• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ind Vs Sa T20 Match

Snake In Ind Vs SA T20 Match
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ଭିତରକୁ ପଶି ଆସିଲା ସାପ, ଖେଳାଳି ଛାନିଆ..

ସାଧାରଣତଃ ବୈଷୟିକ ତ୍ରୁଟି, ଫ୍ୟାନ୍ସ ହଠାତ୍‌ ପଡ଼ିଆ ମଝିକୁ ଚାଲି ଆସିଲେ କିମ୍ବା କୁକୁର ଚାଲି ଆସିଲେ ମ୍ୟାଚ୍‌ କିଛି ସମୟ ପାଇଁ ଅଟକା ଯାଇଥାଏ। ହେଲେ ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ଯେ, ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ମ୍ୟାଚ୍‌ ବନ୍ଦ ରଖିବାକୁ ପଡ଼ିଥିଲା।

Barabati Stadium
ଏଣିକି ବର୍ଷାରେ ବି ଓଦା ହେବନି ବାରବାଟୀ ପଡ଼ିଆ; ଅଷ୍ଟ୍ରେଲିଆରୁ ଆସିଲା ୫୦ ଲକ୍ଷର ‘ସୁପର ସୋପର’

T-20 ପାଇଁ ବାରବାଟୀ ଷ୍ଟାଡିୟମକୁ ଆସିଲା ୫୦ ଲକ୍ଷ ବ୍ୟୟର ‘ସୁପର ସୋପର’..