ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।
କ୍ରିକେଟ୍ ଫିଭରରେ କମ୍ପୁଛି ସାରା ଦେଶ... ଶୁଭୁଛି ଇଣ୍ଡିଆ ଇଣ୍ଡିଆ । ଗାଁରୁ ସହର, ପିଲା ଠୁ ବୟସ୍କ, ପୁରୁଷ-ମହିଳା... ଏପରିକି ଦେଶର ସିପାହୀ । ସଭିଏଁ ଆଜି କ୍ରିକେଟ୍ ଫ୍ୟାନ୍ ।
ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।
ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ଯଦି ଆଜି ବି ସେଭଳି ହୁଏ, ତ କ’ଣ କରିବେ ଅମ୍ପାୟାର..ଜାଣନ୍ତୁ..
ଆଜି ରାତି ୮ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ । କାହିଁକି ନା ଆଜି ଟ୍ରଫି ପାଇଁ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ।
ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି।