ଏହି ଦାମୀ କୀଟର ନାମ ଷ୍ଟାଗ୍ ବିଟେଲ୍। ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି। ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ।
କୋମଳମତି ଶିଶୁଙ୍କ ଖାଦ୍ୟରେ ସାଲୁବାଲୁ ହେଉଛନ୍ତି ପୋକ । ଆଉ ଛତୁଆରୁ ବାହାରୁଛି କୁଣ୍ଡା । କେନ୍ଦ୍ରାପଡ଼ା ରାଜନଗର ବ୍ଲକରୁ ଆସିଛି ଏହି ଛତୁଆ ଦୁର୍ନୀତି ଅଭିଯୋଗ । ଛତୁଆରେ ବୁଟ, ଚିନାବାଦାମ, ଚିନିର ଉପଯୁକ୍ତ ପରିମାଣ ମିଶୁନଥିବା ବେଳେ ସରକାରଙ୍କ ସୁଷମ ଖାଦ୍ୟ ବଣ୍ଟନରେ ବାଧକ ସାଜିଛି ଲାଭଖୋର ମନୋବୃତ୍ତି ।
କୁହାଯାଏ, ଯେଉଁ ଲୋକ ଏହି କୀଟକୁ ଘରେ ପାଳିବ ବା ରଖିବ ସେ ରାତା ରାତି ଧନୀ ହୋଇଯିବ । ତା’ର କେବେ ବି ଅଭାବ ଅନଟନ ଆସିବ ନାହିଁ ।
ଜଳବାୟୁ ପରିବର୍ତ୍ତନ ଖାଲି ମାନବ ସମାଜ ନୁହେଁ, କୀଟ ପତଙ୍ଗ ଉପରେ ମଧ୍ୟ ପ୍ରଭାବ ପକଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପରବର୍ତ୍ତୀ ଶତାବ୍ଦୀରେ ୬୫% କୀଟପତଙ୍ଗ ବିଲୁପ୍ତ ହୋଇପାରନ୍ତି।