• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Javelin Thrower

Neeraj Chopra
ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

Neeraj Chopra
ଷ୍ଟାର୍ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ, ଭଙ୍ଗା ହାତରେ ଖେଳିଲେ ଡାଇମଣ୍ଡ ଲିଗ୍

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ଆହତ । ଅଭ୍ୟାସ ସମୟରେ ବାମ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି ।

Arshad Nadeem
ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର 

ପ୍ୟାରିସ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମଙ୍କୁ ମିଳିଲା ମଇଁଷି ଉପହାର ।

Arshad Nadeem
ଗାଁ ଲୋକେ ଚାନ୍ଦା କରି ଦେଇଥିଲେ ଟଙ୍କା, ଏବେ ଜିତିଲେ ଅଲିମ୍ପିକ୍ସ ଗୋଲ୍ଡ

ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।

Kishore Jena
ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।

Odisha CM Felicitates Javelin Thrower Kishore Jena With Rs 1.5 Crore Cheque
Asian Games 2023: ଜାଭେଲିନ୍‌ ଷ୍ଟାର କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ଏସିଆନ ଗେମ୍ସ ଜାଭେଲିନ୍‌ ଥ୍ରୋ ରୌପ୍ୟ ପଦକ ବିଜେତା ହେଉଛନ୍ତି କିଶୋର ଜେନା ।

javelin star Kishore Jena
ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା ହୋଇଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଚମତ୍କାରିତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।

In world athletics championship Annu Rani finished seventh position
ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?