ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଭିଡିଓ। ଏହି ଭିଡିଓରେ କରଣଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ତେଜସ୍ୱୀ। ଏହି ସମୟରେ ସେ କାନ୍ଦି ପକଉଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ…
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଏହି ଘଟଣା ଘଟିଛି।
ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।
ଅମିତାଭଙ୍କ ଏହି ପୋଷ୍ଟଟି ଖୁବ୍ ଭାଇରାଲ ମଧ୍ୟ ହୋଇଛି । ତେବେ ତାଙ୍କ ଲେଖାରୁ ଏହା ସ୍ପଷ୍ଟ ଥିଲା ଯେ, ସେ ମଜାକ୍ରେ ଲେଖିଛନ୍ତି ।
କଥାରେ ଅଛି ନା, ଯୋ ଦିଖ୍ତା ହେ ୱ ବିକ୍ତା ହେ । ଆଜି ଆମେ ଆପଣ ଏମିତି ହିଁ କିଛି କାହାଣୀ କହିବୁ, ଯାହା ଆପଣଙ୍କୁ ଚମକେଇଦେବ ।
ଟ୍ୱିଟର୍ରୁ ବଲିଉଡର ଶେହଂଶାହ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ଏହାକୁ ନେଇ ବିଗ୍ ବି ଏକ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଲନ୍ ମସ୍କଙ୍କୁ ହାତ ଯୋଡି ବ୍ଲ୍ୟୁ ଟିକ୍ ଫେରେଇଦେବାକୁ କହିଛନ୍ତି।
ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍ ୱେଭ୍ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।
ଜଣେ ଭିନ୍ନକ୍ଷମ ହୋଇ IAS ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଖାଲି IAS ନୁହଁ ସେଥିପାଇଁ ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି । ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସିଙ୍ଗଡ଼ା ବିକ୍ରିକରି ପାଠ ପଢ଼ୁଛନ୍ତି ।
ଫେସବୁକ୍ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ତେବେ ଯେଉଁମାନେ ଟ୍ୱିଟର୍ ବ୍ଲୁରେ ସବସ୍କ୍ରିପସନ୍ କରିନଥିବେ କିମ୍ବା ବ୍ଲୁ ଟିକ୍ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଆଜିଠୁ ବ୍ଲୁ ଟିକ୍ ହଟିଯିବ ।
ଏକ ସୁନ୍ଦର ଦୃଶ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯେଉଁଥିରେ ଗୋଟିଏ ବ୍ରିଜ୍ ଉପରେ ଗୋଟିଏ ଲାଇନରେ ଅନେକ ଘର ଠିଆ ହୋଇଥିବା ଦେଖିବାକୁ ମିଳୁଛି।
World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।
ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।
ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।
ସ୍ୱାମୀସ୍ତ୍ରୀ ସମ୍ପର୍କରେ କଣ୍ଟା ସାଜିଲା ପୋଷା ବିଲେଇ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…
ବିରୋଧ କରିବା ବଦଳରେ ହସିଲେ ଘର ଲୋକ । କନ୍ୟା ବି ଚୁପ୍ ରହିଲା ।
ନଦୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ର। ପାଣିରେ ଆସୁଛି ତରଙ୍ଗ କିନ୍ତୁ ଚିତ୍ରକୁ ପାରୁନି ବିଗାଡି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଚିତ୍ରକର ନିଜ କଳାର ଚାତୁରିରେ ଲୋକଙ୍କ ମନ ମୋହୁଥିବା ବେଳେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।
ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍ ଜୋସ୍ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍ ବରଘର ଲୋକେ । କିନ୍ତୁ ଏଠି ଖୋଦ୍ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।
ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।
AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।
ଲିଫ୍ଟରୁ ମାଆ ଓ ଛୁଆ ଉଭୟ ବାହାରିବା ପରେ ହଠାତ୍ ସିଢି ପାଖରେ ନିଜ ଭାରସ୍ୟାମ ହରାଇ ପଡ଼ିଯାଉଛି କୁନି ପିଲାଟି । ବାସ୍ ଏ ଦୃଶ୍ୟ ଦେଖିବା ପରେ ସାଙ୍ଗେ ସାଙ୍ଗେ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ମାଆ । ଖାଲି ଚେଷ୍ଟା କରୁଛି ତାହା ନୁହେଁ ବରଂ ନିଜ ଜୀବନକୁ ବାଜିରେ ଲଗାଇ ପିଲାକୁ ଉଦ୍ଧାର ବି କରୁଛି
ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।