ବର୍ତ୍ତମାନ ଗୋଟିଏ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ କନ୍ୟା ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍ରେ ବ୍ୟାୟାମ କରୁଥିବା ଦେଖାଯାଏ। ସେ ଡମ୍ବଲ ଉଠାଉଛନ୍ତି ଆଉ ଝାଳ ବୁହାଉଛନ୍ତି। ଏହା ଦେଖି ଲୋକେ କହିଲେ…
ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା ।
ସ୍ୱାମୀଙ୍କ ପାଇଁ ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଲେ ସ୍ତ୍ରୀ । ହାତ କି ଗୋଡ଼ ନୁହେଁ ବରଂ ନିଜ ମୁଣ୍ତରେ ସ୍ୱାମୀଙ୍କ ନାଁର ଟାଟୁ କଲେ ମହିଳା ।
ଏବେ ଇଣ୍ଟର୍ନେଟ୍ରେ ଏପରି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ସିନେମା ଗୀତ ଗାଉଥିବା ଦେଖାଯାଏ। ମାର୍କେଟ୍କୁ ନୂଆ ପଣ୍ଡିତ ଆସିଛନ୍ତି ବୋଲି କୁହାଯାଉଛି।
ମଣିଷ କେଇଟା ଟଙ୍କା ପାଇଁ କିଭଳି ମାନବିକତା ଭୁଲିଯାଏ, ତାର ଜ୍ୱଳନ୍ତ ଉଦାହରଣ ଏଠି ଦେଖିବାକୁ ମିଳିଛି।
କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍ ତିଆରି କରିବାକୁ ନେଇ ତାଙ୍କ ନାଁରେ ଚାଲାଣ କଟିଛି । କନ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍ ନିଜ ଉପରେ ହିଁ ଭାରି ପଡ଼ିଛି।
କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ
ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍ ଦେୟ ଦେବାକୁ ପଡ଼ିଥାନ୍ତା ।
ଆପଣ ଭାବିବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି ! ଆଜ୍ଞା...ଏମାନେ ଚଳନ୍ତା ସ୍କୁଟିରେ ହିଁ ଏଭଳି କାର୍ଯ୍ୟ କରିଛନ୍ତି।
ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି।
ବର୍ଷା-ପବନକୁ ଖାତିର ନକରି ସବୁକିଛି ସଜାଡ଼ି ନେବାକୁ ଚେଷ୍ଟା କରୁଛନ୍ତି ମହିଳା । ଆଉ ତାରି ଭିତରେ ଜଣେ କୁନିପୁଅ ମା’କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ଷା ଉଡ଼ାଇ ନେଉଥିବା ପାଲକୁ ଜାବୁଡ଼ି ଧରୁଛି କୁନିପୁଅ ।
ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍ ଏତିକି ଶୁଣିବା ପରେ ବିମାନରେ ଥିବା ସବୁ ଯାତ୍ରୀମାନେ ତାଙ୍କୁ ପ୍ରଶଂସା ବି କରିଥିଲେ
ଟ୍ରାଫିକ ଜାମ୍ରେ ଫସିଥିବା ଜଣେ ଯୁବତୀ ରାପିଡୋ ସ୍କୁଟି ପଛରେ ବସି ଲାପ୍ଟପ୍ରେ ଅଫିସ କାମ କରୁଛନ୍ତି। କାମକୁ ନେଇ ଯେଭଳି ଭାବେ ଯୁବତୀ ସିରିୟସ୍ ଅଛନ୍ତି ଓ ତାଙ୍କର ପରିଶ୍ରମକୁ ଲୋକମାନେ ପ୍ରଶଂସା କରିଛନ୍ତି।
ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?
ଏହି ଭିଡିଓ ଟିକେ ନିଆରା । କାରଣ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଖୋଦ୍ ଶିଳ୍ପପତି ହର୍ସ ଗୋଏଙ୍କା ।
ବାଛୁରୀକୁ ଜନ୍ମ ଦେଇ ଛୁଆକୁ ଅଣଦେଖା କରିଥିଲା ଗାଈ। ତାକୁ ଖାଇବାକୁ ଦେଇ ନଥିଲା। କାରଣ ଏହି ବାଛୁରୀ ଅସ୍ୱାଭାବିକ ଭାବେ ଜନ୍ମ ହୋଇଥିଲା। ଏହାର କେବଳ ଦୁଇଟି ପଛ ଗୋଡ ଥିଲା। ମା ଗାଈର ତା’ ଛୁଆ ପ୍ରତି ଏଭଳି ଆଚରଣ ଦେଖି ଜଣେ କୃଷକ ସାଜିଛନ୍ତି ଭରସା।
ଭାରତରେ ଚା’ର ଚାହିଦା ବହୁତ ଅଧିକ । ଚା’ ବେପାରରୁ ଲୋକେ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁ ଏବେ ପ୍ରାୟ ଯୁବପିଢ଼ି ଚା’ ବେପାର କରିବାକୁ ଆଗ୍ରହ ଦେଖାଉଛନ୍ତି ।
ବାବୁ ମୋର କେହି ନାହାନ୍ତି । ୮୦ ବର୍ଷ ହେଲାଣି କିନ୍ତୁ ମୁଁ କାମ କରୁଛି...ନିଜେ ନଖଟିଲେ ଖାଇବି କଣ?
ଏଭଳି ମାଆଙ୍କୁ ସାଲ୍ୟୁଟ୍, ଯିଏ କି ନିଜ ପୁଅ-ବୋହୂଙ୍କୁ ହେଲମେଟ୍ ପିନ୍ଧିଥିବାରୁ ବିଚ୍ ରାସ୍ତାରେ ପିଟୁଛନ୍ତି ।
ପଂଜାବ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ପୂରା ବିଶ୍ବରେ ପ୍ରସିଦ୍ଧ । ଏଥିସହିତ ଏଠାରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟଫୁଡ଼ ବି ମିଳିଥାଏ । ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମେ । ଖାଲି ଖାଇବା କାହିଁକି? ବରଂ ଏହି ମନ୍ଦିର ପାଖରେ ମୃଦୁ ପାନୀୟ ବି ମିଳେ । ଆଉ ଏଇ ବୃଦ୍ଧ ଜଣକ ସ୍ୱର୍ଣ୍ଣମନ୍ଦିର ସାମ୍ନାରେ ବିକୁଛନ୍ତି ଲେମ୍ବୁ ସୋଢା ପାଣି । ହେଲେ ସେ କାହିଁକି ସୋଢା ବିକ୍ରି କରୁଛନ୍ତି? ତାହା ଜଣାପଡିବା ପରେ ଆପଣଙ୍କୁ ବି ନିଶ୍ଚୟ କଷ୍ଟ ଅନୁଭବ ହେବ ।
ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍ରେ ମ୍ୟାଚ୍ ଦେଖୁଛନ୍ତି ।
ସୁଧୁରିବେନି ପାପା କି ପରୀ… ବିଚ୍ ରାସ୍ତାରେ ମହନ୍ତଙ୍କୁ ଧକ୍କା ଦେଲା, ଡରିଯାଇ ହାତୀ ଦଉଡିଲା । ଭାଇରାଲ ହେଉଛି ଭିଡିଓ
ସୁଧୁରିବେନି ପାପା କି ପରୀ… ବିଚ୍ ରାସ୍ତାରେ ମାହୁନ୍ତଙ୍କୁ ଧକ୍କା ଦେଲା, ଡରିଯାଇ ହାତୀ ଦଉଡିଲା । ଭାଇରାଲ ହେଉଛି ଭିଡିଓ
ଏହି ଭିଡିଓ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ନିଆରା ।