• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

India Test Cricket Team Captain Against Newzland
ଛୁଟିରେ ଯାଇଛନ୍ତି ବିରାଟ ! ରାହାଣେ ଫର୍ମରେ ନାହାନ୍ତି, ଏବେ ଦ୍ରାବିଡ଼ଙ୍କ ଉପରେ ସମସ୍ତଙ୍କ ନଜର..

ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?

Junior Hockey WorldCup
ଜୁନିଅର ହକି ଟିମରେ ୩ ଓଡ଼ିଆ

ଜୁନିଅର ବିଶ୍ୱକପ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ସରିଛି.. ଆସନ୍ତା ୨୪ରୁ କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍

Hockey Men's Junior World Cup
ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍‌: ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ

ଜୁନିଅର ହକି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି। 

T20 Match
ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ଅଷ୍ଟ୍ରେଲିଆ

ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲରେ ଆଜି ପାକିସ୍ତାନ-ଅଷ୍ଟ୍ରେଲିଆ ଟକ୍କର.. ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ..

Sports
ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌: ସାମ୍ନାସାମ୍ନି ହେବେ ଅଷ୍ଟ୍ରେଲିଆ-ପାକିସ୍ତାନ

ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ପାକିସ୍ତା-ଅଷ୍ଟ୍ରେଲିଆ

T20 World Cup | New Zealand, England To Lock Horns In First Semi Final Today
ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ବନାମ୍ ନ୍ୟୁଜିଲାଣ୍ଡ

ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..

Rohit Sharma
ବିରାଟ ଛାଡ଼ିଲେ, ରୋହିତ ହେଲେ ଭାରତର ନୂଆ ଅଧିନାୟକ

ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍‌ ଖେଳିବ ।

Ravi Shastri
କୋଚ୍ ରବି ଶାସ୍ତ୍ରୀଙ୍କ ବିଦାୟ ବାର୍ତ୍ତାରେ ଭାବବିହ୍ୱଳ ହୋଇପଡିଲା ଟିମ୍ ଇଣ୍ତିଆ

ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି ।

Ravi Shastri farewell
ଟିମ୍ ଇଣ୍ଡିଆ ସବୁ ଫର୍ମାଟରେ ଚମ୍ପିଆନ୍

ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି.

India Bows Out Of T20 World Cup Beating Namibia By 9 Wickets
୭ ବର୍ଷର ଯୋଡିରେ ଅନେକ ଇତିହାସ ରଚିଛି ଭାରତ

କୋହିଲି-ଶାସ୍ତ୍ରୀଙ୍କ ସଫଳ ଯୋଡି । ପ୍ରାୟ ୭ ବର୍ଷର ଯୋଡିରେ ଅନେକ ଇତିହାସ ରଚିଛି ଭାରତ ।

India Namibia
ନାମିବ୍ୟା ବିରୋଧରେ ଭାରତର ଦମ୍‌ଦାର ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ

ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ୮ ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା । ଏହାର ଜବାବରେ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇଥିଲା । ମାତ୍ର ଗୋଟିଏ ୱିକେଟ୍‌ ହରାଇ ୧୫.୨ ଓଭରରେ ୧୩୬ ରନ୍‌ କରି ବିଜୟ ହୋଇଛି ଭାରତ ।

India loss reason
ସେମିଫାଇନାଲରୁ ବାଦ ପଡିବା ପଛରେ ରହିଛି ଏହି ୫ଟି କାରଣ...

ଟି-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପଛରେ ରହିଛି ଏହି ପାଞ୍ଚଟି ବଡ କାରଣ । କଣ ପାଇଁ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଲା, ଏନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ଖରାପ ପ୍ରଦର୍ଶନ ନେଇ ପ୍ରଶଂସକ ନିରାଶ ଥିବା ବେଳେ ଏନେକ ପୂର୍ବତନ କ୍ରିକେଟର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି ବଡ କାରଣ ।

India Team World Cup
T20 World Cup: ନିରାଶ ! ଜିତିଗଲା ନ୍ୟୁଜିଲ୍ୟାଣ୍ଡ, ବିଦା ହେଲା ଭାରତ..

ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା ।

Team India
T20 World Cup: ଟିମ୍‌ ଇଣ୍ଡିଆର ଭାଗ୍ୟକୁ ନେଇ ଅଜବ ଉତ୍ତର ଦେଲେ ଜାଡେଜା

ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ।

T20 World Cup
ଟିମ୍‌ ଇଣ୍ଡିଆର ରାସ୍ତା କ୍ଲିୟର କରିବ ଆଫଗାନିସ୍ତାନ ନା ଭାରତର ଅଭିଯାନ ଶେଷ ହେବ?

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।

Aus vs Wi
ଚତୁର୍ଥ ବିଜୟ ସହ ସେମିଫାଇନାଲର ନିକଟତର ହେଲା ଅଷ୍ଟ୍ରେଲିଆ

ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |

Team India
T20 World Cup: ଏମିତି ହେଲେ ଭାରତ ଯିବ ସେମିଫାଇନାଲ୍‌କୁ...

ସେମିଫାଇନାଲ୍‌ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।

India
ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି

odisha-lost-to-tamilnadu-by-one-runs-syed-mushtaq-ali-trophy
ତାମିଲନାଡୁ ଠାରୁ ମାତ୍ର ଗୋଟିଏ ରନ୍‌ରେ ହାରିଲା ଓଡ଼ିଶା

ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା।

virat kohli birthday
୩୩ ରେ ପାଦ ଦେଲେ ବିରାଟ

୩୩ ବର୍ଷରେ ପଦାର୍ପଣ କଲେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି । ଏହି ଅବସରରେ ସାରା ବିଶ୍ୱରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟିଛି । ବିସିସିଆଇ ପକ୍ଷରୁ ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଯାଇଛି ।

dwayne bravo retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଡ୍ୱେନ୍ ବ୍ରାଭୋ

ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ଅଲରାଉଣ୍ତର ଡ୍ୱେନ୍ ବ୍ରାଭୋ । ଟି -୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି ବ୍ରାଭୋ । ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ଦୋଦରୁ ବାହାରି ଯାଇଛି ୱେଷ୍ଟେଣ୍ତିଜ୍‌।

India vs Scotland
T20 World Cup: ମୁହାଁମୁହିଁ ହେବେ ଟିମ୍ ଇଣ୍ତିଆ ଓ ସ୍କଟଲାଣ୍ତ

ଟି-୨୦ ବିଶ୍ୱକପ୍‌ରେ ଆଜି ଟିମ ଇଣ୍ଡିଆ ସହ ମୁହାଁମୁହିଁ ହେବ ସ୍କଟଲ୍ୟାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ପୂର୍ବମ୍ୟାଚରେ ଆଫଗାନିସ୍ତାନଠାରୁ ୬୬ ରନରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ମାତ ଦେବାକୁ ପଡ଼ଇାକୁ ଓହ୍ଲାଇବ ।

odisha cricket team win against goa
ବହୁଦିନ ପରେ ଜିତିଲା ଓଡିଶା

ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଛି । ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟି କ୍ରିକେଟରେ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ କରିଛି । ଲକ୍ଷ୍ନୌରେ ଅନୁଷ୍ଠିତ ମ୍ୟାଚରେ ଗୋଆକୁ ୪ ଓ୍ବିକେଟରେ ହରାଇଛି ଓଡ଼ିଶା ।

India-Afghanistan
ଫର୍ମକୁ ଫେରିଛି ଭାରତ, ଟି-୨୦ ବିଶ୍ୱକପ୍‌ରେ ଦଳର ପ୍ରଥମ ବିଜୟ

ଫର୍ମକୁ ଫେରିଛି ଭାରତ । ଆଫ୍‌ଗାନିସ୍ତାନ ବିରୋଧରେ ଦମ୍‌ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଥମ ବିଜୟ । ଆଫ୍‌ଗାନିସ୍ତାକୁ ୬୬ ରନ୍‌ରେ ହରାଇଲା ଭାରତ ।

Rahul dravid
ରାହୁଲ ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ହେଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ପକ୍ଷରୁ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି ।