ୍କରେ କରନ୍ତୁନି କ୍ଲିକ୍, ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ

ଚାଲିଛି ପାର୍ବଣ ଋତୁ । ଘର, ପରିବାର ତଥା ନିଜ ପାଇଁ ସପିଂ କରୁଛନ୍ତି ଲୋକେ । ବର୍ତ୍ତମାନ ଅଫଲାଇନ୍ ସପିଂ ଅପେକ୍ଷା ଅନିଲାଇନ୍ ସପିଂ ମାର୍କେଟ ନେଇଛି । କରୋନା କଟକଣା ଭିତରେ ବାହାରକୁ ନଯାଇ ଘରୁ ଗୋଟିଏ କ୍ଲିକରେ ହିଁ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ଆଉ ଏହାରି ଭିତରେ ଲୋକଙ୍କ ଟଙ୍କା ଉଡ଼ାଇ ନେବାକୁ ବସିଛନ୍ତି ହ୍ୟାକର୍ ଓ ଅନଲାଇନ୍ ଠ

New Name Of Facebook
ନୂଆ ପରିଚୟ ପାଇବ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ : ଖୁସି ଜାହିର କଲେ ସୋସିଆଲ ମିଡିଆ ୟୁଜର୍ସ

ବଦଳିବ ଫେସବୁକ ନାଁ। ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

gmail went down
ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା ।

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି ।

gamil
Facebook, Insta,WhatsApp ପରେ ଡାଉନ୍ ହେଲା Gmail

ଗୁଗୁଲ ସେବା ପ୍ରଭାବିତ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ୍ ପରେ ବନ୍ଦ ହେଲା Gmail ସେବା । ଲଗ୍ ଇନ୍ ସମୟରେ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ସମୟରେ ଭାରତରେ ଜିମେଲ୍ ସେବା କାମ କରୁନାହିଁ । ଭାରତର ଅନେକ ସ୍ଥାନରେ ଲୋକମାନେ ଗୁଗୁଲର ଏହି ମାଗଣା ଇମେଲ ସେବାର ଆକ୍ସେସ୍ କରିବାକୁ ସକ୍ଷମ ନୁହଁନ୍ତି

ganja
ଶରୀର ପାଇଁ କ୍ଷତିକାରକ ନିଶାଦ୍ରବ୍ୟ ? ସୂଚେଇ ଦେବ ସ୍ମାର୍ଟଫୋନ୍‌ର ସ୍ୱତନ୍ତ୍ର ସେନସର୍ !

ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ ।

  • Monday, 27 September 2021
whatsapp message
ହ୍ୱାଟସଆପ୍ ୟୁଜରଙ୍କୁ ୪୪୦ ଭୋଲ୍ଟ ଝଟକା : ଲୁଚି ଲୁଚି ଆପଣଙ୍କ ପ୍ରାଇଭେଟ୍ ମେସେଜ ପଢ଼ୁଛି ଫେସବୁକ୍ !

ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି ।