• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Olympics 2024
ମନୁ ଷ୍ଟାର୍...ମୁଁ ବେକାର, ମୋର ଚାକିରି ନାହିଁ, ଏମିତି କହି ଭାବପ୍ରବଣ ହେଲେ କୋଚ୍

ମନୁ ଷ୍ଟାର, ମୁଁ କେବଳ ଜଣେ ବେକାରିଆ କୋଚ୍ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ମନୁ ଭାକରଙ୍କ କୋଚ୍ ଜଶପାଲ୍ ରାଣାଙ୍କ ଚାଞ୍ଚଲ୍ୟକର ଖୁଲାସା ।

Olympics 2024
Paris 2024 Olympics: ବଢ଼ିଲା ପଦକ ଆଶା, ପୁଣି ମେଡାଲ ରାଉଣ୍ଡରେ ମନୁ ଭାକର

ବଢ଼ିଲା ପଦକ ଆଶା, ପୁଣି ମେଡାଲ ମ୍ୟାଚ୍ ଖେଳିବେ ସୁଟିଂ ଷ୍ଟାର ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ମେଡାଲ୍ ରାଉଣ୍ଡରେ ମନୁ ଭାକର ଓ ସରବଜୋତ୍ ସିଂହ ।

Olympics
ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ

ଅଲିମ୍ପିକ୍ସ ଇତିହାସରେ ଭାରତର ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ମୃତି ରହିଛି । ଏକ ଫଟୋ ଉଠାଇବାକୁ ଲାଗୁଥିବା ସମୟ ବ୍ୟବଧାନରେ ହାରିଯାଇଛନ୍ତି ଭାରତୀୟ ଆଥଲେଟ୍ ।

Kishore Jena
ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।

Paris Olympics
Paris Olympics 2024: ଆଜି ଭାରତକୁ ମିଳିପାରେ ୩ ଗୋଲ୍ଡ ମେଡାଲ !

ଆଜି ଅର୍ଥାତ ଜୁଲାଇ ୨୯ରେ ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ଗୋଲ୍ଡ ମେଡାଲ ଜିତିପାରିବ ।

Manu Bhaker
ଫାଇନାଲ ଇଭେଣ୍ଟ ବେଳେ କ’ଣ ଭାବୁଥିଲେ ମନୁ, ମେଡାଲ ଜିତିବା ପରେ କହିଲେ ମନର କଥା...

ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା ।

Manu Bhaker
ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।

Manu Bhaker
ପ୍ୟାରିସ୍‌ ଅଲିମ୍ପିକ୍ସିରେ ମେଡାଲ୍‌ ଖାତା ଖୋଲିଲା ଭାରତ, ସୁଟିଂରେ ବ୍ରୋଞ୍ଜ ଜିତିଲେ ମନୁ ଭାକର

ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।

Manu Bhaker
Paris Olympics 2024: ଇତିହାସ ରଚିଲେ ମନୁ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା ।

Paris olympics 2024
Paris Olympics 2024: ଫାଇନାଲରେ ଆଉଜଣେ ଭାରତୀୟ, ବଢ଼ିଲା ପଦକ ଆଶା

ସୁଟିଂରେ ବଢ଼ିଲା ଆଉ ଏକ ପଦକ ଆଶା । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସୁଟର ଅର୍ଜୁନ ବବୁତା ।

Manu Bhaker
Olympics 2024: ପ୍ୟାରିସ୍ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ

ପ୍ୟାରିସ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ୍ ମେଡାଲ ।

PV Sindhu
Paris Olympic 2024: ବିଜୟରୁ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସିଧାସଳଖ ସେଟ୍ ରେ ବିଜୟୀ ।

Paris Olympics 2024
Paris Olympics 2024: ସୁଟିଂରେ କମାଲ୍, ଫାଇନାଲରେ ରମିତା ଜିନ୍ଦଲ୍

୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।

Sri Lanka vs India
ଭାରତ-ଶ୍ରୀଲଙ୍କା ଟ୍ବି-ଟେଣ୍ଟି ସିରିଜ୍‌; ସିଂହଳୀ ଦଳକୁ ୪୩ ରନ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ...

ମ୍ୟାଚରେ ପ୍ରଥମେ ଟସ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୨୧୩ ରନ ସଂଗ୍ରହ କରିଥିଲା।

Manu Bhaker
ପ୍ୟାରିସ ଅଲିମ୍ପିକ୍ସ: ସୁଟିଂରେ ବଢ଼ିଲା ପଦକ ଆଶା, ଫାଇନାଲରେ ମନୁ ଭାକର

ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।

Archery
ତୀରନ୍ଦାଜୀରେ ମେଡାଲ୍ ଆଶା, ଅନ୍ତହେବ ୩୬ବର୍ଷର ଅପେକ୍ଷା !

ତୀରନ୍ଦାଜୀରେ କ୍ୱାର୍ଟର-ଫାଇନାଲରେ ଭାରତ । ଐତିହାସିକ ପ୍ରଥମ ଅଲମ୍ପିକ ମେଡାଲ ଠାରୁ ଆଉ ମାତ୍ର ଦୁଇଟି ବିଜୟ ଦୂରରେ ପୁରୁଷ ଓ ମହିଳା ତୀରନ୍ଦାଜ ଟିମ ।

paris olympics 2024
ପ୍ୟାରିସ ଅଲିମ୍ପିକ୍ସରେ ଉଡ଼ିଲା ତ୍ରିରଙ୍ଗା, କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଖେଳାଳି

ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

The rise of new star 'Lamin Yamal' in world football
Sports: ବିଶ୍ୱ ଫୁଟ୍‌ବଲ୍‌ରେ ନୂଆ ତାରକା ‘ଲାମିନ୍ ୟମାଲ୍‌’ଙ୍କ ଉଦୟ; ନେବେ କି ମେସୀଙ୍କ ସ୍ଥାନ!

ସ୍ପେନୀୟ କିଶୋର ଲାମିନ୍ ୟମାଲ୍‌ଙ୍କୁ ନେଇ ଏବେ କେବଳ ୟୁରୋପରେ ନୁହେଁ, ସମଗ୍ର ଫୁଟ୍‌ବଲ୍ ଜଗତରେ ବେଶ୍ ଚର୍ଚ୍ଚା। ୟୁରୋ ୨୦୨୪ ସେମିଫାଇନାଲ୍‌ରେ ଫ୍ରାନ୍ସ ବିପକ୍ଷରେ ଏକ ଚମକପ୍ରଦ ଗୋଲ୍ କରି ସେ ହୋଇପାରିଥିଲେ ଟୁର୍ଣ୍ଣାମେଣ୍ଟ ଇତିହାସର ସର୍ବକନିଷ୍ଠ ସ୍କୋରର୍। ବରିଷ୍ଠ ସ୍ତରରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ସ୍ପେନ୍‌ର ମୁକୁଟ ବିଜୟରେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।

Paris Olympics 2024
Paris Olympic 2024: ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ଖେଳସୂଚୀ

୨୬ ଜୁଲାଇରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଆଶା ରହିଛି । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଖେଳାଳିଙ୍କ ଖେଳସୂଚୀ...

India women's archery teams
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।

Olympics 2024
ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍; ଭାଗନେବେ ୧୦ ହଜାରରୁ ଅଧିକ ଆଥଲେଟ୍‌.. 

ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। 

Sports Budget
Budget 2024: ଖେଲୋ ଇଣ୍ଡିଆକୁ କ୍ରୀଡା ବଜେଟର ସିଂହଭାଗ ରାଶି

ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।

hardik pandya
ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

Paris Olympics 2024
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। 

Shami
କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶାମି, କାରଣ କହିଲେ ପୁରୁଣା ବନ୍ଧୁ

ଖେଳ ଅପେକ୍ଷା ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୩୩ ବର୍ଷୀୟ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାନ ଘରୋଇ ହିଂସା ଓ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ଶାମି ।