• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Neheru Bangala
ନେହେରୁ ବଙ୍ଗଳା ପ୍ରତି ଧ୍ୟାନ ଦିଅନ୍ତୁ ସରକାର, ନଚେତ୍...

ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।

  • Friday, 07 October 2022
U-17 Womens's Fifa World Cup
ଆସନ୍ତା ୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇଟ୍; ବିଶ୍ୱକପ୍ ଲାଗି ଘୋଷଣା ହେଲା ୨୧ ଜଣିଆ ଭାରତୀୟ ଦଳ

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।

Snake In Ind Vs SA T20 Match
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ଭିତରକୁ ପଶି ଆସିଲା ସାପ, ଖେଳାଳି ଛାନିଆ..

ସାଧାରଣତଃ ବୈଷୟିକ ତ୍ରୁଟି, ଫ୍ୟାନ୍ସ ହଠାତ୍‌ ପଡ଼ିଆ ମଝିକୁ ଚାଲି ଆସିଲେ କିମ୍ବା କୁକୁର ଚାଲି ଆସିଲେ ମ୍ୟାଚ୍‌ କିଛି ସମୟ ପାଇଁ ଅଟକା ଯାଇଥାଏ। ହେଲେ ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ଯେ, ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ମ୍ୟାଚ୍‌ ବନ୍ଦ ରଖିବାକୁ ପଡ଼ିଥିଲା।

IND vs SA
ଅକ୍ଟୋବର ୬ରୁ ସାଉଥ୍ ଆଫ୍ରିକା ବିପକ୍ଷରେ ପ୍ରଥମ ୱାନ୍‌ ଡେ ମ୍ୟାଚ୍‌; ଦଳରେ ନଜର ଆସିବେ କିଛି ନୂଆ ମୁହଁ

ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍‌ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।

IND vs SA
ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ: ମ୍ୟାଚ୍ ସହ ସିରିଜ ଜିତିଲା ଭାରତ

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ କରିଥିଲା ୨୩୭ ରନ୍। 

Indonesia football match
ଫୁଟବଲ୍ ମ୍ୟାଚ୍ ବେଳେ ଦଳାଚକଟା; ୧୭୪ ମୃତ

ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ । 

Can India win T20 World Cup without Bumrah-Jadeja?
ବୁମ୍‌ରା-ଜାଡ଼େଜାଙ୍କ ବିନା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ

ଟି-୨୦ ବିଶ୍ୱକପ୍‌ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍‌ରା ଓ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ?

Cricketer Rajat Bhatia
ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ କ୍ରିକେଟରଙ୍କ ମଧ୍ୟରେ ନୂଆ ପରିବର୍ତ୍ତନ ଆଣିବ: ରଜତ ଭାଟ୍ଟିଆ

ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ରଜତ ଭାଟ୍ଟିଆ । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।

Parvinder Awana
କ୍ରିକେଟର ବୟସ କେବେ ସରେ ନାହିଁ: ପରୱିନ୍ଦର ଆୱାନା

ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ପରୱିନ୍ଦର ଆୱାନା । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।

IND vs SA
ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ; ସିରିଜ୍‌ରେ ୧-୦ରେ ଆଗୁଆ

ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।

Irfan Pathan
ବାରବାଟୀରେ ଆକ୍ସନ୍‌ ମୋଡ୍‌ରେ ଲିଜେଣ୍ଡସ୍‌, ମଇଦାନ ପ୍ରସ୍ତୁତ

୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା  ।

IND v AUS T20
ଅଷ୍ଟ୍ରେଲିଆ ନିରାଶ, ସିରିଜ୍ ଜିତିଲା ଭାରତ

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।

Legends Cricket League
ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍, ମଇଦାନକୁ ଓହ୍ଲାଇବେ ଇରଫାନ୍‌-ୟୁସୁଫ୍

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ । ଗ୍ୟାଲେରୀ ୨ ଓ ୪, କ୍ଲବ ହାଉସ ଓ କର୍ପୋରେଟ ବକ୍ସ ପାଇଁ ମଧ୍ୟ ବିକ୍ରି ହେବ ଟିକେଟ ।

Social Media War Between Athlete Dutee Chand And Her Sister Saraswati Chand
ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି, ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ବର୍ଷିଲେ...

କିଛି ଦିନର ନିରବତା ପରେ ପରସ୍ପର ବିରୋଧରେ ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷିଛନ୍ତି। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ।

End of the age of Roger Federer
ଟେନିସ୍‌କୁ ମିଳିବନି ଆଉ ଜଣେ ରୋଜର୍ ଫେଡ଼ରର୍

ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ୍‌ରେ ରୋଜର୍ ଫେଡ଼ରର୍ ଯୁଗର ଅବସାନ ଘଟିଛି। ୨୪ ବର୍ଷର ଦୀର୍ଘ କ୍ୟାରିଅର, ୨୦ ଗ୍ରାଣ୍ଡସ୍ଲାମ୍ ବିଜୟ, ୩୧୦ ସପ୍ତାହ ଧରି ଶୀର୍ଷ ମାନ୍ୟତାରେ ରାଜୁତି କରିବାର ବିରଳ ଉପଲବ୍ଧି, ୪୦ ଦେଶରେ ଖେଳିବାର ଅପୂର୍ବ ସୁଯୋଗ - ଏହା ଠାରୁ ଆଉ କ’ଣ ଅଧିକ ଆଶା କରିଥିବେ ୪୧ ବର୍ଷ ବୟସରେ ପହଞ୍ଚିଥିବା ଏହି ମହାନ ଖେଳାଳି ଅଥବା ତାଙ୍କର ଅଜସ୍ର ପ୍ରଶଂସକ।

Barabati Stadium
ଲିଜେଣ୍ଡ ଲିଗ୍ କ୍ରିକେଟ ପାଇଁ ଚାଲିଛି ବାରବାଟୀରେ ଟିକେଟ୍ ବିକ୍ରି

ଆସନ୍ତା ୨୬, ୨୭ ଓ ୨୯ ତାରିଖ ପାଇଁ ମୋଟ ୮ ହଜାର ୪ଶହ ୨୧ ଟିକେଟ୍ ଅଫଲାଇନ୍‌ରେ ବିକ୍ରି ହେବ ।

Roger Federer, Rafa Nadal, Virat Kohli
ଫେଡରର୍‌ଙ୍କ ପ୍ରତି ନାଡାଲ୍‌ଙ୍କ ଭଲପାଇବା ଦେଖି ଭାବବିହ୍ୱଳ ହେଲେ କୋହଲି

ସରିଛି ରୋଜର ଫେଡରରଙ୍କ ଯୁଗ। ଟେନିସକୁ ଅଲିବଦା କହିଛନ୍ତି କିମ୍ବଦନ୍ତୀ ଫେଡେରର।

IND vs AUS 2nd T-20
କର ବା ମର ମ୍ୟାଚ୍‌ରେ ଜିତିଲା ଭାରତ, ହାରିଲା ଅଷ୍ଟ୍ରେଲିଆ

ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

Sundergarh is the champion after losing to Deogarh 0-1
ଦେଓଗଡକୁ ୦-୧ରେ ହରାଇ ସୁନ୍ଦରଗଡ ଚମ୍ପିୟାନ

ରାଜ୍ୟ ଜୁନିଅର ପୁରୁଷ ହକିରେ ବାଜିମାତ କଲା ସୁନ୍ଦରଗଡ। ଦେଓଗଡକୁ ୦-୧ରେ ହରାଇ ଚମ୍ପିଅନ୍ସ ହେଲା ସୁନ୍ଦରଗଡ। ଏହି ମ୍ୟାଚ୍ ଭୁବନେଶ୍ୱରସ୍ଥ କିଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା।

Dilip Tirkey
ଓଡ଼ିଆ ପୁଅ ହକି ଇଣ୍ଡିଆର ନୂଆ ମୁଖିଆ

ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ।

Sachin Tendulkar
ଲିଜେଣ୍ତସ୍‌ କ୍ରିକେଟ୍‌ରେ ସଚିନ୍‌ଙ୍କ ଜଲୱା; ଫ୍ୟାନ୍ସ କହିଲେ ‘ଆମେ ୧୯୯୮ ମସିହାରେ ଅଛୁ’

ଲିଜେଣ୍ତସ୍‌ କ୍ରିକେଟ୍‌ର ୧୪ତମ ମ୍ୟାଚ୍‌ ଇଣ୍ତିଆ ଲିଜେଣ୍ତସ୍‌ ଓ ଇଂଲଣ୍ତ ଲିଜେଣ୍ତସ୍‌ ମଧ୍ୟରେ ଦେହରାଡୁନ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଲିଟିଲ୍‌ ମାଷ୍ଟର ସଚିନ ତେନ୍ଦୁଲକର୍‌ ନିଜର ପୁରୁଣା ଅନ୍ଦାଜରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ ଦେଖାଇବ ଭାରତ; ମଇଦାନକୁ ଓହ୍ଲାଇବେ ଦଳର ଟ୍ରମ୍ପ କାର୍ଡ..

ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ପ୍ରଥମ ମ୍ୟାଚ୍‌ଟି ହାରିଯିବା ପରେ ଏବେ ଟିମ୍‌ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍‌ ଜିତିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Rohit Sharma's aggressive gesture
ଦିନେଶ୍‌ କାର୍ତ୍ତିକଙ୍କୁ କାହିଁକି ଗୋଡ଼ାଇଲେ ରୋହିତ ଶର୍ମା ? ଦେଖନ୍ତୁ ମଜାଦାର ଭିଡିଓ..

ମ୍ୟାଚ୍‌ ମଝିରେ କାହିଁକି ଦୀନେଶ କାର୍ତ୍ତିକଙ୍କ ବେକକୁ ଧରିଲେ ହିଟ୍‌ମ୍ୟାନ୍ ରୋହିତ ?

IND vs AUS
ମୋହାଲି ଟି-ଟେଣ୍ଟିରେ ହାରିଲା ଭାରତ, ଜିତିଲା ଅଷ୍ଟ୍ରେଲିଆ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।

IND vs AUS
ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ଆଜି ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ ।