• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Rahul Dravid
ରାହୁଲ୍ କହିଲେ, ମୁଁ ଏବେ ବେକାର...ମୋ ପାଇଁ ଚାକିରି ଖୋଜିଦିଅ, ଭାଇରାଲ ହେଲା ଭିଡିଓ, ଦେଖନ୍ତୁ...

ଭାରତ ବିଶ୍ୱକପ୍ ଜିତିନେଇଛି । ଦୀର୍ଘ ୧୭ ବର୍ଷ ପରେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱକପ୍ ଜିତିଛି ।

Xpheno
ବିଶ୍ବକପ୍ ବିଜୟ ଉତ୍ସବ ପାଳନ ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି IT କମ୍ପାନୀ 

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ଟିମ୍‌ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି ।

Team India forced to camp in Barbados
ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ୱ ବିଜୟୀ ଟିମ୍‌ ଇଣ୍ଡିଆ, ବାଟ ଓଗାଳୁଛି ‘ବାରିଲ’

ବାର୍ବାଡସରେ ଅଟକିଛନ୍ତି ବିଶ୍ବବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟ । ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି ।

T20 World Cup win
ୱାର୍ଲଡ ଚାମ୍ପିଅନ୍ ଟିମ୍ ଇଣ୍ଡିଆର ଘର ବାହୁଡ଼ାକୁ ଅପେକ୍ଷା; ୧୭ ବର୍ଷ ପରେ ଖୁସିରେ ମସଗୁଲ ଭାରତ

୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ।

Team India
ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI

ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ ।

SKY on Virat and rohit
‘ଆଗାମୀ ବିଶ୍ୱକପ୍‌ ଭାରତରେ ଅଛି, ଆଉ ଦୁଇ ବର୍ଷ ରହିଯାଅ...’

ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ ।

T20 World Cup
କ୍ୟାଚ୍ ଆଣିଦେଲା ବିଶ୍ବକପ୍ ଟ୍ରଫି; ୮୩ରେ କପିଲ୍ ଦେବଙ୍କ କ୍ୟାଚ୍, ୨୪ରେ ସୂର୍ଯ୍ୟକୁମାର

ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍‌ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।

Ravindra Jadeja
ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ଗତକାଲି ଟି-୨୦ ଫର୍ମାଟରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଆଜି ରବୀନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି ।

Rohit Sharma
ବିଶ୍ୱକପ୍‌ ଜିତିଲା ଭାରତ, ବିଜୟ ପରେ ମାଟି ଖାଇଲେ ରୋହିତ

ବିଶ୍ୱକପ୍‌ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କରିଥିଲେ ଏକ ନିଆରା ସେଲିବ୍ରେସନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Narendra Modi
ବିଶ୍ୱକପ୍‌ ବିଜୟ ପରେ ରୋହିତ-କୋହଲିଙ୍କ ସହ କଥା ହେଲେ ମୋଦି, କହିଲେ...

ଗତକାଲି ବିଶ୍ୱକପ୍‌ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍‌ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।

World Cup
ସରିଛି ବିଶ୍ୱକପ୍; କେଉଁ ଦଳକୁ କେତେ ଟଙ୍କା ମିଳିଲା, ଜାଣନ୍ତୁ ....

ବିଶ୍ୱ ଟାଇଟଲ ଲଢ଼େଇରେ ବାଜି ମାରି ନେଇଛି ଟିମ୍ ଇଣ୍ତିଆ । ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଦଳଗତ ଭାବେ ଭଲ ପ୍ରଦର୍ଶନ ଦେଇ ବିଜୟୀ ହୋଇଛି ଭାରତ ।

T20 World Cup
ଟିମ୍ ଇଣ୍ତିଆକୁ ଚରମ ବାଣୀ ଶୁଣାଇଲା ପୋଲିସ, କହିଲା ....

ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ ।

T20 World Cup
କିମ୍ବଦନ୍ତୀଙ୍କ ବିଦାୟ.. ଟ୍ରଫି ଜିତିବା ପରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିକୁ ଅଲ୍‌ବିଦା କହିଲେ ରୋ-କୋ

ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।

ICC Mens T20 World Cup 2024
ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ

ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଲା ଟିମ୍‌ ଇଣ୍ଡିଆ ।

Ind vs SA
ଟି-୨୦ ବିଶ୍ୱକପ୍‌ ଫାଇନାଲ: ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍‌ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍‌ ଟାର୍ଗେଟ ରଖିଛି ।

India vs South Africa
କାହାର ହେବ ଜିତ୍ ? 

ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ? 

Ind vs SA
ଟି-୨୦ ବିଶ୍ୱକପ୍‌ ଫାଇନାଲ: ଟସ୍‌ ଜିତି ବ୍ୟାଟିଂ କରିବ ଭାରତ

ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଛି ଟିମ୍‌ ଇଣ୍ଡିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା ।

India vs South Africa
କିଏ ପିନ୍ଧିବ ଟି-୨୦ ବିଶ୍ୱକପ୍ ତାଜ୍ ? ୧୭ ବର୍ଷ ପରେ ଟାଇଟଲ ଜିତିବା ଲକ୍ଷ୍ୟରେ ଭାରତ

ଉତ୍କଣ୍ଠାରେ ଅନ୍ତ ଲାଗି ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଆରମ୍ଭ ହେବ ଟି ଟ୍ବେଣ୍ଟି ଗ୍ରାଣ୍ଡ ଫିନାଲେ। ଓଭାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।

Rahul Dravid & Rohit Sharma
ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମୁକୁଟ ପିନ୍ଧି ଅନ୍ତ ହେବ ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି !

କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍‌ ଜିତ୍‌ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍‌ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।

Ind vs Sa
ଆଜି ବିଗ୍ ଫାଇଟ୍, ବିଶ୍ୱକପ୍ ଟାଇଟଲ୍ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ

ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ ।

Rohit talk about Kohli
‘ଫର୍ମ ଇଜ୍‌ ଟେମ୍ପରାରୀ, କ୍ଲାସ୍‌ ଇଜ୍‌ ପର୍ମାନେଣ୍ଟ’.. ଫାଇନାଲ୍‌ରେ ହେବ ବିରାଟ ଶୋ’

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଉଟ୍‌ ଅଫ୍‌ ଫର୍ମ ଅଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍‌ଟେନ୍‌ ରୋହିତ ଶର୍ମା।

T20 World Cup
୧୦ବର୍ଷ ପରେ ବିଶ୍ୱକପ୍‌ ଆଶା ଉଜ୍ଜ୍ୱଳ; ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା।

AFG vs SA
ସେମିରେ ହାରିଲା ଆଫଗାନିସ୍ତାନ; ଭାରତକୁ ଦାୟୀ କଲେ ପୂର୍ବତନ କ୍ରିକେଟର, କହିଲେ...

ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । ଅତି ଦୟନୀୟ ପ୍ରଦର୍ଶନ କରି ସେମି ଫାଇନାଲରୁ ବିଦା ହୋଇଛି ଆଫଗାନିସ୍ତାନ ।

South Africa
କୌଣସି ବିଶ୍ବକପରେ ପ୍ରଥମ ଥର ଫାଇନାଲରେ ଦ. ଆଫ୍ରିକା; ଆଫଗାନିସ୍ତାନକୁ ହରାଇ ରଚିଲା ଇତିହାସ

ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍‌ । ୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି ।

 Amit Rohi das
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।