Advertisment

Viral Video: ଖୋଲା ମନରେ ନାଚିଲେ ପୋଲିସ ବାବୁ, ଆପଣ ବି ଦେଖିଲେ ବିଭୋର ହେବେ

ବ୍ୟାକ୍‌ଗ୍ରାଉଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତ ବାଜୁଥିବା ବେଳେ ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୋଲା ମନରେ ନୃତ୍ୟ କରୁଛନ୍ତି

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Police Officer Dance Video Viral

Police Officer Dance Video Viral

ଯଦି ଆପଣଙ୍କ ଦିନ ଭଲ ଯାଉନି ବା ଆପଣ କୌଣସି ମାନସିକ ଚିନ୍ତାରେ ଅଛନ୍ତି । ତେବେ ଆମେ ଚ୍ୟାଲେଞ୍ଜ ଦେଇ କହୁଛୁ ତଳେ ଦିଆଯାଇଥିବା ଭିଡିଓ ଦେଖନ୍ତୁ । ଆପଣ ଖୁସି ହୋଇଯିବେ । ମୁଡ୍‌ ସାଙ୍ଗେ ସାଙ୍ଗେ ପରିବତ୍ତର୍ନ ହେବ । ଫ୍ରେସ୍‌ ଓ ହାଲକା ଲାଗିବ । କିଛି ସମୟ ପାଇଁ ମନରୁ ଅନେକ ଦୁଶ୍ଚିନ୍ତା ଉଭାନ୍ ହୋଇଯିବ । ଆଉ ମୁହଁରେ ହସ ଖେଳିଯିବ ।

Advertisment

ଆଜି ଆମେ ଯେଉଁ ଭାଇରାଲ ଭିଡିଓ କଥା କହୁଛୁ, ସେଥିରେ କିଛି ଚମତ୍କାର ନାହିଁ । କିନ୍ତୁ ଭିଡିଓରେ ଆପଣ  ଏକ ମନ ଖୋଲା ନାଚ ଦେଖିପାରିବେ । ବ୍ୟକ୍‌ଗ୍ରାଉଣ୍ଡରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତ ବାଜୁଥିବା ବେଳେ ଭିଡିଓରେ ଜଣେ ପୋଲିସ ଅଧିକାରୀ ଖୋଲା ମନରେ ନୃତ୍ୟ କରୁଛନ୍ତି । ଏହା ଉତ୍ତରପ୍ରଦେଶର ଏକ ମନ୍ଦିରର ଦୃଶ୍ୟ ।

ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏହାକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି । ଏବେ ସୁଦ୍ଧା ପାଖାପାଖି ଦୁଇ ଲକ୍ଷ ଲୋକ ଏହାକୁ ଦେଖିସାରିଲେରି । ଅନେକ ସକରାତ୍ମକ କମେଣ୍ଟ ଏଥିରେ ରହିଛି ।

Advertisment

Viral Video Viral News
Advertisment
Advertisment