/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698495321.jpg)
Asian Para games
ଏସିଆନ ପାରା ଗେମ୍ସର ଚେସ୍ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ। ଚୀନର ହାଙ୍ଗଝୌର ଏସିଆନ ପାରା ଗେମ୍ସରେ ଭାରତ ପାଇଁ ରୌପ୍ୟ ଆଣିଛନ୍ତି ବରଗଡ଼ ଅତାବିରାର ଦୃଷ୍ଟି ବାଧିତ ଚେସ୍ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ। ବ୍ୟକ୍ତିଗତ ଇଭେଣ୍ଟରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୭ ରାଉଣ୍ଡର ଗେମ୍ରେ ୫ ରାଉଣ୍ଡରେ ବିଜୟ ସହ ମୋଟ ସାଢେ ୫ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଆଣିଛନ୍ତି ସୌନ୍ଦର୍ଯ୍ୟ । ସେହିପରି ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)