/odishatv-khabar/media/post_attachments/uploadimage/library/16_9/16_9_0/____1690798210.jpg)
Air hostess captures MS Dhoni sleeping on flight
ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍ ହେଲେ ଏୟାର ହୋଷ୍ଟେସ୍। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ବିମାନ ଭିତରେ ସିଟ୍ରେ ଧୋନି ଶୋଇଥିବା ବେଳେ ପତ୍ନୀ ସାକ୍ଷୀ କିଛି କାମରେ ବ୍ୟସ୍ତ ଅଛନ୍ତି।
Cutest video of the day ❤️🫶#MSDhonipic.twitter.com/7uSSJepSgM
— Chakri Dhoni (@ChakriDhoni17) July 29, 2023
ଧୋନିଙ୍କ ଏଭଳି ପ୍ରାଇଭେସି ଭାଇରାଲ୍ କରିଥିବା ଏୟାର ହୋଷ୍ଟେସ୍ଙ୍କୁ କିଛି ୟୁଜର୍ସ ସମାଲୋଚନା କରିଥିବା ବେଳେ ଏଥିରେ ସେ କିଛି ଭୁଲ୍ କରିନଥିବା ଆଉ କିଛି ୟୁଜର୍ସ ମତ ରଖିଛନ୍ତି। ଲୋକମାନେ ସେମାନଙ୍କ ଫେଭରାଇଟି ସେଲିବ୍ରେଟିଙ୍କ ସହ ଫଟୋ ଉଠାଇବା କିମ୍ବା ଭିଡିଓ କରିବା କୌଣସି ଭୁଲ୍ ନୁହେଁ ବୋଲି କିଛି ୟୁଜର୍ସ କହିଛନ୍ତି।
ଜଣଙ୍କର ପ୍ରାଇଭେସିକୁ ସମ୍ମାନ ଦେବା ଜରୁରୀ ବୋଲି ୟୁଜର୍ସ କହିଛନ୍ତି।
You have to respect the privacy. Is airhostess ka video kisi ni bana liya hota to human right, mahila ayog , UN Tak bat chali jati
— Bheesham (@sharmabheesham) July 30, 2023
Can somebody please instruct and enlighten the Air Hostess to be more professional and not intrude on their privacy?
— OD_User (@OD_userr) July 29, 2023
Koi naa ... itni khushi ke aage ye bhi theek hai.
Kon saa bathroom mein nha raha thaa bhai ... Cute it isAur jo bol rahe hain naa "Arrest her" ... muh band rakho apna ... jahan real mein arrest karne ki zaroorat hoti hai naa,wahan tum jaiso ke muh sookh jaate hain.
— Vikas Arora (@in_vikas) July 30, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)