• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Father dropped daughter at the wrong board exam center
Viral: ଝିଅକୁ ଭୁଲ୍ ପରୀକ୍ଷା କେନ୍ଦ୍ରରେ ଛାଡି ଚାଲିଗଲେ ବାପା, ତା’ପରେ…

ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…

special story
ବିଶ୍ୱର ସବୁଠାରୁ ବାମନ ବଡିବିଲଡର୍‌ଙ୍କୁ ମିଳିଗଲା ଜୀବନ ସଙ୍ଗିନୀ

ବିଶ୍ୱର ସବୁଠାରୁ ବାମନ ବଡିବିଲ୍‌ଡରଙ୍କ ସ୍ୱପ୍ନ ସତ ହେଲା । ପଡ଼ିଲା ହାତଗଣ୍ଠି, ଧୁମଧାମରେ ହେଲା ବାହାଘର ।

Marriage Video Viral
ବିବାହ ଉତ୍ସବରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର, ଫଟୋ-ଭିଡିଓ ଦେଖି ସବୁ ଆଶ୍ଚର୍ଯ୍ୟ...

ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।

Lottery
ରାସ୍ତା କାମ କରୁଥିଲେ ଶ୍ରମିକ; ଲାଗିଲା ଲଟେରୀ; ସିଧା ଧାଇଁଲେ ଥାନା...

କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।

Biryani
ATM ରୁ ଟଙ୍କା ନୁହେଁ ବାହାରୁଛି ଗରମ ଗରମ ବିରିୟାନୀ, ଜାଣନ୍ତୁ କେଉଁଠି ?

ଚେନ୍ନାଇ କୋଲାଟୁରରେ ଏବେ ଏକ ସ୍ୱୟଂଚାଳିତ ବିରିୟାନୀ ମେସିନକୁ ବାଇ ଭେଟୁ କଲ୍ୟାଣମ୍ କିମ୍ବା ବି.ଭି.କେ ବିରିୟାନି ଦ୍ୱାରା ଲଞ୍ଚ କରାଯାଇଛି । ଯେଉଁଥରୁ ବିରିୟାନୀ ଲଭର୍‌ ସହଜରେ ଏବଂ କିଛି ସମୟ ମଧ୍ୟରେ ଗରମ ଓ ତାଜା ବିରିୟାନୀର ମଜା ନେଇପାରିବେ ।

International Sleep Day
ଅଜବ ! ଅଫିସ୍‌ ଦେଲା ନିଦ୍ରା ଉପହାର, ସକାଳୁ ସକାଳୁ ସବୁ କର୍ମଚାରୀଙ୍କୁ ମେଲ୍‌ ଆସିଲା, ଶୋଇପଡ଼...

ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ଏହି ସର୍ପ୍ରାଇଜ୍‌ ହଲିଡେ ମେଲ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

SNAKE
ମଣିଷ ସ୍ନେହରେ ଅଜଗର; ଭାଇରାଲ ହେଉଛି ଭିଡିଓ...

ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।

Man Gets Rs 25,000 After GF's Betrayal
ହାର୍ଟବ୍ରେକ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌: ଧୋକା ଦେଲେ ମିଳିବ ଟଙ୍କା...

ବ୍ରେକ୍‌ଅପ୍‌ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି। 

  • Friday, 17 March 2023
Viral Video
କଲେଜରେ ଏମିତି ହେଉଛି ମିଛି ମିଛିକା ବାହାଘର, ଦେଖିଲେ ଲାଗିବ ସତ, ଦେଖନ୍ତୁ ଭିଡିଓ...

ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି । 

'Only In India'
ଭିଡ଼ରାସ୍ତାରେ ଏମିତି ଟ୍ରାକ୍ଟର ଚଳାଇଲେ ଡ୍ରାଇଭର; ଭାଇରାଲ ହେଲା ଭିଡିଓ

ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।

sharukh khan
ବାହାଘରରେ ବର ମାରିଲା କିଙ୍ଗ୍‌ ଖାନ୍‌ଙ୍କ ଡାଏଲଗ୍‌; ବାନ୍ଧିନେଲା ପୋଲିସ !

ଧୀରେ ଧୀରେ କଥା ଏମିତି ବଢ଼ିଥିଲା ଯେ, ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ପରେ ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ସହ ଉଭୟ ପରିବାରକୁ ଡକାଇ ପଚରାଉଚରା କରିଥିଲା ।

Lord Krishna
ନିଆରା ବିବାହ ! କୃଷ୍ଣଙ୍କ ପ୍ରେମରେ ମତୁଆଲା ମହିଳା, ଶେଷରେ ଜିଦ୍‌ କରି କଲେ ବିବାହ...

ବିବାହରେ ଝିଅ ସିନା କନ୍ୟା ବେଶ ଧରିଥିଲା, କିନ୍ତୁ ବର ଥିଲେ ସ୍ୱୟଂ ଭଗବାନ କୃଷ୍ଣ ।

  • Tuesday, 14 March 2023
  • Viral
Viral Video
Viral Video: ନିଶାରେ ବେଦୀ ଉପରେ ଶୋଇପଡ଼ିଲା ବର, କନ୍ୟା ଦେଖି ଛାନିଆ..! ଦେଖନ୍ତୁ ଭିଡିଓ

ବରର ଆଖି ମାଡ଼ି ବସୁଥିଲା । ଆଉ ଶେଷରେ ନିଜକୁ ସମ୍ଭାଳି ନପାରି ବେଦୀରେ ଶୋଇପଡ଼ିଲା । 

Pet Dog
Viral Video: ଘରେ ନାହିଁ ମାଲିକ, ଫୋନ୍‌ରେ ସ୍ୱର ଶୁଣି ଝୁରୁଛି କୁକୁର ! ଦେଖନ୍ତୁ ଭିଡିଓ...

ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।

Bride secured poor marks in Class 12 exam, Groom cancels marriage
ଦ୍ୱାଦଶ ପରୀକ୍ଷାରେ କନ୍ୟାର କମ୍‌ ନମ୍ବର ଦେଖି ହଜମ କରିପାରିଲାନି ବର, ଭାଙ୍ଗିଦେଲା ବାହାଘର...

ଦ୍ୱାଦଶ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲା କନ୍ୟା। ଏହା ଜାଣିବା ପରେ ସହଜେ ହଜମ କରିପାରିଲାନି ବର। ଶେଷରେ ବାହାଘର ଭାଙ୍ଗି ଦେଲା।

103 Weightlifting
ବୟସ ୧୦୩ ! ଏବେ ବି ଜିମ୍‌ରେ କରୁଛନ୍ତି କସରତ, ସ୍ପୋର୍ଟି ଲୁକ୍ ସାଙ୍ଗକୁ ଫୁଲ୍‌ ମେକ୍‌ଅପ୍‌

ବୟସ ତାଙ୍କ ଆଗରେ ସମ୍ପୂର୍ଣ୍ଣ ହାର ମାନିଛି । ଇଂରାଜୀରେ ଗୋଟିଏ କଥା ଅଛି ନା, ଏଜ ଇଜ୍‌ ଜଷ୍ଟ ଏ ନମ୍ବର । ଏହି ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଫିଟ୍ ।

PK
ରାସ୍ତାରେ ଉଲଗ୍ନ ହୋଇ ଚାଲିଲେ, ପଚାରିବାରୁ କହିଲେ ‘ମୁଁ ଅନ୍ୟ ଗ୍ରହରୁ ଆସିଛି’

କେବେ ଭାବିନଥିବେ ଯେ, ରିଲ୍‌ ଲାଇଫ୍‌ PK ଭଳି ରିଅଲ ଲାଇଫ୍‌ରେ କେହି ଜଣେ ବ୍ୟକ୍ତି ରାସ୍ତାରେ ଉଲଗ୍ନ ହୋଇ ଚାଲିବେ । 

Resturant
ଆପଣଙ୍କ ଓଜନ ୧୫୮ କେଜିରୁ ଅଧିକ କି ? ଏହି ରେଷ୍ଟୁରାଣ୍ଟ ଦେଉଛି ମାଗଣା ଖାଦ୍ୟ...

ଏହି ରେଷ୍ଟୁରାଣ୍ଟର ଆଉ ଏକ ବିଶେଷତ୍ୱ ହେଲା, ଏହା ଅଧିକ ଓଜନର ଲୋକ ବା ମୋଟା ଲୋକଙ୍କୁ ମାଗଣା ଖାଇବାକୁ ଦେଇଥାଏ । ଏହି ଘୋଷଣା ପରେ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଭିଡ଼ ଜମୁଛି ।

China Worm Rain
VIral video : ହଠାତ୍‌ ଆକାଶରୁ ହେଲା କୀଟ ବର୍ଷା !!!

କାର୍‌, ରାସ୍ତା ଚାରିଆଡ଼େ ପୋକ ସାଲୁବାଲୁ(Worm Rain) । ଛତା ନେଇ ଘରୁ ବାହାରିବାକୁ ପରାମର୍ଶ ।

Self Marriage
ଅଜବ ଯୁବତୀ : ନିଜକୁ ନିଜେ ବିବାହ କଲେ,୨୪ ଘଣ୍ଟା ପରେ ହିଁ ଛାଡ଼ପତ୍ର ଦେଇଦେଲେ

ଆର୍ଜେଣ୍ଟିନା(Argentina )ର ୨୫ ବର୍ଷିୟ ଯୁବତୀ ସୋଫି ମୋରେ ପ୍ରଥମେ ନିଜକୁ ବିବାହ(Self Marriage) କରିଥିବା କଥା ଇଣ୍ଟରନେଟ୍‌ରେ ପ୍ରକାଶ କରିଥିଲେ. ଆଶ୍ଚର୍ଯ୍ୟର କଥା ସେ ପରଦିନ ହିଁ ନିଜକୁ ଛାଡପତ୍ର ଦେଇଥିଲେ ।

Chain Snatcher
ଜେଜେ ମା’ ବେକରୁ ସୁନାଚେନ୍‌ ଲୁଟ୍‌ କରୁଥିଲା ଲୁଟେରା; ନିସ୍ତୁକ ମାଡ଼ମାରି କାବୁକଲା ନାତୁଣୀ

ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।

BTech Pani Puri Wali
ବୁଲେଟ୍‌ରେ ବୁଲିବୁଲି ଗୁପ୍‌ଚୁପ୍‌ ବିକୁଛନ୍ତି ବି-ଟେକ୍‌ ଯୁବତୀ; ଭାଇରାଲ ହେଉଛି ଭିଡିଓ

ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିବା ଯୁବତୀଙ୍କ ନାଁ ତାପସୀ ଉପାଧ୍ୟାୟ । ତାଙ୍କ ବୟସ ୨୧ ବର୍ଷ । ବିଟେକ ପାନିପୁରୀବାଲୀ ନାଁରେ ସେ ବର୍ତ୍ତମାନ ବେଶ୍‌ ଜଣାଶୁଣା । ବିଟେକ୍‌ ପାସ୍‌ କରିବା ପରେ ତାପସୀ ଚାକିରି ପଛରେ ନଗୋଡାଇ ଗୁପଚୁପ୍‌ ବ୍ୟବସାୟ କରୁଥିବା କହିଛନ୍ତି ।

  • Friday, 10 March 2023
Bull Attack
୪ ବର୍ଷର କୁନି ଛୁଆକୁ ଶିଙ୍ଗରେ ମାରି ଘୋଷାଡ଼ି ନେଲା ବୁଲା ଷଣ୍ଢ..

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।

  • Friday, 10 March 2023
  • Viral
Angry jumbo
ସହର ଭିତରେ ପଶିଗଲା ହାତୀ...ଦେଖନ୍ତୁ ଛାତିଥରା ଭିଡିଓ

ସୌଭାଗ୍ୟବଶତଃ ହାତୀଟି ଦୋକାନ ସମ୍ମୁଖରେ ଥିବା ଗୋଟିଏ ସ୍କୁଟର ଓ ଗୋଟିଏ ସାଇକେଲକୁ ରାଗରେ ତଳେ ପକାଇଦେଇ ସେଠାରୁ ଚାଲିଯାଉଛି । ଏ ଦୃଶ୍ୟ ଦେଖି ଲୋକେ ଜୀବନବିକଳରେ ଚାଲିଯାଉଛନ୍ତି।

Sorry girls, my wife is very strict
ଅଟୋ ପଛରେ ଡ୍ରାଇଭର ଲେଖିଲେ...ମୋ ସ୍ତ୍ରୀ ବହୁତ ରାଗି, କ୍ଷମା କରନ୍ତୁ...

ଅଟୋ ପଛରେ ପୋଷ୍ଟର ଲଗାଇବା ଏକ ସାଧାରଣ କଥା । ହେଲେ ଏମିତି ଏକ ପୋଷ୍ଟର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ହେଉଛି । ଯଦି ସେହି ଫଟୋ ଦେଖିବେ ଚେବେ ଆପଣଙ୍କ ମୁଣ୍ଡ ଝାଇଁ ଝାଇଁ ହୋଇଯିବ । ମନରେ ପ୍ରଶ୍ନ ଆସିବ ସିଏ ଏମିତି କାହିଁକି ଲଗାଇଲେ? ବ୍ୟକ୍ତି ଜଣକ ଏଇ ପୋଷ୍ଟର କାହିଁକି ଲଗାଇଲେ ତାହା ତ ଜଣାପଡିନି । କିନ୍ତୁ ଫଟୋଟି ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

  • Friday, 10 March 2023