ଟ୍ୱିଟର୍ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।
ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍ ୱେଭ୍ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।
ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।
ଫେସବୁକ୍ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍ ବ୍ଲୁରେ ସବସ୍କ୍ରିପସନ୍ କରିନଥିବେ କିମ୍ବା ବ୍ଲୁ ଟିକ୍ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍ ହଟିଯିବ ।
ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।
World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।
ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।
ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।
ସ୍ୱାମୀସ୍ତ୍ରୀ ସମ୍ପର୍କରେ କଣ୍ଟା ସାଜିଲା ପୋଷା ବିଲେଇ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…
ବିରୋଧ କରିବା ବଦଳରେ ହସିଲେ ଘର ଲୋକ । କନ୍ୟା ବି ଚୁପ୍ ରହିଲା ।
ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର। ପାଣିରେ ଆସୁଛି ତରଙ୍ଗ କିନ୍ତୁ ଚିତ୍ରକୁ ପାରୁନି ବିଗାଡି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଚିତ୍ରକର ନିଜ କଳାର ଚାତୁରିରେ ଲୋକଙ୍କ ମନ ମୋହୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।
ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍ ଜୋସ୍ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍ ବରଘର ଲୋକେ । କିନ୍ତୁ ଏଠି ଖୋଦ୍ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।
ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।
AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।
ଲିଫ୍ଟରୁ ମାଆ ଓ ଛୁଆ ଉଭୟ ବାହାରିବା ପରେ ହଠାତ୍ ସିଢି ପାଖରେ ନିଜ ଭାରସ୍ୟାମ ହରାଇ ପଡ଼ିଯାଉଛି କୁନି ପିଲାଟି । ବାସ୍ ଏ ଦୃଶ୍ୟ ଦେଖିବା ପରେ ସାଙ୍ଗେ ସାଙ୍ଗେ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ମାଆ । ଖାଲି ଚେଷ୍ଟା କରୁଛି ତାହା ନୁହେଁ ବରଂ ନିଜ ଜୀବନକୁ ବାଜିରେ ଲଗାଇ ପିଲାକୁ ଉଦ୍ଧାର ବି କରୁଛି
ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।
ମଦ୍ୟପାନ କରିବା ସହ ପୁଅ ତାଙ୍କୁ ଓ ତାଙ୍କ ସ୍ତ୍ରୀକୁ ସବୁବେଳେ ମାରଧର କରୁଥିବା ପୋଲିସ୍ ବାବୁଙ୍କୁ ଜଣାଇଥିଲେ ବୃଦ୍ଧ । ଆଉ ତା’ପରେ ପୋଲିସ୍ ବାବୁ . .
ଆଜି ପରିସ୍ଥିତି ବଦଳିଛି। କନ୍ୟା ମୁହଁରେ ଲାଜ ଦେଖାଯାଉ ନାହିଁ। ବରଂ ସେ ନିଜ ବିବାହକୁ ଖୁବ ଖୁସିରେ ଅନୁଭବ କରୁଥିବା ଦେଖାଯାଏ।
ରାସ୍ତାକଡ଼ରେ ବ୍ୟକ୍ତି ଜଣକ ଏକ ଛୋଟ ଟେବୁଲ ପକାଇଛନ୍ତି । ସେଥିରେ ଚା’ ସହ ଅନ୍ୟ କିଛି ପାନୀୟ ଜିନିଷ ମଧ୍ୟ ରଖିଛନ୍ତି । କିଛି ଗ୍ରାହକ ତାଙ୍କ ନିକଟରେ ଛିଡ଼ା ହୋଇଥିବାବେଳେ ପାଖରେ ଅଡି କାର୍ର ଡିକି ଖୋଲା ରହିଛି ।
ଗାଡ଼ି ଚଳାଇବା ସମୟରେ ଯୁବତୀଙ୍କ ମୁଣ୍ଡ ଘୁରେଇଦେବା ପରି କାରନାମା । ଯିଏ ଦେଖୁଛି ହସି ହସି ବେଦମ୍ ହୋଇଯାଉଛି ।
ଡଃ ଫିଲିପ୍ସ ହାଇସ୍କୁଲର ଏକାଦଶ ଏବଂ ଦ୍ୱାଦଶ ପିଲାଙ୍କୁ ଏକ ବିଷୟ ପଢ଼ାଇବା ବେଳେ ଶିକ୍ଷକ କହିଥିଲେ ଏଭଳି କିଛି ଲେଖିବାକୁ ।