Advertisment

ଅଗରକର ହେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା

ଚେତନ ଶର୍ମାଙ୍କ ଇସ୍ତଫା ପରେ ଦୀର୍ଘଦିନ ପରେ ମୁଖ୍ୟ ଚୟନକର୍ତ୍ତା ପଦବୀ ଖାଲି ପଡ଼ିଥିଲା। ଶେଷରେ ଅଜିତ ଅଗରକରଙ୍କ ନାଁ ଉପରେ ଆଜି ମୋହର ମାରିଛି ବିସିସିଆଇ।

author-image
Chandan Shishu
ଅଦ୍ୟତନ ହୋଇଛି
Ajit Agarkar Chairman of Senior Men’s Selection Committee

Ajit Agarkar Chairman of Senior Men’s Selection Committee

ଅଗରକର ହେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା। ଭାରତୀୟ ପୁରୁଷ ସିନିୟର କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିଛି ତାଙ୍କୁ। ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କୁ ଆଜି ନିଯୁକ୍ତ କରିଛି ବିସିସିଆଇ।

Advertisment

ସେହିପରି ଚୟନକର୍ତ୍ତା କମିଟିର ଅନ୍ୟ ସଦସ୍ୟ ହୋଇଛନ୍ତି ଓଡ଼ିଆ କ୍ରିକେଟିୟର ଶିବସୁନ୍ଦର ଦାସ। ସେହିପରି ସୁବ୍ରତ ବାନାର୍ଜୀ ବି ଚୟନକର୍ତ୍ତା କମିଟିର ସଦସ୍ୟ ହୋଇଛନ୍ତି। ତାଙ୍କ ବ୍ୟତୀତ ସଲିଲ ଆଙ୍କୋଲା ଓ ଶ୍ରୀଧରନ୍ ଶରଥ ମଧ୍ୟ କମିଟିର ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି।

ଅଧିକ ପଢ଼ନ୍ତୁ: କୋହଲିଙ୍କ ବିରାଟ ସମ୍ପତ୍ତି: ଟପିଲା ୧୦୫୦ କୋଟି

ଚେତନ ଶର୍ମାଙ୍କ ଇସ୍ତଫା ପରେ ଦୀର୍ଘଦିନ ପରେ ମୁଖ୍ୟ ଚୟନକର୍ତ୍ତା ପଦବୀ ଖାଲି ପଡ଼ିଥିଲା। ଶେଷରେ ଅଜିତ ଅଗରକରଙ୍କ ନାଁ ଉପରେ ଆଜି ମୋହର ମାରିଛି ବିସିସିଆଇ।

Advertisment
BCCI Ajit Agarkar
Advertisment
Advertisment