କିଛି ବର୍ଷ ହେଲା ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର କ୍ରମାଗତ ବିଫଳତା ପଛର ମୁଖ୍ୟ କାରଣ ହେଉଛି ଟିମ୍ର ତାରକା ବ୍ୟାଟର୍ ବାବର ଆଜମ୍ଙ୍କ ପ୍ରଦର୍ଶନରେ ଅବନତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ଏହି ପୂର୍ବତନ ଅଧିନାୟକ ଏବଂ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି ଆୟୋଜକ ଟିମ୍ ।
ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍ ରୋମାଞ୍ଚକର ହେବ ।
ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।