‘ହସନା ଜରୁରୀ ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ଭିଡିଓର କ୍ୟାପସନ୍ରେ ‘ଦିଲ୍ଲୀ ମେଟ୍ରୋର କଥା କିଛି ଅଲଗା’ ବୋଲି ଲେଖାଯାଇଛି ।
ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।
ଭୟଙ୍କର କାର୍ ଦୁର୍ଘଟଣା କାରଣରୁ ସ୍ୱାମୀ କୋମାକୁ ଚାଲିଗଲେ । ଯେନେତେନ କରି ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ୩ ବର୍ଷ ପରେ କୋମାରୁ ସୁସ୍ଥ ଭାବେ ଫେରିପାଇଲେ ସ୍ତ୍ରୀ । ଏବେ ଲୋକଙ୍କ ପାଖରୁ ଆଣିଥିବା ପ୍ରତିଟି ସହାୟତା ରାଶିକୁ ଶୁଝିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ । ଗୋଟେ ଅଧେ ଟଙ୍କା ନୁହେଁ, ବରଂ ଲୋକଙ୍କୁ ୨୧ ଲକ୍ଷ ଟଙ୍କା ଫେରାଇବେ ଜଣେ ଚାଇନିଜ୍ ମହିଳା ।
ଯଦି ଆପଣ ରିଲ୍ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍ରେ ଯଦି ଆପଣ ରିଲ୍ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍ ହୋଇପାରେ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
ଅଜବ୍ ନିଶା ନା ପାଗଳାମୀ ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?
ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କ ହୋସ୍ ଉଡେଇବାରେ ଲାଗିଛି। ଏଥିରେ ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ଜଣେ ମହିଳା ଆଖିରେ ପଟି ବାନ୍ଧି ସ୍କୁଟି ଉପରେ ଚଢି ବ୍ୟାକ୍ ଫ୍ଲିପ୍ କରୁଥିବା ଦେଖାଯାଆନ୍ତି।
କଲ ଆସିବା ମାତ୍ରେ ତାଙ୍କ ପୁଅ ଦେଖିଲେ ଯେ କଲ୍ କରିଥିବା ଝିଅଟି ଗୋଟିଏ ପରେ ଗୋଟିଏ ପୋଷାକ ଖୋଲୁଥିଲା ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି
ଭିଡିଓଟିକୁ ସେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ, ବୃଦ୍ଧଙ୍କ ନାମ ଲୁଆଙ୍ଗ ଫୋ ୟାଇ । ତାଙ୍କ ବୟସ ୧୦୯ ବର୍ଷ ।
ବଜାରରେ ମିଳୁଥିବା ଅଧିକାଂଶ ଖାଇବା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏଥିରେ ରଙ୍ଗ ମିଶିବା ସହ ତେଲ, ମସଲା ଅଧିକ ଥାଏ।
ଭିଡିଓଟିରେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତି ସ୍ୱିଙ୍ଗରୁ ତଳେ ପଡ଼ିଯାଉଛନ୍ତି । ତା’ପରେ ସେହି ସ୍ୱିଙ୍ଗର ଅପରପାର୍ଶ୍ୱରେ ଧକ୍କା ହେଉଛନ୍ତି ।
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି ।
ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ରହିଛି। ହେଲେ ଆଜିର ଦୁନିଆରେ ମଧ୍ୟ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହି ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ ହୁଅନ୍ତୁ। ଜଣେ ସାଧୁ ଅଛନ୍ତି, ଯିଏ ଏମାନଙ୍କ ସାହାରା ହୋଇଛନ୍ତି। ଆସନ୍ତୁ ଜାଣିବା…
ଚାଲିଥିଲା ବିବାହ। ବର ହଠାତ ଯୌତୁକ ମାଗିଲା। ଝଗଡା ବଢିଲା। ଯେତେ ବୁଝାସୁଝା କଲେ ମଧ୍ୟ ବର ତା’ ଜିଦିରେ ଅଟଳ ରହିଲା। କନ୍ୟାପକ୍ଷ ନେଲେ ଏମିତି ପଦକ୍ଷେପ। ଦେଲେ ଉତ୍ତମ ମଧ୍ୟମ।
ଖାଲି ସେତିକି ନୁହେଁ, ଏହାପରେ ସେଲୁନ୍ର ମ୍ୟାନେଜର ଉକ୍ତ ଗ୍ରାହକଙ୍କୁ ଆଉ ଏକ ଗିଫ୍ଟ କାର୍ଡ ବା କୁପନ କିଣିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ ।
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
ଆପଣ ଜାଣିନାହାନ୍ତି ଆପଣଙ୍କ ପରେ ଆପଣଙ୍କ ଫେସ୍ବୁକ୍ ଆକାଉଣ୍ଟ କ’ଣ ହେବ, କିଏ ଚଲାଇବ ? ହ୍ୟାକ୍ ହେବାର ଅଧିକ ସମ୍ଭାବନା ରହିଛି ।
ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।
ସମ୍ପୃକ୍ତ ବ୍ୟକ୍ତି ଷ୍ଟାର୍ବକ୍ସ କଫି ଶପ୍ରେ ବସି ୪୦୦ ଟଙ୍କାର କଫି ଅର୍ଡର କଲେ ଓ ସେଇଠି ବସି ପିଇଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି କଫି ପାଇଁ ସେ ୪୦୦ ଟଙ୍କା ବଦଳରେ ୧୯୦ ଟଙ୍କା ଦେଲେ।
ସମୁଦ୍ର ଭିତରେ ଗୋଟିଏ ସାର୍କ ଜଣେ ଯୁବକଙ୍କୁ ଅତି ଭୟଙ୍କର ଭାବେ କାମୁଡ଼ି ଖାଉଛି ।
ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକି ଖାଦ୍ୟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓଟି ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି ଓ ଏହାକୁ ‘ଡ୍ୟାନ୍ସିଂ ଭେଲ୍ ପୁରୀ’ ବୋଲି କୁହାଯାଉଛି।
କରମଣ୍ଡଳ କେମିତି ଦୁର୍ଘଟଣାର ଶିକାର ହେଲା? କେମିତି ଥିଲା ସେଦିନ ସଂଧ୍ୟା? ସାମ୍ନାକୁ ଆସିଲା ସେହି ହୃଦୟଥରା ଭିଡିଓ। ଦେଖନ୍ତୁ...
ଭାଇରାଲ୍ ହେଇଛି ଦିଲ୍ଲୀ ମେଟ୍ରୋରେ ଦୁଇ ମହିଳା ମୁହାଁମୁହିଁ ହେବାର ଭିଡିଓ। ଜଣେ ଧରିଛି ଚପଲ, ଆଉ ଜଣେ ବୋତଲ। ପରସ୍ପରଙ୍କୁ କରୁଛନ୍ତି ଦୁର୍ବ୍ୟବହାର। ଲୋକେ କହିଲେ “ଦିଲ୍ଲୀ ମେଟ୍ରୋକୁ କୁରୁକ୍ଷେତ୍ର ନାମରେ ନାମିତ କରାଯିବା ଉଚିତ।”