• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

India celebrates birth anniversary of Major Dhyan Chand
National Sports Day: ମନେ ପଡ଼ନ୍ତି କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦ

କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।

What is the national game of india
National Sports Day 2023: ହକି କ’ଣ ଭାରତର ଜାତୀୟ ଖେଳ…ଆସନ୍ତୁ ଜାଣିବା

ବିଶ୍ୱରେ ଏତେ ଖେଳ ଖେଳାଯିବା ସତ୍ତ୍ୱେ ଆପଣ ଜାଣନ୍ତି କି ଭାରତର କୌଣସି ଜାତୀୟ ଖେଳ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାରତର ଜାତୀୟ ଖେଳ ହକି, କିନ୍ତୁ ଏହା ନୁହେଁ। ଯଦିଓ ଲୋକେ ହକିକୁ ଜାତୀୟ ଖେଳ ଭାବେ ବିଚାର କରୁଛନ୍ତି, ତେବେ ଏହି ଖେଳକୁ କିମ୍ବା ଭାରତରେ ଖେଳାଯାଇଥିବା କୌଣସି ଖେଳକୁ ଏଯାଏ ଜାତୀୟ ଖେଳ ଭାବରେ ମାନ୍ୟତା ଦିଆଯାଇ ନାହିଁ।

Niraj Chopra
ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

​​​​​​​ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା ।

Neeraj chopra showed respect to the national flag
ସ୍ୱର୍ଣ୍ଣ ଜିତିବା ପରେ ହଙ୍ଗେରୀର ମହିଳା ମାଗିଲେ ଅଟୋଗ୍ରାଫ୍; ଏମିତି ଉତ୍ତର ଦେଲେ ନୀରଜ ଚୋପ୍ରା

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରା ନିଜର ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ଏହା ପରେ ନୀରଜ ଚୋପ୍ରାଙ୍କୁ ହଙ୍ଗେରୀର ଜଣେ ମହିଳା ଭାରତୀୟ ଜାତୀୟ ପତାକା ଉପରେ ଅଟୋଗ୍ରାଫ୍ ଦେବାକୁ କହିଥିଲେ। ଉତ୍ତରରେ ନୀରଜ ହୃଦୟସ୍ପର୍ଶୀ ବିବୃତ୍ତି ଦେଇଥିଲେ।

javelin star Kishore Jena
ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା ହୋଇଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଚମତ୍କାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।

Asia Cup 2023; Can Team India win?
Sports: ଏସିଆ କପ୍ ୨୦୨୩; ଜିତିପାରିବ କି ଟିମ୍ ଇଣ୍ଡିଆ

ଏଥର କିଏ ଜିତିବ ଏସିଆ କପ୍ (ଦିନିକିଆ ଫର୍ମାଟ୍‌) - ଭାରତ, ପାକିସ୍ତାନ, ଶ୍ରୀଲଙ୍କା ନା ବାଂଲାଦେଶ? ପ୍ରଦର୍ଶନ, ଅଭ୍ୟାସ ଓ ଟିମ୍ ଚୟନକୁ ବିଚାରକୁ ନେଲେ, ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଲେ ରୋହିତ ସେନାର ମନୋବଳ ବଢ଼ିବ, ହେଲେ ପରାଜୟ ସ୍ଥଳେ ତୃତୀୟ ବିଶ୍ୱକପ୍ ମୁକୁଟ ସ୍ୱପ୍ନ ଦିଗହରା ହେବ ।

World Athletics Championships
ପୁଣି ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା, ପଞ୍ଚମ ସ୍ଥାନରେ ରହି ମନଜିଣିଲେ ଓଡ଼ିଆ ପୁଅ କିଶୋର ଜେନା

ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା..୮୮. ୧୭ ମିଟର ଫୋପାଡି ସ୍ୱର୍ଣ୍ଣ ପଦ..ନୀରଜଙ୍କ ସ୍ୱର୍ଣ୍ଣିମ ସଫଳତାରେ ସାରାଦେଶ ଉତ୍ସବମୁଖର

Scuba diver
ଦିଆଯାଉଛି ଟ୍ରେନିଂ, ମେଡାଲ ଆଣିଲେ ଓଡ଼ିଆ ପିଲା

ରାଉରକେଲାରେ ସବିର ବକ୍ସ । ପିଲାଙ୍କୁ ଦେଉଛନ୍ତି ସ୍ୱତନ୍ତ୍ର ତାଲିମ୍‌...ଅଲମ୍ପିକ ଲାଗି ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଗଦା ହେବ ମେଡାଲ ଉପରେ ମେଡାଲ

  • Monday, 28 August 2023
World Athletics 2023
ଇତିହାସ ରଚିଲେ ଓଡ଼ିଆ ପୁଅ; ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ କିଶୋର

ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର ।

Chess Champion
ଫିଡେ ବିଶ୍ୱକପ୍ ସତରଞ୍ଜ ଚାମ୍ପିଅନସିପ୍, ନରୱେର ମାଗ୍ନସ୍ କାର୍ଲସେନ୍ ବିଶ୍ୱ ଚେସ୍ ଚାମ୍ପିଅନ୍

ଚାମ୍ପିଅନ୍ ହୋଇଥିବା କାର୍ଲସେନଙ୍କୁ ୧ ଲକ୍ଷ ୧୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଛି। 

  • Thursday, 24 August 2023
  • Chess
Virat Kohli
ଏସିଆ କପ୍‌ ପାଇଁ ଫିଟ୍‌ କୋହଲି; ୟୋ ୟୋ ଟେଷ୍ଟରେ ସ୍କୋର୍‌ କଲେ..

ବିରାଟଙ୍କ ଫିଟନେସ୍‌ ଏସିଆ କପ୍‌ରେ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି ।

Heath Streak
ବଞ୍ଚି ଥାଉ ଥାଉ ମାରିଦେଲେ! ମୃତ୍ୟୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଲେ ଷ୍ଟ୍ରିକ୍‌...

ଜିମ୍ବାୱେର କିମ୍ବଦନ୍ତୀ କ୍ରିକେଟର ହିଥ ଷ୍ଟ୍ରିକ ଜୀବିତ ରହିଛନ୍ତି। ସେ ନିଜେ ତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିନ୍ତି।

Election Commission Appoints Cricketer Sachin Tendulkar As National Icon
କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମିଳିଲା ନୂଆ ଦାୟିତ୍ୱ

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ ମିଳିଛି। ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବାଲାଗି ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ନ୍ୟାସନାଲ୍ ଆଇକନ୍ କରିଛନ୍ତି।

Asia Cup 2023
Asia Cup 2023: ୧୮ ଜଣିଆ ଦଳ ଘୋଷଣା, ଟିମ୍‌କୁ ଫେରିଲେ ରାହୁଲ ଓ ଶ୍ରେୟସ

କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ

Virat Kohli completes 15 years in international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ୧୫ ବର୍ଷ ପୂର୍ତ୍ତି

ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୫ ବର୍ଷ ପୂର୍ଣ୍ଣ କରିଛନ୍ତି ବିଶ୍ୱ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ଭାରତର ବିରାଟ କୋହଲି। ଟେଷ୍ଟ ହେଉ କି ଦିନିକିଆ ଆନ୍ତର୍ଜାତିକ - ଅନେକ ଉପଲବ୍‌ଧିର ଅଧିକାରୀ ବିରାଟଙ୍କ ବିନା ସମ୍ପୂର୍ଣ୍ଣ ହୋଇପାରେନି ଟିମ୍ ଇଣ୍ଡିଆ। ସେ ଫର୍ମରେ ଥାଆନ୍ତୁ ବା ନ ଥାଆନ୍ତୁ, ଜଣେ ଅଭିଜ୍ଞ ତଥା ଫିଟ୍ ଖେଳାଳି ଭାବେ ଟିମ୍‌ରେ ଅପରିହାର୍ଯ୍ୟ ହୋଇଯାଇଛି ତାଙ୍କ ଉପସ୍ଥିତି।

Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

କାହିଁକି ଡୋପ୍ ଟେଷ୍ଟରେ ବିଫଳ ହେଲେ ଆନ୍ତର୍ଜାତିକ ଆଥଲେଟ୍ ଦୂତି ଚାନ୍ଦ । ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ଦ୍ୱାରା ୪ ବର୍ଷ ପାଇଁ ବ୍ୟାନ ହେବା ନିଜ ପକ୍ଷ ରଖିଛନ୍ତି ଦୂତି । ହେଲେ ସେ ଯେଉଁ କାରଣ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା । କ୍ୟାନସର ଆକ୍ରାନ୍ତ ଥିବା ସମୟରେ ଖାଇଥିବା ମେଡିସିନ୍ ପାଇଁ ହୁଏତ ଏଭଳି ହୋଇଥାଇ ପାରେ ବୋଲି କହିବା ସହ ଦଣ୍ଡାଦେଶର ପୁନଃ ବିଚାର ପାଇଁ ନାଡାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଦୂତି ।

Dutee Chand
ଦୋଛକିରେ ଦୂତୀଙ୍କ ଆଥଲେଟିକ୍ ଜୀବନ; ବାସନ୍ଦ ପଛରେ କ୍ୟାନସର କାରଣ !

ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।

Dutee Chand
ଆଥଲେଟ୍ ଦୂତିଙ୍କୁ ହୋଇଥିଲା କ୍ୟାନସର

ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।

s
ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି

 ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି (NADA) ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୁନାରେ ମିଳିଛି।  

Athlete Dutee Chand Gets Four Year Dope Ban
ଡୋପ୍ ଟେଷ୍ଟରେ ଫେଲ୍‌ ମାରିଲେ ଦୂତି ଚାନ୍ଦ, ଲାଗିଲା ୪ ବର୍ଷ ପାଇଁ ବ୍ୟାନ୍‌...

ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ୍‌ ବଳବତ୍ତର ରହିବ।

Asia Cup 2023
Asia Cup 2023: ରବିବାର ଦଳ ଘୋଷଣା ! କମ୍‌ବ୍ୟାକ୍‌ କରିବେ ଏହି ଷ୍ଟାର ଖେଳାଳି..

ପାକିସ୍ତାନ, ବାଂଲାଦେଶ ଓ ନେପାଳ ଏସିଆ କପ୍‌ ପାଇଁ ନିଜ ଦଳ ଘୋଷଣା କରିସାରିଥିବା ବେଳେ ଭାରତ ଓ ଶ୍ରୀଲଙ୍କା ଏବେଯାଏଁ ଦଳ ଘୋଷଣା କରିନାହାନ୍ତି ।

Rishab Panth
ମଇଦାନରେ ଲମ୍ବା ସଟ୍‌ ଖେଳିଲେ ରିଷବ, ଭାଇରାଲ ହେଲା ଭିଡିଓ...

ରିଷବଙ୍କ ଫ୍ୟାନ୍‌ମାନେ ତାଙ୍କୁ ଖୁବ୍ ଶୀଘ୍ର ଆନ୍ତର୍ଜାତୀୟ ମଇଦାନରେ ଦେଖିବେ ବୋଲି ଆଶା ବାନ୍ଧି ବସିଛନ୍ତି । 

Indian hockey hero drag-flicker Harmanpreet Singh
Sports: ଭାରତୀୟ ହକିର ହିରୋ ଡ୍ରାଗ୍‌-ଫ୍ଲିକର୍ ହରମନପ୍ରୀତ ସିଂହ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌କୁ ରେକର୍ଡ ଚତୁର୍ଥ ଥର ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଅଧିନାୟକ ହରମନପ୍ରୀତ ସିଂହ। କେବଳ ଜଣେ ବିଶେଷଜ୍ଞ ଡ୍ରାଗ୍‌-ଫ୍ଲିକର୍ ଭାବେ ନୁହନ୍ତି, ଭାରତୀୟ ହକିକୁ ଉଚ୍ଚତର ସୋପାନରେ ପହଞ୍ଚାଇଥିବା ଯୋଗୁଁ ଆଜି ସେ ବେଶ୍ ଚର୍ଚ୍ଚିତ।

Asian Champions Trophy
ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ବାଜି ମାରିଲା ଭାରତ

ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି।

India's New Jersey
ଇତିହାସରେ ପ୍ରଥମ; ପାକିସ୍ତାନ ନାମ ଲେଖାଥିବା ଜର୍ସି ପିନ୍ଧି ଫିଲ୍ଡକୁ ଓହ୍ଲାଇବ ଟିମ୍‌ ଇଣ୍ତିଆ !

ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ୨୦୨୩ ରେ ଟିମ୍‌ ଇଣ୍ତିଆର ଜର୍ସିରେ ପାକିସ୍ତାନର ନାମ ରହିପାରେ । ଏନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।