• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

IPL 2023: Virat Kohli becomes first Indian to register half-century of fifties
IPL 2023: କୋହଲିଙ୍କ ‘ବିରାଟ’ ରେକର୍ଡ

ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇଣ୍ଡିଆନ ପ୍ରିମିୟର ଲିଗରେ ୫୦ ଥର ୫୦ ବା ଏହାଠାରୁ ଅଧିକ ରନ୍‌ର ଇଂନିସ ଖେଳିବାରେ ରେକର୍ଡ କରିଛନ୍ତି ବିରାଟ ।

Can Gujarat Titans retain the IPL crown
ଆଇପିଏଲ୍ ମୁକୁଟ ବଜାୟ ରଖିପାରିବ କି ଗୁଜରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?

Arijit Singh touches MS Dhoni's feet during IPL
ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

CSK Vs GT
ଆଜିଠୁ ଫଟାଫଟ୍‌ କ୍ରିକେଟ୍‌ର ମହାସମର; ମୁହାଁମୁହିଁ ହେବେ CSK ଓ GT

ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ ।

Virat Kohli Marksheet
ପୁଣି ଚର୍ଚ୍ଚାରେ କିଙ୍ଗ୍ କୋହଲି, ଭାଇରାଲ ହେଉଛି 10th ମାର୍କସିଟ୍‌

କୋହଲିଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍‌ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍‌ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍‌କୁ ସେୟାର କରିଛନ୍ତି ।

Nitish Rana
IPL 2023: କେକେଆର୍‌ ଦଳର ନୂଆ ମଙ୍ଗୁଆଳ ନୀତିଶ ରାଣା

ମାର୍ଚ୍ଚ ୩୧ରେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍‌ କ୍ୟାପ୍ଟେନ୍‌ସିପ୍‌କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍‌ର ହେଡ୍‌ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ ।

Know the salary of Virat Kohli Rohit Sharma and other Indian cricketers
ବିରାଟ, ରୋହିତଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି କେତେ ଦରମା ପାଆନ୍ତି ? ଜାଣନ୍ତୁ...

ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (BCCI) ଟିମ୍‌ ଇଣ୍ଡିଆ ପାଇଁ ଆନୁଆଲ୍‌ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍‌ରେ ବିଭକ୍ତ ହୋଇଛି।

India bags 4 gold medals
ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ ସ୍ୱର୍ଣ୍ଣ

ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଛନ୍ତି । ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇଛନ୍ତି ।

Team India's one day World Cup preparations is in question
ପ୍ରଶ୍ନଘେରରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହା ସହିତ ଟିମ୍‌ର ୨୦୨୩ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?

Virat Kohli
କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

ବିରାଟ କୋହଲି ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭରୁ ହିଁ ୧୮ ନଂ ଜର୍ସିରେ ଖେଳି ଆସୁଛନ୍ତି । ୨୦୦୮ U-19 ବିଶ୍ୱକପ୍‌ରେ ଅଧିନାୟକ ଥିଲା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । ତେବେ ଏହି ୧୮ ନଂ ପଛରେ ରହିଛି ଏକ ଭାବପୂର୍ଣ୍ଣ କାହାଣୀ । ଆସନ୍ତୁ ଜାଣିବା..

Asia Cup 2023
ତୁଟିଲା ଏସିଆ କପ୍‌ ବିବାଦ; ପାକିସ୍ତାନରେ ନୁହେଁ ଏହି ଦେଶରେ ଖେଳିବ ଟିମ୍‌ ଇଣ୍ତିଆ..

୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍‌ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍‌ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।

Kundali bhagya
ପିଚ୍‌ ନୁହେଁ ସ୍କ୍ରିନ୍‌ରେ ଜଲୱା ଦେଖାଇବେ ଧାୱନ; ଆସୁଛି ‘କୁଣ୍ଡଳୀ ଭାଗ୍ୟ’… ଦେଖନ୍ତୁ ଭଡିଓ

ବେଶ୍‌ କିଛିଦିନ ହେବ ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ ସେୟାର କରି ନିଜର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଖର ଧାୱନ । ଆଉ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ନୂଆ ମୋଡ଼ ଦେଖିବାକୁ ମିଳିଛି ।

PM Modi & Shahid Afridi
ମୋଦିଙ୍କ ପାଖରେ ଗୁହାରି କଲେ ସାହିଦ୍‌ ଆଫ୍ରିଦି, କହିଲେ..

ଆଫ୍ରିଦି କହିଛନ୍ତି ଯେ, 'BCCI ଭଳି ଶକ୍ତିଶାଳୀ ବୋର୍ଡ ଶତ୍ରୁତା ଉପରେ ନୁହଁ ବରଂ ବନ୍ଧୁତା ଉପରେ ଧ୍ୟାନ ଦେବା ଉଚିତ୍‌' ।

Sunil Narine
ଚମତ୍କାର ! ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌, ତା’ସାଙ୍ଗକୁ ମେଡେନ୍‌ ଓଭର୍‌, ଜାଣନ୍ତୁ କିଏ ?

ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନିଲ ନାରିନ୍‌ । ଏବେ ସେ ଏକ ମ୍ୟାଚ୍‌ରେ ଏଭଳି ଏକ ଚମତ୍କାର କରିଛନ୍ତି, ଯାହା କ୍ରିକେଟ୍‌ ଇତିହାସରେ ପ୍ରଥମ ।

Cricket
ଏହି ବାମହାତୀ ବୋଲର୍‌ଙ୍କ ଆଗରେ ସରେଣ୍ତର କରନ୍ତି ଟିମ୍‌ ଇଣ୍ତିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ !

ବିଶ୍ୱର ଏପରି ୩ ଜଣ ବାମହାତୀ ଦ୍ରୁତ ବୋଲର୍‌ ଅଛନ୍ତି, ଯାହାଙ୍କ ବୋଲିଂ ଆଗରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ତିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

Can Axar become India's reliable all-rounder
ଭାରତର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହୋଇପାରିବେ କି ଅକ୍ଷର

ବର୍ଡର-ଗାଭାସ୍କର ଟ୍ରଫିରେ ନିରନ୍ତର ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଅକ୍ଷର ପଟେଲ୍। ବୋଲିଂରେ ସୁଯୋଗ ପାଇବା ସ୍ଥଳେ ନେଇଥିଲେ ଜରୁରୀ ୱିକେଟ୍। ଏବେ ଚର୍ଚ୍ଚା ହେଉଛି ଯେ ଭାରତର ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍ ହୋଇପାରିବେ କି ଅକ୍ଷର?

Rahul Hero
ମୁମ୍ବାଇ ୱାନ୍ ଡେ’ରେ ରାହୁଲ ହିରୋ, ୫ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ଅଷ୍ଟ୍ରେଲିଆ କରିଥିଲା ୧୮୮ ରନ୍ । ସିରିଜରେ ଭାରତ ୧-୦ରେ ଆଗୁଆ ।

IND vs AUS
IND vs AUS : ମ୍ୟାଚରେ ଦ୍ରୁତ ବୋଲରଙ୍କ ଦବଦବା,ଟିମ୍ ଇଣ୍ଡିଆକୁ ଟାର୍ଗେଟ ୧୮୯

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ଜଲୱା ଦେଖାଇଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି ଓ ଓ ମହମ୍ମଦ ସିରାଜ।

R Ashwin
ICC Test Ranking: ନଂ ୧ ସ୍ଥାନରେ ଅଶ୍ୱିନ୍‌, ଉପରକୁ ଉଠିଲେ କିଙ୍ଗ୍‌ କୋହଲି

ଭାରତର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବେ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ନିଜକୁ ସୁଦୃଢ଼ କରି ନେଇଛନ୍ତି।

IND vs AUS
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଖେଳିବେନି ଟିମ୍‌ ଇଣ୍ତିଆର ଏହି ବରିଷ୍ଠ ଖେଳାଳି, କେମିତି ଜିତିବ ଟିମ୍‌ ଇଣ୍ତିଆ ?

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବା ପରେ ଟିମ୍‌ ପାଇଁ ଏକ ଖରାପ ଖବର ଆସିଛି ।

World Test Championship
WTC: ଇତିହାସ ରଚିଲା ଟିମ୍‌ ଇଣ୍ତିଆ, ଫାଇନାଲରେ କଙ୍ଗାରୁ ଦଳ ସହ ମୁହାଁମୁହିଁ

ଟେଷ୍ଟ ଚାମ୍ପିଅନସିପ୍‌ ରେସ୍‌ରେ ଶ୍ରୀଲଙ୍କାର ପଲ୍ଲା ଭାରି ଥିବା ବେଳେ ନ୍ୟୁଜିଲାଣ୍ତରୁ ଏକ ଖୁସି ଖବର ଆସିଛି । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ କଙ୍ଗାରୁ ଦଳକୁ ଭେଟିବ । ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଫାଇନାଲରେ ନିଜ ସିଟ୍‌ ପକ୍କା କରିସାରିଥିଲା ।

Virat Kohli
ତିନିବର୍ଷ ପରେ ଟେଷ୍ଟରେ ପୁଣି ଚମକିଲେ କିଙ୍ଗ୍ କୋହଲି

ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍‌କୁ ରନ୍‌ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।

When Virat Kohli return to form in Tests
ଟେଷ୍ଟ୍‌ରେ କେବେ ଫର୍ମକୁ ଫେରିବେ ‘ରନ୍ ମେସିନ୍’ ବିରାଟ

ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?

Team India Holi
ହୋଲି ଖେଳିଲା ଟିମ୍‌ ଇଣ୍ଡିଆ; ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ

ବିସିସିଆଇ ଟ୍ୱିଟ୍‌ କରିଥିବା ଭିଡିଓରେ କ୍ୟାପଟେନ ରୋହିତ ଶର୍ମା ସପୋର୍ଟ ଷ୍ଟାଫ୍ ସଦସ୍ୟମାନଙ୍କ ଦେହରେ ରଙ୍ଗ ଲଗାଇଛନ୍ତି । ଏହା ପରେ ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମେତ ଦଳର ସମସ୍ତ ଖେଳାଳି ରଙ୍ଗ ଲଗାଇ ହୋଲି ମନାଇଛନ୍ତି ।