• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Politics
ଜମି ଆସୁଛି ପଂଚାୟତ ମାହୋଲ: କାହାକୁ ଟିକେଟ୍‌ ଦେବ ଚିନ୍ତାରେ ବିଜେଡ଼ି

ଜମି ଆସୁଛି ପଂଚାୟତ ମାହୋଲ: କାହାକୁ ଟିକେଟ୍‌ ଦେବ ସେନେଇ ଚିନ୍ତାରେ ବିଜେଡ଼ି, ଯାହାର ଟିକେଟ୍‌ କାଟିବ ସିଏ ମୁହଁ ମୋଡ଼ିବ ସେଇ ଚିନ୍ତାରେ ନେତା ।

  • Friday, 14 January 2022
UP elections:
ଅଖିଳେଶ୍‌ଙ୍କ ପାଇଁ ଗେମ୍‌ଚେଞ୍ଜର୍ ହୋଇପାରନ୍ତି ଚନ୍ଦ୍ରଶେଖର ଆଜାଦ, ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା

ଉତ୍ତରପ୍ରଦେଶ ନିର୍ବାଚନରେ ​​ସମାଜବାଦୀ ପାର୍ଟି ଏବଂ ଭୀମ ଆର୍ମି ମେଣ୍ଟ କରିପାରନ୍ତି ।

Bhubaneswar Mayor
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ?

ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍‌ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।

Bhubaneswar Mayor
ମେୟର ପାଇଁ ଅଙ୍କ କଷିଲେଣି ସବୁ ଦଳ, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।

Social Media
ଏଥର ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା

ଏଥର ଗାଁକୁ ଗାଁ ନୁହେଁ ବରଂ ମୋବାଇଲରୁ ମୋବାଇଲକୁ ଘୂରି ବୁଲିବ ପଂଚାୟତ ନିର୍ବାଚନ ପ୍ରଚାର, ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା ।

Social Media
ପଞ୍ଚାୟତ ନିର୍ବାଚନ: ଏଥର ଫେସ୍‌ବୁକ୍‌-ୱାଟ୍‌ସଆପ୍‌ ହିଁ ନେତାଙ୍କ ସାହା ଭରସା

ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍‌ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍‌ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।

bjp
ନିର୍ବାଚନ ପୂର୍ବରୁ ୟୁପି ବିଜେପିକୁ ସଙ୍କଟ ! ଇସ୍ତଫା ଦେଲେ ମନ୍ତ୍ରୀ ଧରମ ସିଂ ସୈନୀ ଏବଂ ବିଧାୟକ ବିନୟ ଶାକ୍ୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଛନ୍ତି ନେତାମନ୍ତ୍ରୀ ।

Mission Shakti Centre
ଗୁମର ଖୋଲିଦେଲା ଦେବୀ ମିଶ୍ରଙ୍କ ଗାଁ, କାମ ଶେଷ ନକରି ଉଦଘାଟନ

ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ସରକାର ସବୁକିଛି କରିପାରନ୍ତି । ବିଜେଡି ସରକାରଙ୍କ କାମ ହେଉଛି ସବୁ ଲୋକ ଦେଖାଣିଆ । ଅର୍ଥାତ ବାହାର ଚିକ୍କଣ ଭିତର ଫମ୍ପା । ଏ କଥା ଆମେ କହୁନୁ, ଏ କଥା କହୁଛି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଗାଁ ।

Mission Shakti Centre
ଗୁମର ଖୋଲିଦେଲା ଦେବୀ ମିଶ୍ରଙ୍କ ଗାଁ, ବାହାର ରଙ୍ଗୀନ କିନ୍ତୁ ଭିତର...

ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ବିଜେଡି ସରକାରଙ୍କ ପ୍ରାଣ କାନ୍ଦୁଛି । କାହିଁକି ନା ଆଗରେ ନିର୍ବାଚନ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଲ୍ ଖୋଲି ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର । ହୁଏତ କହିବା ପାଇଁ ଚାହୁଁଛନ୍ତି, ନବୀନ ସରକାରରେ ସବୁ ସମ୍ଭବ ।

Odisha Panchayat Polls
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି। 

odisha Panchayat Polls
ପଞ୍ଚାୟତ ନିର୍ବାଚନ ପାର ହେବାକୁ ପୁଳା ପୁଳା ପ୍ରତିଶ୍ରୁତି

ଗତ ମାସେ ମଧ୍ୟରେ  ରାଜ୍ୟରେ ମୋଟ୍ ଲକ୍ଷେ ୫ ହଜାର କୋଟିର ପୁଞ୍ଜିନିବେଶ ସହ ପ୍ରାୟ ୨୫ ହଜାର ନିଯୁକ୍ତି ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ସହ ଘୋଷଣା ହୋଇଛି।

Odisha Panchayat Polls
ଗାଁ ଗାଁ ରେ ଚର୍ଚ୍ଚା କିଏ ଜିତିବ, କିଏ ହାରିବ?

ଛାଇ ଗଲାଣି ପୋଷ୍ଟର ବ୍ୟାନର୍ । ଗାଁ ଛକରେ ହୋର୍ଡିଂ ଆଉ ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ତ୍ରିସ୍ତରୀୟ ପଂଚାୟତ ଚର୍ଚ୍ଚା । ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ୱାର୍ଡମେମ୍ବର, ସମିତି ସଭ୍ୟ, ସରପଂଚ ପାଇଁ କାହା କାହା ଭିତରେ ଲଢ଼େଇ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି ।

Odisha Panchayat Polls
ଗାଁ ଖଟିରେ ଆରମ୍ଭ ହେଲାଣି ପ୍ରାର୍ଥୀ ଚର୍ଚ୍ଚା: ଛକ ଛକରେ ଲାଗିଲାଣି ପୋଷ୍ଟର

ଗାଁ ଖଟିରେ ଆରମ୍ଭ ହେଲାଣି ପ୍ରାର୍ଥୀ ଚର୍ଚ୍ଚା: ଛକ ଛକରେ ଲାଗିଲାଣି ପୋଷ୍ଟର...କେଉଁ ପ୍ରାର୍ଥୀଙ୍କୁ କେଉଁ ଦଳ ସମର୍ଥନ କରିବ ସେନେଇ ଆରମ୍ଭ ହେଲାଣି ଗସିପ୍‌....

Odisha Panchayat Polls
ମାତ୍ର ୧୮ ଦିନ ମଧ୍ୟରେ ଚାରି ଚାରୋଟି କ୍ୟାବିନେଟ୍‌

ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଦେଲେଣି ରାଜ୍ୟ ସରକାର: ମାତ୍ର ୧୮ ଦିନ ମଧ୍ୟରେ ଚାରି ଚାରୋଟି କ୍ୟାବିନେଟ୍‌ ଡାକିଲେ...ବିଭିନ୍ନ ପ୍ରସ୍ତାବରେ ମୋହର ମାରିଲେ

Odisha Panchayat Polls
ପଞ୍ଚାୟତ ନିର୍ବାଚନ ପ୍ରଚାର ଗାଇଡଲାଇନ୍ ଜାରି କଲେ SRC

କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ।

VOTE
ରାଜ୍ୟ ସରକାରଙ୍କ ସଖି କଣ୍ଢେଇ ସାଜିଛନ୍ତି ରାଜ୍ୟ ନିର୍ବାଚନ କମିଶନ ! ଏଭଳି ସ୍ଥିତିରେ ନିର୍ବାଚନ, ଭୁଲ ନିଷ୍ପତି: କଂଗ୍ରେସ

କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି ।

Odisha Panchyat Polls,To Be Held In 5 Phases
ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

Odisha Panchayat Polls
କୋଭିଡ୍ ଭୟା ବହତା ଭିତରେ ହେବ ପଞ୍ଚାୟତ ଭୋଟ୍

ଭିଡ୍ ଭୟାବହତା ଭିତରେ ହେବ ପଞ୍ଚାୟତ ଭୋଟ୍ । ସଂକ୍ରମଣର ସାଂଘାତିକ ସ୍ଥିତି ଦେଖି ଆସିଛି ଗାଇଡ୍‌ଲାଇନ୍ । କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଣିଥିବା ଗାଇଡ୍‌ଲାଇନ୍ ଅନୁସାରେ ରାଜ୍ୟ ନିର୍ବାଚନ ଆୟୋଗ ବି ଆଣିଛନ୍ତି ପଞ୍ଚାୟତ ଇଲେକ୍ସନ ଗାଇଡଲାଇନ୍ ।

Panchayat Election
ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

Panchayat Election
ନିର୍ବାଚନ ନେଇ କଡ଼ା ଗାଇଡ୍‌ଲାଇନ୍, ଜାଣନ୍ତୁ ପ୍ରଚାର ବେଳେ କ’ଣ ରହିଛି କଟକଣା

ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ ।

Yogi Adityanath
ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ବଡ଼ ଝଟକା

ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।

Only 1 vehicle allowed for nomination filing
ନିର୍ବାଚନ ପ୍ରଚାରରେ ସାଇକେଲ ଖଣ୍ଡେ ବି ଗଡ଼ିବନି

ନିର୍ବାଚନ ପ୍ରଚାରରେ ପଦଯାତ୍ରା ମନା, ପଥପ୍ରାନ୍ତ ନାଟକ ମନା, ରାଲି ମନା, ଏମିତିକି ସାଇକେଲ ବି ବ୍ୟବହାର କରାଯାଇ ପାରିବ ନାହିଁ। ଦେଖନ୍ତୁ ବଡ଼ ଖବର।

SEC Guidelines
ନିର୍ବାଚନ ଶୋଭାଯାତ୍ରା ସମ୍ପୂର୍ଣ୍ଣ ମନା, ନୋମିନେସନ ବେଳେ ଗୋଟିଏ ଗାଡ଼ିକୁ ଅନୁମତି

ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି। 

Panchayat Polls In Odisha To Be Held In 5 Phases From Feb 16
ବାଜିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଗୁଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଉଛନ୍ତି.

Panchyat Election
ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ: ଫେବୃଆରୀ ୧୬ରୁ ନିର୍ବାଚନ

ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।  ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।