• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

 Barabati Stadium To Host T20I Against South Africa
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ T-20 ମ୍ୟାଚ୍, BCCI ଦେଲା ଅନୁମତି

ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।

Barabati Stadium
ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ନୂଆ ଲୁକ୍‌ ନେବ ବାରବାଟୀ

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।

KKR vs LSG
କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଆଇପିଏଲ୍‌ ୨୦୨୨ ର ୬୬ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । କୋଲକାତା ନାଇଟ ରାଇଡର୍ସକୁ ୨ ରନରେ ହରାଇ ଜବଦସ୍ତ ବିଜୟ ହାସଲ କରିଛି ଲକ୍ଷ୍ନୌ ।

KKR vs LSG
ପ୍ଲେ ଅଫ୍‌ରେ ଏଣ୍ଟ୍ରି କରିବାର ଶେଷ ମୌକା; ଟସ୍‌ ଜିତି ଲକ୍ଷ୍ନୌର ବ୍ୟାଟିଂ

ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି।

MI vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଗର୍ଜିଲା ରାହୁଲଙ୍କ ବ୍ୟାଟ୍‌; ମୁମ୍ବାଇକୁ ୧୯୪ ରନ୍‌ର ଟାର୍ଗେଟ୍‌

ୱାଙ୍ଖଡେରେ ଗର୍ଜିଛି ରାହୁଲ ତ୍ରିପାଠୀଙ୍କ ବ୍ୟାଟ। ତାଙ୍କର ବିସ୍ଫୋରକ ୭୬ ରନ ଇନିଂସ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବଡ଼ ସ୍କୋଡ଼ର କରିପାରିଛି ସନରାଇଜର୍ସ ହାଇଦ୍ରାବାଦ। ପ୍ଲେ ଅଫ ଦୃଷ୍ଟିରୁ ହାଇଦ୍ରାବାଦ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି।

PBKS vs DC
ପ୍ଲେ ଅଫ୍‌ ଦୌଡ଼ରେ କିଏ ରହିବ ଆଗୁଆ ? ଟସ୍‌ ଜିତି ପଞ୍ଜାବର ବୋଲିଂ

ଆଇପିଏଲ୍‌ରେ ବର୍ତ୍ତମାନ ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ସବୁ ଟିମ୍‌ ଜୋର୍‌ ଲଗାଉଥିବାର ଦେଖିବାକୁ ମିଳିଛି । ତେବେ ଆଜି ମ୍ୟାଚ୍‌ଟି ଦିଲ୍ଲୀ ଓ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

Andrew Symonds' sister leaves heartfelt note
ସାଇମଣ୍ଡସ୍‌ଙ୍କ ଅବେଳ ମରଣରେ ଭାଙ୍ଗି ପଡ଼ିଲେ ଭଉଣୀ, ଚିଠି ଲେଖି କହିଲେ...

‘ଭାଇ,ବହୁତ ଶୀଘ୍ର ତୁମେ ଆମ୍ଭମାନଙ୍କୁ ଛାଡ଼ି ଚାଲିଗଲ। ତୁମ ଯିବା ଦୁଃଖରେ ମୋ ହୃଦୟ ଭାଙ୍ଗି ପଡ଼ିଛି। ମୁଁ ସବୁବେଳେ ତୁମକୁ ବହୁତ ଭଲ ପାଉଥିଲି ଓ ପାଇବି’। ସାଇମଣ୍ଡସ୍‌ଙ୍କ ଯିବା ଦୁଃଖରେ ଭାଙ୍ଗି ପଡ଼ିଲେ ଭଉଣୀ

Special story
ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତିଲା ଭାରତ

ବ୍ୟାଡମିଣ୍ଟନ ଜଗତର ସବୁଠୁ ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଥୋମାସ୍ କପକୁ ବିଶ୍ୱ ପୁରୁଷ ଟିମ୍ ଚାମ୍ପିୟନସିପ୍ ବୋଲି ମଧ୍ୟ କୁହାଯାଏ ।  ୧୯୪୮-୪୯ରୁ ଏହା ପ୍ରତି ୩ ବର୍ଷରେ ଖେଳାଯାଉଥିବା ବେଳେ ୧୯୮୨ରୁ ପ୍ରତି ୨ ବର୍ଷରେ ଖେଳାଯାଉଛି

Andrew Symonds
ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କୁ କୋଟିପତି କରିଥିଲା IPL; ସହିପାରିଲେନି ବନ୍ଧୁ ହୋଇଗଲେ ଶତ୍ରୁ

କାର୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...

Shane Warne With Andrew Symonds
ଦୁଃଖର ପାହାଡ଼ ଭିତରେ ଅଷ୍ଟ୍ରେଲିଆ କ୍ରିକେଟ୍ ! ଦୁଇ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇଲା

ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । 

Andrew Symonds
ସାଇମଣ୍ଡସ୍‌-ହରଭଜନଙ୍କ ‘ମଙ୍କିଗେଟ୍’ ମାମଲା ପାଇଁ ଅଷ୍ଟ୍ରେଲିଆକୁ ଧମକ ଦେଇଥିଲା BCCI

ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।

Andrew Symonds
ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ

ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

KKR vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର ଲଗାଇବେ କେକେଆର୍‌ ଓ ହାଇଦ୍ରାବାଦ, ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ

ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍‌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଟସ୍‌ ଜିତି କେକେଆର୍‌ ବ୍ୟାଟିଂର ନିଷ୍ପତ୍ତି ନେଇଛି ।

IPL 2022
ଧାୱନ୍‌-ରବାଡ଼ାଙ୍କ ଭିଡିଓ ଭାଇରାଲ ! ତଳେ ପକାଇ ଗୋଇଠା ମାରୁଛନ୍ତି

ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।

PL 2022, CSK vs GT
ଗୁଜୁରାଟ ଟାଇଟନ୍ସର ୧୦ ବିଜୟ ହେବ ଫାଇନାଲ୍ ପାଇଁ ଫାଇଦା

ଆଇପିଏଲ୍ ମ୍ୟାଚ୍‌ର ପ୍ଲେ ଅଫ୍ ରେସ୍‌ରୁ ବାଦ ପଡିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ପ୍ଲେ ଅଫ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁହାଁମୁହିଁ ହେବ। ଏଠାରେ CSKର ଚେଷ୍ଟା କେବଳ ସମ୍ମାନ ବଞ୍ଚାଇବା ପାଇଁ। ଅନ୍ୟପକ୍ଷରେ ଗୁଜୁରାଟ ଶୀର୍ଷ ୨ରେ ନିଜର ସ୍ଥାନକୁ ପକ୍କା କରିବାକୁ ଚେଷ୍ଟା କରୁଛି।

IPL 2022
ପାଟିଦାରଙ୍କ ଛକାରେ ବୃଦ୍ଧଙ୍କ ମୁଣ୍ଡ ଫାଟିଲା ! ଦେଖନ୍ତୁ ଭିଡିଓ..

ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।

Indian Men's Badminton Team Creates History
ଇତିହାସ ରଚିଲା ଭାରତ, ପ୍ରଥମ ଥର ଥୋମାସ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ

ଥୋମାସ କପ୍‌ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। 

CSK vs MI
ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌

ଆଇପିଏଲର ଦୁଇଟି ସଫଳ ଟିମ୍‌ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ଦୌଡରୁ ଦୂରେଇ ଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।

DC vsRR
ମିଚେଲ୍‌ ମାର୍ଶ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି ।

Jadeja Ruled Out
ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟକା; ଆଇପିଏଲ୍‌ରୁ ଜାଡେଜା ଆଉଟ୍‌

ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି।

DC vs RR
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର୍‌ ଲଗାଇବ ଦିଲ୍ଲୀ; ଟସ୍‌ ଜିତି ଋଷଭ୍‌ ପନ୍ତଙ୍କ ବୋଲିଂ ନିଷ୍ପତ୍ତି

ଆଜି ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

GT vs LSG
ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଗୁଜୁରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୬୨ ରନ୍‌ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍‌ ଭାବେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ।

kumar kartikeya
ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ

ନୂତନ ବାମହାତୀ ସ୍ପିନ୍ ସେନ୍‌ସେସନ୍‌ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ ।