• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan Cricketers

Pakistan Cricket Board
Pakistan Cricket Board: ଚାମ୍ପିୟନ୍ସ୍ ଟ୍ରଫି ପରେ ପାକିସ୍ଥାନୀ କ୍ରିକେଟରଙ୍କୁ ମିଳିଲା ଏହି ଦଣ୍ଡ

ଚାମ୍ପିୟନନ୍ସ ଟ୍ରଫି ସରିବା ପରେ ପାକିସ୍ତାନୀ କ୍ରିକେଟ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ୭୫ ପ୍ରତିଶତ କାଟିବା ପାଇଁ ନିଷ୍ପତ୍ତି ନେଇଛି ।

Imad Wasim
ଲାଇଭ୍‌ ମ୍ୟାଚ୍‌ ବେଳେ ସିଗାରେଟ୍‌ ଟାଣିଲେ ପାକିସ୍ତାନ ଖେଳାଳି, ଭିଡିଓ ଭାଇରାଲ୍

ଫାଇନାଲ ମ୍ୟାଚ୍‌ ସମୟରେ ଯେତେବେଳେ ମୁଲତାନ୍‌ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍‌ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍‌ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।

Pakistan Cricketers
'ବିଶ୍ୱକପ୍‌ରେ ଭଲ ନ ଖେଳିବା ପଛରେ IPL'

"ପାକିସ୍ତାନ ବିଶ୍ୱକପ ଟିମରେ ଥିବା ଖେଳାଳି ଭାରତରେ ପ୍ରଥମ ଥର ଖେଳୁଛନ୍ତି । ସେଥିପାଇଁ ଏଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଟିକେ ସମୟ ଲାଗୁଛି ।"