• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Paris Olympics 2024
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। 

Shami
କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶାମି, କାରଣ କହିଲେ ପୁରୁଣା ବନ୍ଧୁ

ଖେଳ ଅପେକ୍ଷା ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୩୩ ବର୍ଷୀୟ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାନ ଘରୋଇ ହିଂସା ଓ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ଶାମି ।

Hockey India
ଅଲମ୍ପିକ୍ସ ଆଗରୁ ଅବସର ଘୋଷଣା କଲେ ଭାରତୀୟ ହକିର 'ଦ ୱାଲ୍'

୩୬ ବର୍ଷୀୟ ଭେଟେରାନ ଗୋଲକିପର ଶ୍ରୀଜେଶ ସ୍ପଷ୍ଟ କରିଛନ୍ତି ଯେ, ପ୍ୟାରିସ୍ ଅଲମ୍ପିକ୍ସ ୨୦୨୪ ହେବ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ।

why Hardik Pandya was denied India T20I captaincy
ଟି-ଟ୍ବେଣ୍ଟି ଟିମ୍‌ର କ୍ୟାପଟେନ୍ କାହିଁକି ହେଲେନି ହାର୍ଦ୍ଦିକ ? କାରଣ କହିଲେ ଅଗରକର...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ଟି-ଟ୍ବେଣ୍ଟି ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ କାହିଁକି ସୂର୍ଯ୍ୟକୁମାର ଯାଦବଙ୍କୁ କ୍ୟାପଟେନ୍ କରାଗଲା, କାରଣ କହିଛନ୍ତି ଅଗରକର।

Gambhir on Virat-Rohit
ଗମ୍ଭୀରଙ୍କ ବଡ଼ ବୟାନ; କହିଲେ, ୨୦୨୭ ବିଶ୍ୱକପ୍‌ ଖେଳିପାରନ୍ତି ବିରାଟ-ରୋହିତ

ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Paris 2024 Olympics
ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ BCCIର ବଡ଼ ଘୋଷଣା...

ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଆଥଲେଟ୍‌ଙ୍କ ସହାୟତା ପାଇଁ ଦେବ ସାଢ଼େ ୮ କୋଟି ଟଙ୍କା। 

Mohammed Shami
'ସତସାହସ ଥିଲେ...'ସାନିଆଙ୍କ ନାଁ ଶୁଣି ରାଗିଲେ ସାମି !

'ସତସାହସ ଥିଲେ...' ସାନିଆଙ୍କ ସହ ବିବାହ ଖବର ପ୍ରଚାର କରୁଥିବା ଲୋକଙ୍କୁ କ୍ରିକେଟର ମହମ୍ମଦ ସାମିଙ୍କ ଚେତାବନୀ

Why is world chess day celebrated know where it first started
World Chess Day 2024: ଦୁନିଆର ଏହି ସ୍ଥାନରେ ୨୧୯ଘଣ୍ଟା ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଚେସ୍ ଖେଳ

ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।

Shubman Gill
ଗମ୍ଭୀର କଲେ ବଡ଼ ପରିବର୍ତ୍ତନ...ଜାଣନ୍ତୁ ରୋହିତ, ସୂର୍ଯ୍ୟଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ଅଧିନାୟକ ?

ଟି-୨୦ ଓ ଦିନିକିଆ ଫର୍ମାଟରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଏହା ସଙ୍କେତ ଦେଉଛି କି ଶୁଭମନ ଗିଲ୍‌ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହୋଇପାରନ୍ତି ।

Hardik Pandya
ଭାଙ୍ଗିଲା ୪ ବର୍ଷର ବୈବାହିକ ଜୀବନ, ଦାମ୍ପତ୍ୟ ଜୀବନରୁ ଅଲଗା ହେଲେ ହାର୍ଦ୍ଦିକ-ନତାଶା

କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ୍ ହଟାଇବାରୁ ଚର୍ଚ୍ଚା ଆହୁରି ବଢ଼ିଥିଲା ।

KL Rahul and Athiya Shetty
ଆଥେୟା ରାହୁଲଙ୍କ ନୂଆ ଠିକଣା, କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍

ପ୍ରେମ ପକ୍ଷୀଙ୍କର ନୂଆ ଠିକଣା । ବଲିଉଡ ଓ ଖେଳ ଦୁନିଆର ଚର୍ଚ୍ଚିତ କପଲ୍ ଆଥେୟା ଓ ରାହୁଲ କିଣିଲେ ୨୦ କୋଟିର ଆଲିଶାନ୍ ଫ୍ଲାଟ୍ ।

Kapil Dev
ଗମ୍ଭୀର ପ୍ରଶିକ୍ଷକ ଦାୟିତ୍ୱ ନେବା ପରେ କପିଲ୍ ମନେ ପକାଇଲେ ସେତେବେଳର କଥା

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରୁ ସେ ନିଜର କାର୍ଯ୍ୟ ଆରମ୍ଭ କରିବେ ।

Virat Kohli
କୋହଲିଙ୍କୁ ଚିଡ଼ାଇଲେ କ୍ଷତିରେ ପଡ଼ନ୍ତି ବିପକ୍ଷ ଖେଳାଳି!

ଭାରତୀୟ କ୍ରିକେଟର୍ ବିରାଟ କୋହଲି.. ତାଙ୍କ ରାଗ ବା ଆଗ୍ରେସନ୍‌କୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଏହି ଗୁଣ ପାଇଁ ହିଁ ବିପକ୍ଷ ତାଙ୍କୁ ଭୟ କରନ୍ତି ।

T20I Captaincy
ହାର୍ଦ୍ଦିକଙ୍କ ପତ୍ତା କାଟିବେ ସୂର୍ଯ୍ୟକୁମାର; ଏହି କାରଣରୁ କ୍ୟାପ୍‌ଟେନ୍‌ ହେବନି ପାଣ୍ଡ୍ୟା !

ରୋହିତ ଶର୍ମାଙ୍କ ପରେ କିଏ ? ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ଜାଣନ୍ତୁ କାହିଁକି...

police complaint against yuvraj
ରିଲ୍‌ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର୍; ଥାନାରେ ରୁଜୁ ହେଲା ମାମଲା...

ମହଙ୍ଗା ପଡ଼ିଲା ଦିବ୍ୟାଙ୍ଗଙ୍କୁ ପରିହାସ ! ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂହ, ସୁରେଶ ରାଇନା ଓ ହରଭଜନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Virushka
ପ୍ରେମ ବଦଳାଇଲା ସବୁକିଛି; ପୂର୍ବରୁ ଥିଲେ କଣ, ଏବେ ହେଲେ କଣ ...

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟ ଓ ବଲିଉଡ ଜଗତର ଏକ ଚର୍ଚ୍ଚିତ ଯୋଡ଼ି । ନିଜର ପ୍ରେମ ସଂପର୍କ ହେଉ କିମ୍ବା ଅନ୍ୟ କିଛି ମିଡିଆରେ ଏହି ଦୁଇ ଜଣଙ୍କର ସବୁ ବେଳେ ଚର୍ଚ୍ଚା ଚାଲିଥାଏ ।

Can India win Olympic gold in hockey after 44 years
Sports: ୪୪ ବର୍ଷ ପରେ ହକିରେ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିପାରିବ କି ଭାରତ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଜୁଲାଇ ୨୭ରୁ ଆରମ୍ଭ ହେବ ପୁରୁଷ ହକି ପ୍ରତିଯୋଗିତା। କ୍ରେଗ୍ ଫୁଲ୍‌ଟନ୍‌ଙ୍କ ପ୍ରଶିକ୍ଷଣ ଓ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଏଥର ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତ? ୪୪ ବର୍ଷର ଦୀର୍ଘ ପ୍ରତୀକ୍ଷାର ଘଟିବ କି ଅନ୍ତ?

Jaiswal Record
ଜୈସ୍ୱାଲଙ୍କ ଐତିହାସିକ ରେକର୍ଡ, ଗୋଟିଏ ବଲ୍‌ରେ ୧୩ ରନ୍‌ ସଂଗ୍ରହ କଲେ...

ଜୈସ୍ୱାଲ ବ୍ୟାଟିଂ କରିବା ପାଇଁ କ୍ରିଜ୍‌ ଉପରେ ଥିଲେ । ଜିମ୍ବାୱେ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିବାକୁ କ୍ୟାପଟେନ ସିକନ୍ଦର ରଜା ଆସିଥିଲେ।

Sattwik Swain Dominates at the World Stage
କମାଲ୍‌ କଲେ ଲିଟିଲ୍‌ ଚେସ୍‌ ମାଷ୍ଟର; ଜିତିଲେ ଅନ୍ତର୍ଜାତୀୟ ମେଡାଲ

କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।

  • Monday, 15 July 2024
  • Chess
Kapil Dev
ଭୟଙ୍କର ରୋଗରେ ପୀଡ଼ିତ କପିଳ ଦେବଙ୍କ ସାଙ୍ଗ, ସାହାଯ୍ୟ ପାଇଁ କଲେ ଗୁହାରୀ

ଭାରତୀୟ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ରକ୍ତ କର୍କଟ ସହ ଲଢ଼ୁଥିବା ପୂର୍ବତନ ସାଥୀ ଅଂଶୁମାନ ଗାଏକୱାଡଙ୍କ ପାଇଁ ସ୍ୱର ଉଠାଇଛନ୍ତି ।

FAO Election
କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

FAO Election
ବରିଷ୍ଠ କ୍ରୀଡା ସଂଗଠକ ଆର୍ଶୀବାଦ ବେହେରା ଆଣ୍ଡ କୋ’ ଙ୍କ ୟୁ-ଟର୍ଣ୍ଣ। ବିଜେଡି ଆଉଟ୍-ବିଜେପି ଇନ୍

ଅପରପକ୍ଷେ ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ମଙ୍ଗଳବାର ଫାଓ ସଭାପତି ପଦ ଛାଡ଼ିଥିଲେ ଦେବାଶିଷ।

  • Friday, 12 July 2024
Hockey India League
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍‌, ଡିସେମ୍ବର ୨୭ରେ ଖେଳାଯିବ ପ୍ରଥମ ମ୍ୟାଚ୍‌

୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ ।

OCA President
‘OCA ସଭାପତି ପଦରୁ ବବି ଦାସ୍ ଇସ୍ତଫା ଦେବା ଉଚିତ୍‌’

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍‌ । ଯେମିତି ଦେବାଶିଷ ସାମନ୍ତରାୟ ସ୍ୱେଚ୍ଛାକୃତ ଇସ୍ତଫା ଦେଲେ ସେହିପରି ବବି ଦାସ ମଧ୍ୟ ଇସ୍ତଫା ଦେଇଦେବା ଉଚିତ୍ ।

FAO President
ଦେବାଶିଷ ଆଉଟ୍‌, ଫୁଟବଲ ସଂଘର ସଭାପତି ହେଲେ ସମୀର ଦେ

ଦୀର୍ଘ ବର୍ଷ ଧରି ‘ଫାଓ’ ସଭାପତି ଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ସ୍ଥାନରେ ସଭାପତି ହୋଇଛନ୍ତି ସମୀର ।