• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd Mla Soumya Patnaik

BJD MLA Soumya Patnaik
ପୁଣି କଟାକ୍ଷ କଲେ ସୌମ୍ୟ; ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର ?

ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତମାନେ ବି ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ବାଢ଼ିଲେଣି । ବିଜେଡି କହିଛି କ୍ୟାମ୍ପସରେ ଅନୁକୂଳ ବାତାବରଣ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ ସରକାର ।

MLA Soumya Patnaik
ନବୀନଙ୍କ ସାମ୍ନାରେ ମନକଥା କହିଦେଲେ ସୌମ୍ୟ...

ମଂଚରେ ଥିଲେ ମୁଖ୍ୟମନ୍ତ୍ରୀ, ମନକଥା କହୁଥିଲେ ସୌମ୍ୟରଂଜନ ପଟ୍ଟନାୟକ। କହିଲେ ବବି ବାବୁ ମତେ ୫ ମିନିଟ୍‌ ଦେଇଛନ୍ତି...ସେତିକିରେ ସବୁ କହିଦେବି। ଆଉ ମାଇକ୍‌ ଧରୁ ଧରୁ...

BJD MLA Soumya Patnaik Targets Odisha Govt.
5T ଓ ‘ମୋ’ ସରକାରକୁ ତେରଛା ବାଣ ମାରିଲେ ବିଧାୟକ ସୌମ୍ୟ ପଟ୍ଟନାୟକ

ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି।