• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

GT vs LSG
ପ୍ଲେ ଅଫ୍‌ରେ ପ୍ରଥମେ କିଏ ହେବ ଇନ୍‌ ? ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।

KKR vs MI
ମୁମ୍ବାଇକୁ ହରାଇଲା କୋଲକାତା

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍‌ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍‌ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୭ନଂ ସ୍ଥାନରେ ପହଞ୍ଚିଛି ।

KKR vs MI
IPL 2022: କେକେଆର୍‌ ବିପକ୍ଷରେ ଟସ୍‌ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

Chennai vs Delhi
ଦିଲ୍ଲୀକୁ ଧୂଳି ଚଟାଇଦେଲା ଚେନ୍ନାଇ

ଦିଲ୍ଲୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା।

LSG vs KKR IPL 2022
ପାଖ ମାଡ଼ିପାରିଲାନି କୋଲାକାତା, ବଡ଼ ବ୍ୟବଧାନରେ ଲକ୍ଷ୍ନୌର ବିଜୟ

ଦଳ ପାଇଁ କେବଳ ରସେଲ ୧୯ଟି ବଲ୍‌ରେ ୪୫ ରନ୍‌ ସଂଗ୍ରହ କରିଥିଲେ।

 IPL 2022
ହାରିଲା ପଞ୍ଜାବ, ପ୍ଲେଅଫ୍‌ର ନିକଟତର ହେଲା ରାଜସ୍ଥାନ

ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।

MI vs GT
IPL 2022: ଗୁଜୁରାଟ ଟାଇଟନ୍ସକୁ ୫ ରନ୍‌ରେ ହରାଇଲା ମୁମ୍ବାଇ, ଫ୍ୟାନ୍ସଙ୍କୁ ଆସ୍ୱସ୍ତି

ଆଇପିଏଲ୍‌ ୨୦୨୨ ର ୫୧ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।

MI vs GT
ମୁମ୍ବାଇ ବିପକ୍ଷରେ ଟସ୍‌ ଜିତି ଗୁଜୁରାଟର ବୋଲିଂ ନିଷ୍ପତ୍ତି

ଚଳିତ ଆଇପିଏଲର ୫୧ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।

Rovman Powell
IPL 2022ର ଚର୍ଚ୍ଚିତ ଚେହେରା ପାୱେଲଙ୍କ ଦୁଃଖ କାହାଣୀ, ମାଆ ଘର ଘର ବୁଲି...

ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍‌ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।

Captain Kane Williamson villain of Sunrisers Hyderabad defeat
କାହିଁକି ହାରିଲା ସନ୍‌ରାଇଜର୍ସ; ଖଳନାୟକ ହେଲେ କି କ୍ୟାପ୍‌ଟେନ୍‌

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…

 Delhi Capitals win by 21 runs
ଉଠିଲା ଦିଲ୍ଲୀ, ଖସିଲା ହାଇଦ୍ରାବାଦ: ସନ୍‌ରାଇଜର୍ସକୁ ହରାଇଲା ଦିଲ୍ଲୀ

ମୁମ୍ବାଇର ବ୍ରେବନ୍‌ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ।

Virat Kohli
ଧୋନି ଆଉଟ୍‌ ହେବାରୁ ଗାଳି ଦେଲେ କୋହଲି ? ରାଗିଲେ ଫ୍ୟାନ୍ସ.. ଭିଡିଓ ଭାଇରାଲ

ଧୋନିଙ୍କ ୱିକେଟ୍‌ ଯିବା ପରେ ପୁରା ଚେନ୍ନାଇ ଟିମ୍‌ ସତେ ଯେମିତି ହାଲୁକା ହୋଇଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ସବୁ ଆଶା ଭାଙ୍ଗିଯାଇଥିଲା ।

SRH vs DC
ଦିଲ୍ଲୀ ବିପକ୍ଷରେ ଟସ୍‌ ଜିତି ହାଇଦ୍ରାବାଦର ବୋଲିଂ

ଚଳିତ ଆଇପିଏଲର ୫୦ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍‌ଟି ପ୍ଲେ ଅଫ ଦୃଷ୍ଟିରୁ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Virat Kohli
ଏଥର IPL କୋହଲିଙ୍କ ପାଇଁ ଦୁଃସ୍ୱପ୍ନ ! ଯେକେହି ନେଉଛନ୍ତି ୱିକେଟ୍‌, ଚିନ୍ତା ପ୍ରକଟ କଲେ ଇଆନ୍‌ ବିଶପ

କୋହଲିଙ୍କ ଏଭଳି ଫର୍ମକୁ ନେଇ ଅନେକ ବଡ଼ ବଡ଼ ଖେଳାଳି ତଥା ବିଶିଷ୍ଟ ଖେଳାଳି ଓ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ଇୟାନ୍‌ ବିଶପ ।

Was wrong to make Ravindra Jadeja as  CSK captain
ଜାଡେଜାଙ୍କୁ ଅଧିନାୟକ କରେଇବା CSKର ଥିଲା ଭୁଲ୍ ନିଷ୍ପତ୍ତି : ବିରେନ୍ଦ୍ର ସେହୱାଗ

ଆଇପିଏଲ୍ ୨୦୨୨ ଆରମ୍ଭରେ ଜାଡେଜାଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିବା ଚେନ୍ନାଇ ସୁପର କିଙ୍ଗ୍ସର ଭୁଲ୍ ନିଷ୍ପତ୍ତି ଥିଲା। ଧୋନି ଯଦି ଆରମ୍ଭରୁ ଅଧିନାୟକ ହୋଇଥାନ୍ତେ, CSK ଏତେ ମ୍ୟାଚ୍ ହାରି ନଥାନ୍ତା

CSK vs RCB
ଆଇପିଏଲ୍ ଟକ୍କର: ବାଙ୍ଗାଲୋରର ଷଷ୍ଠ ବିଜୟ

ଆଇପିଏଲ୍‌ ୨୦୨୨ ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ।

Wriddhiman Saha
ରିଦ୍ଧିମାନ ସାହାଙ୍କୁ ଧମକ ଘଟଣା ବୋରିଆ ମଜୁମଦାରଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କଲା ବିସିସିଆଇ

ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ। ତାଙ୍କୁ ବିସିସିଆଇ ପକ୍ଷରୁ ୨ ବର୍ଷ ପାଇଁ ବ୍ୟାନ୍‌ କରାଯାଇଛି।

CSK vs RCB
IPL 2022: ଟସ୍‌ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଆରସିବି ଓ ଚେନ୍ନାଇ ମୁହାଁମୁହିଁ ହେଉଛନ୍ତି। ପ୍ରଥମ ମୁକାବିଲାରେ ଚେନ୍ନାଇ ବାଜିମାତ କରିଥିଲା। ତେଣୁ ଆରସିବି ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି।

Punjab defeat Gujarat by 8 wickets
ଲଗାତାର ୫ ମ୍ୟାଚ୍‌ ଜିତିବା ପରେ ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ଶେଷରେ ପରାଜୟର ସ୍ୱାଦ ଚାଖିଛି। ଗତକାଲିର ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଛି। 

GT vs PBKS
ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ଜୋର୍‌ ଲଗାଇବ ପଞ୍ଜାବ କିଙ୍ଗ୍ସ; ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗ୍ସ । ପ୍ଲେ ଅଫ୍‌ରେ ଏଣ୍ଟ୍ରି ପାଇଁ ପଞ୍ଜାବ ପାଇଁ ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ।

Chennai Super Kings
ଧୋନିଙ୍କର ମେମ୍ସକୁ ନେଇ ସୋସିଆଲ୍‌ ମିଡ଼ିଆ ହୁଲ୍‌ସ୍ତୁଲ୍‌; ଫ୍ୟାନ୍ସ କହିଲେ..

ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ୍‌ ଗୁଡ଼ିକରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳିବ ଦଳ।

RR vs RCB
ରିୟାନଙ୍କ ଧୂଆଁଧାର ବ୍ୟାଟିଂ ସାମ୍ନାରେ ଧରାଶାୟୀ ହେଲା ଆରସିବି

ରିୟାନ ପରାଗଙ୍କ ଧୂଆଁଧାର ବ୍ୟାଟିଂ ଏବଂ ଅଶ୍ୱୀନ ଓ କୁଲଦୀପ ସେନଙ୍କ ବୋଲିଂରେ ଧରାଶାୟୀ ହେଲା ଆରସିବି । ଲୋ ସ୍କୋରିଂ ମ୍ୟାଚ ସତ୍ତ୍ୱେ ରାଜସ୍ଥାନ ଟିମ୍ ୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଛି ।

Khelo India
ଖେଲୋ ଇଣ୍ଡିଆ ଗେମ୍‌ସରେ ଓଡ଼ିଶାକୁ ପୁଣି ଦୁଇଟି ସଫଳତା

ଓଡ଼ିଶାକୁ ଆଜି ମିଳିଲା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ । ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋ ଓଜନ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀତାରେ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଛନ୍ତି ।

Wriddhiman Saha and Boria Majumdar
ଋଦ୍ଧିମାନଙ୍କୁ ଧମକ ଦେଇ ୨ ବର୍ଷ ବାସନ୍ଦ ହେବେ ବୋରିଆ !

ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।

Arun Lal Second Marriage
ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର୍‌ ଅରୁଣ ଲାଲ୍‌

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ପୂର୍ବତନ କ୍ରିକେଟର୍‌ ଅରୁଣ ଲାଲ୍‌ । ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅରୁଣ ।