• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

twitter blue tick
ବ୍ଳୁ-ଟିକ୍‌ ହଟିବା ପରେ ସଚିନ୍‌ କହିଲେ ‘ଏଇଟା ମୋର ବ୍ଳୁ-ଟିକ୍‌’

ପ୍ରଶଂସକଙ୍କ ଏହି ସୁନ୍ଦର ପ୍ରଶ୍ନର ଉତ୍ତର ନିଜେ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ରଖିଛନ୍ତି । ସେ ତାଙ୍କ ଉତ୍ତରରେ ଏକ ସ୍ମାଇଲ୍‌ ପୋଜ୍‌ର ଫଟୋ ପୋଷ୍ଟ କରିବା ସହ ଏହା ‘ମୋ ବ୍ଲୁ-ଟିକ୍‌ର ଭେରିଫିକେସନ୍‌’ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି ।

Arjun tendulkar receives player of the match from his father
ଅର୍ଜୁନ ତେନ୍ଦୁଲକରଙ୍କୁ ଆୱାର୍ଡ ଦେଲେ ବାପା ସଚିନ

ମ୍ୟାଚ୍‌ ଶେଷ ହେବା ପରେ ଅର୍ଜୁନ ରବି ଶାସ୍ତ୍ରୀଙ୍କୁ କଣ କହିଥିଲେ... ଜାଣନ୍ତୁ

Scating
ସ୍କେଟିଂ ଖେଳାଳିଙ୍କୁ ଅଣଦେଖା : ଇଚ୍ଛା ଥିଲେ ବି ନାହିଁ ଭିତ୍ତିଭୂମି

ମନରେ ଦୃଢ ଇଚ୍ଛାଶକ୍ତି ସହ ‌ସେମାନଙ୍କ ଭିତରେ ଭରି ରହିଛି ଜୋସ୍‌ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ସ୍ୱପ୍ନ କେମିକି ସ୍କେଟିଂ ଖେଳିବେ? କେମିତି ଭାରତର ନାଁ ରଖିବେ । ସେଇଥି ଲାଗି ତ ପଡ଼ିଆରେ ପ୍ରତିଦିନ ୩୦ ରୁ ଅଧିକ ଖେଳାଳି ସ୍କେଟିଂ ପ୍ରାକ୍ଟିସ୍‌ରେ ବ୍ୟସ୍ତ ରହୁଛନ୍ତି । ହେଲେ ଦୁଃଖର କଥା ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ସ୍କେଟିଂ ଖେଳାଳିଙ୍କର ହୋଇପାରୁନାହିଁ ଉନ୍ନତି।

Rinku Singh
ରିଙ୍କୁ ସିଂଙ୍କ ମହାନତା; ଗରିବ ଖେଳାଳିଙ୍କ ପାଇଁ ତୋଳିଲେ ୫୦ ଲକ୍ଷର ସ୍ପୋର୍ଟ୍ସ ହଷ୍ଟେଲ୍‌

କେବଳ ଅନ୍‌ ଫିଲ୍ଡ ନୁହେଁ ଅଫ୍‌ ଫିଲ୍ଡରେ ବି ହିରୋ ରିଙ୍କୁ ସିଂ । ଗରିବ ପିଲାଙ୍କୁ ନିଜର ସ୍ୱପ୍ନ ପୂରଣ ପାଇଁ ବଢ଼ାଇଛନ୍ତି ସାହାଯ୍ୟର ହାତ ।

Mohammad Siraj
ଟିମ୍‌ ଇଣ୍ତିଆର ଭିତିରି କଥା ଜାଣିବା ପାଇଁ ସିରାଜଙ୍କୁ ଆସିଥିଲା ଅଜଣା ବ୍ୟକ୍ତିର କଲ୍‌

ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଟିମ୍‌ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।

Sourav Ganguly & Virat Kohli
କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..

ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।

Arjun Tendulkar
ଶେଷରେ ତେନ୍ଦୁଲକର୍‌ ହାତେଇଲେ ଆଇପିଏଲ୍‌ କ୍ୟାରିଅର୍‌ର ପ୍ରଥମ ୱିକେଟ୍‌

ଆଇପିଏଲ୍‌ରେ କମାଲ କରିଛନ୍ତି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ନେଇ ଟିମ୍‌କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍‌ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

IPL 2023: Virat Kohli Fined 10 Per Cent Of Match Fee
IPL 2023: ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ବେଳେ ନିୟମ ଭାଙ୍ଗିଲେ ବିରାଟ, ଗଣିଲେ ଫାଇନ୍‌...

ଆଇପିଏଲ୍‌ ୨୦୨୩ର ୨୪ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।

Arjun Tendulkar
ଅପେକ୍ଷାର ଅନ୍ତ; IPLରେ ପୁଣି ତେନ୍ଦୁଲକର

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।

Mr. 360 Suryakumar is losing its glory
ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।

MS Dhoni
ମାହିଙ୍କ ବଡ଼ ହୃଦୟ : ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ବୃଦ୍ଧା ଫ୍ୟାନ୍‌ଙ୍କ ଘରେ କ୍ୟାପଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍‌ଗଦ୍‌ ବୃଦ୍ଧା ।

Kolkata Knight Riders, Sunrisers Hyderabad
IPL 2023: ଆଜି ମୁହାଁମୁହିଁ ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ

କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ।

Umpires Salary
ଆଇପିଏଲ୍‌ରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର୍‌, ଜାଣିଲେ ହୋସ୍‌ ଉଡ଼ିଯିବ..

କ୍ରିକେଟ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍‌ରେ ଦରମା ପାଆନ୍ତି । ଆପଣ ଜାଣିଛନ୍ତି କି ଜଣେ ଅମ୍ପାୟାର ଗୋଟିଏ ସିଜିନ୍‌ରେ କେତେ ଟଙ୍କା ପାଆନ୍ତି ? ଜାଣନ୍ତୁ..

Cricketer
ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ, ଜାଣନ୍ତୁ କାରଣ

ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।

Mahendra Singh Dhoni
ଚେନ୍ନାଇର କ୍ୟାପ୍‌ଟେନ୍‌ ଭାବେ ଆଜି ୨୦୦ତମ ମ୍ୟାଚ୍‌ ଖେଳିବେ ମାହି

ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

Suryakumar Yadav Hit Above Eye While Attempting Catch
କ୍ୟାଚ୍‌ ଧରୁଥିଲେ ସୂର୍ଯ୍ୟକୁମାର, ସିଧା ଯାଇ ଆଖିରେ ବାଜିଲା ବଲ୍‌...

ଲଗାତାର ୨ଟି ମ୍ୟାଚ୍‌ରେ ପରାଜିତ ହେବା ପରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ତେବେ ଏହି ମ୍ୟାଚ୍‌ରେ ଅନେକ ଟ୍ୱିଷ୍ଟ୍ ଓ ମୋଡ଼ ଦେଖିବାକୁ ମିଳିଥିଲା।

KKR star
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..

  • Tuesday, 11 April 2023
RCB vs LSG IPL 2023 Lucknow clinch thriller by 1 wicket
ଆଇପିଏଲ୍‌ରେ ପୁଣି ରୋମାଞ୍ଚକର ମ୍ୟାଚ୍‌: ଶେଷ ବଲ୍‌ରେ ହେଲା ମ୍ୟାଚ୍‌ର ଫଇସଲା

ଶେଷ ବଲ୍‌ରେ ହେଲା ମ୍ୟାଚ୍‌ର ଫଇସଲା। ଗତକାଲି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ, ରୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୧ ୱିକେଟରେ ପରାସ୍ତ କରିଛି ।

Rinku Singh
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଜାଣନ୍ତୁ..

Rinku Singh
ଗୁଜରାଟ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇନେଲେ ରିଙ୍କୁ ସିଂ; ଶେଷ ଓଭର୍‌ରେ ମାରିଲେ ୫ଟି ଛକା

ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌ ରିଙ୍କୁ ସିଂ ।

IPL 2023
ସୁପରସଣ୍ତେରେ ସୁପର ମୁକାବିଲା; କିଏ ମାରିବ ବାଜି, କିଏ କରିବ ପଏଣ୍ଟ ଟେବୁଲ୍‌ରେ ରାଜ୍‌ ?

ଫଟାଫଟ କ୍ରିକେଟ୍‌ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି ।

India's most talented all-rounder was Salim Durrani
ସଲିମ୍ ଦୁରାନୀଙ୍କ ପ୍ରତିଭା; କହି କହି ମାରୁଥିଲେ ଛକା

ସଲିମ୍ ଦୁରାନୀ ଥିଲେ ଭାରତର ସବୁଠାରୁ ପ୍ରତିଭାଶାଳୀ ଓ ଷ୍ଟାଇଲିଶ୍ କ୍ରିକେଟର୍‌ଙ୍କ ମଧ୍ୟରେ ଅନ୍ୟତମ। ନିଜ ସମୟରେ ଖୁବ୍ ଲୋକପ୍ରିୟ ଥିଲେ ଏହି ଅଲ୍‌ରାଉଣ୍ଡର୍। ଦର୍ଶକଙ୍କ ଡିମାଣ୍ଡରେ ଛକା ମାରିବାର ସାମର୍ଥ୍ୟ ବି ଥିଲା ତାଙ୍କର। ତାଙ୍କ ବିୟୋଗ ବହୁ କ୍ରିକେଟ୍‌ପ୍ରେମୀ ଓ ପୂର୍ବତନ କ୍ରିକେଟର୍‌ଙ୍କୁ କରିଛି ମର୍ମାହତ।

Chennai Super Kings
ମ୍ୟାଚ୍‌ ପୂର୍ବରୁ ବଡ଼ ଝଟକା; ଫିଲ୍ଡକୁ ଓହ୍ଲାଇ ନପାରନ୍ତି CSK ର ଏହି ଷ୍ଟାର ଅଲରାଉଣ୍ତର

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।

Rishab Pant
କେମିତି ଅଛନ୍ତି ରିଷଭ ପନ୍ତ ? ଦୁର୍ଘଟଣା ପରେ ପ୍ରଥମ ଥର ଷ୍ଟାଡିୟମକୁ ଆସିବେ

"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।

Bhagwani Devi
୯୫ ବର୍ଷ ବୟସରେ ଗୋଲଡ ମେଡାଲ ଜିତିଲେ ଭଗବାନୀ ଦେବୀ

ବିଶ୍ୱ ମାଷ୍ଟର ଆଥଲେଟିକସ ଚାମ୍ପିୟନସିପରେ ପଦକ ଜିତିଲେ ଭଗବାନୀ ଦେବୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।