• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Rohit Sharma tests positive for Covid-19
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା !

ଇଂଲଣ୍ଡ ଓ ଭାରତ(ENG vs IND) ମଧ୍ୟରେ ଟେଷ୍ଟ୍‌ ମ୍ୟାଚ୍‌ ପୁର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିପାରେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା(Rohit Sharma) କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Hockey India
ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ, ଖେଲୋ ଇଣ୍ଡିଆରେ ନାମସୀ ଜାରିକା

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବେଲହାରୀ ଗ୍ରାମର ଆଦିବାସୀ ଝିଅ ନାମସି ଜାରିକା । ବାପ ଛେଉଣ୍ଡ ନାମସୀଙ୍କ ପିଲାଟି ଦିନରୁ ଖେଳ ପ୍ରତି ଥିଲା ବେଶ ଆଗ୍ରହ । ବହୁ କଷ୍ଟରେ ହକି ଖେଳ ପ୍ରତି ଆଗ୍ରହ ରଖିଥିବା ନାମସୀ ୨୦୧୪ ମସିହାରେ ରାଉରକେଲା ସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ଆରମ୍ଭ କରିଥିଲେ ଅଭିଯାନ ।

ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ
ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ

ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Women's Hockey Team
ବର୍ମିଂହାମର କମନ୍‌ୱେଲ୍‌ଥ ଗେମ୍‌ରେ ଚମକିବେ ଓଡ଼ିଆ ଝିଅ

ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପଅଧିନାୟକ ଭାବେ ଚୟନ କରାଯାଇଛି ।

Roshan Mahanama
ଆର୍ଥିକ ଦୁର୍ଦ୍ଦଶା ବେଳେ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ସିଂହଳୀ କ୍ରିକେଟର୍‌ ରୋଶନ ମହାନାମା

ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍‌ ବିଜୟୀ କ୍ରିକେଟର ରୋଶନ ମହାନାମା ।

India vs South Africa
ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ୍ ଡ୍ର

ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ପୁରସ୍କାର ।

IND vs SA
ବେଙ୍ଗଲୁରୁରେ ଖେଳାଯିବ T20 ସିରିଜର ନିର୍ଣ୍ଣାୟକ; ଆହତ କାରଣରୁ ଖେଳିନପାରନ୍ତି ଟେଣ୍ଡା ବବୁମା

ଆଜି ବେଙ୍ଗଲୁରୁରେ ଖେଳାଯିବା ଭାରତ-ଦକ୍ଷିଣ ଆଫ୍ରିକା ଟି-20 ସିରିଜର ଫାଇନାଲ ମ୍ୟାଚ୍ ।

IND vs SA
ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍: ଶେଷ ମ୍ୟାଚ୍‌ ଫାଇନାଲ ଟକ୍କର

ଆଭେସ ଖାନ୍‌ଙ୍କ ଫାଷ୍ଟ ବୋଲିଂ ଆଗରେ ଗୋଟିଏ ପରେ ଗୋଟିଏ ଖେଳାଳୀ ପାଭିଲିୟନ୍ ଫେରିଥିଲେ।

Sunil Chhetri
୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ସୁନୀଲ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବି

IndianFootball
ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଟିମ୍ : ୨୦୨୩ ଏଏଫସି ଏସିଆନ୍ କପ୍ ପାଇଁ ଯୋଗ୍ୟତା ହାସଲ

ପ୍ରାୟ ୪୮ ହଜାର ଦର୍ଶକ ଷ୍ଟାଡିୟମରେ ରହି ଭାରତୀୟ ଟିମକୁ ସମର୍ଥନ କରିଥିଲେ

IND vs SA T20
ସିରିଜ୍‌ରେ ନିଜ ସ୍ଥାନ ବଜାଏ ରଖିବାକୁ ଜୋର୍‌ ଲଗାଇବ ଟିମ୍‌ ଇଣ୍ତିଆ

ଭାରତ ପାଇଁ ଆଜି କର ବା ମର ସ୍ଥିତି । ଏଣେ ଆଜିର ମ୍ୟାଚ୍‌ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ ।

Barabati ticket fraud- Non VIPs entering stadium with fake passes sparks row
ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ କ୍ରିକେଟପ୍ରେମୀ ନିରାଶ; ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି ଅଭିଯୋଗ

ବାରବାଟୀ ମ୍ୟାଚ୍‌ରେ ଟିକେଟ୍ ନପାଇ ହଜାର ହଜାର ଦର୍ଶକ ନିରାଶ ହୋଇଥିବାବେଳେ ନକଲି ପାସ୍‌ରେ ଷ୍ଟାଡିୟମରେ ଶହ ଶହ ଏଣ୍ଟ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

IND vs SA T20
ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ; ଲଗାତାର ଦୁଇଟି ପରାଜୟ ପରେ ବିଜୟର ସ୍ୱାଦ ଚାଖିଲା ଟିମ୍‌ ଇଣ୍ତିଆ

ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ କମବ୍ୟାକ କରିଛି ଟିମ୍ ଇଣ୍ଡିଆ। ଦିଲ୍ଲୀ ଓ କଟକରେ ହାରିଥିବା ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି।

IND vs SA
ବାରବାଟୀରେ ହାରିଲା ଭାରତ, ସାଉଥ୍ ଆଫ୍ରିକାର ଦମଦାର ବିଜୟ

୧୪୯ ରନ୍‌ର ଟାର୍ଗେଟ୍‌ ରଖିଥିଲା ଭାରତ

IND vs SA
ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ। 

IND vs SA
ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ

IND vs SA Live: Rishabh Pant & Co begin practice in Cuttack
ବାରବାଟୀରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରାକ୍ଟିସ୍

ଆଜି କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ । ଏନେଇ ଗତକାଲି ବାରବାଟୀରେ ଖେଳାଳିମାନେ ପ୍ରାକ୍ଟିସ୍ କରୁଥିଲେ । ମ୍ୟାଚ୍ ପାଇଁ ଖେଳିମାନେ କିପରି ଅଭ୍ୟାସ କରୁଥିଲେ ଦେଖନ୍ତୁ ।

India-South Africa T20
ସୁପର ସନ୍‌ଡେ'ରେ ସୁପର ମୁକାବିଲା: ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ

ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

Barabati T20
ସୁପର୍‌ ସନଡେ'ରେ ବର୍ଷିବ ଛକା-ଚୌକା, ଝଡ଼ିବ ୱିକେଟ୍, ଫ୍ୟାନ୍ସଙ୍କ ହୋ ହାଲ୍ଲାରେ କମ୍ପିବ ଷ୍ଟାଡିୟମ

ବାରବାଟୀରେ ବିଗ୍ ଫାଇଟ୍ । ବିଶ୍ୱର ଦୁଇଟି ବଡ ଟିମ୍ ମଧ୍ୟରେ ହେବ ବଡ ଲଢେଇ । ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟୀ ଷ୍ଟାଡିୟମ୍ । ମେନ୍ ଇନ୍‌ ବ୍ଲୁ ଏବଂ ପ୍ରୋଟିଆଜ୍ ମଧ୍ୟରେ ହେବ ଟକ୍କର ।

IND vs SA Prediction
ରବିବାର ବାରବାଟୀରେ ମହାଲଢ଼େଇ : ହୋଟେଲରୁ ଷ୍ଟାଡିୟମ୍‌ ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ

ଆଜି ପୋଲିସ ଡିଜି, ଟୁଇନି ସିଟି ପୋଲିସ କମିଶନର ଓ ଡିସିପି ବାରବାଟୀ ଯାଇ ବହୁସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ୍ କରିଛନ୍ତି ।

team india
ନେଟ୍ ପ୍ରାକ୍ଟିସ୍‌ ପାଇଁ ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ

କଡ଼ା ସୁରକ୍ଷା ମଧ୍ୟରେ ୨ଟି ସ୍ୱତନ୍ତ୍ର ବସ୍‌ରେ କଟକ ଯାତ୍ରା

62 platoon force
ବାରବାଟୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ

ବାରବାଟୀରେ ମ୍ୟାଚ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

India-South Africa T20 at Barabati Stadium
No Mask, No Entry: ମ୍ୟାଚ୍‌ ବେଳେ ବାରବାଟୀ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଖାଦ୍ୟ ମନା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏନେଇ ପ୍ରେସ୍‌ମିଟ୍‌ରେ  କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ।

Barabati T 20
ଖେଳାଳିଙ୍କୁ ଭବ୍ୟ ସ୍ୱାଗତ; ପାରମ୍ପରିକ ଯୋଡ଼ି ଶଙ୍ଖ, ଢୋଲ ମହୁରୀ ଓ ଘୋଡ଼ାନାଚ ତାଳେ ତାଳେ ଝୁମିଲା ହୋଟେଲ ମେ ଫେୟାର୍‌

ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ । କେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟ ପହଞ୍ଚିବେ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ ।

  • Friday, 10 June 2022
IND vs SA
ବାରବାଟୀରେ ଫଟାଫଟ୍ ମହାରୋମାଞ୍ଚ

ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ ।