• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Man Allegedly Distributes Money To Voters In Bolangir
ସରପଞ୍ଚ ପ୍ରାର୍ଥୀଙ୍କ ହାତରେ ବିଡ଼ା ବିଡ଼ା ନୋଟ୍‌, ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍‌

ଭୋଟ୍‌ ପାଇଁ କିଛି ପ୍ରାର୍ଥୀ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭିତ ଜିନିଷ ଦେବାସହ ଟଙ୍କା ବାଣ୍ଟୁ ଥିବା ମଧ୍ୟ ନଜର ଆସିଛି। ଜଣେ ସରପଞ୍ଚ ପ୍ରାର୍ଥୀ ନିୟମ ଭାଙ୍ଗି ଭୋଟରଙ୍କୁ ଖୁଲମଖୁଲ୍ଲା ଟଙ୍କା ବାଣ୍ଟୁଥିବା ନଜର ଆସିଛି।

Panchayat Election
ପଞ୍ଚାୟତ ମଇଦାନରେ ବି କୋଟିପତି ପ୍ରାର୍ଥୀ

ତୃଣମୂଳସ୍ତରର ପଲିଟିକ୍ସରେ ଖାଲି କୋଟିପତି ପ୍ରାର୍ଥୀ ନାହାନ୍ତି, ଗ୍ଲାମର ଗାର୍ଲ ବି ଭାଗ୍ୟ ପରୀକ୍ଷା କରୁଛନ୍ତି।

Odisha Panchayat Election
ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଟେନସନ୍‌ରେ ସବୁ ଦଳର ପ୍ରାର୍ଥୀ

ବିଜେଡି ଶାସନରେ ଥିବାରୁ ଦଳରେ ଅଧିକ ଆଶାୟୀ, ତେଣୁ ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Panchayat Election
ମାଛ ଚିହ୍ନରେ ଠିଆ ହୋଇଥିବାରୁ ମାଛ ଧରି ଭୋଟ ମାଗିଲେ ପ୍ରାର୍ଥୀ

ମୋର ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ହାତରେ ମାଛ ଧରି ଲୋକଙ୍କୁ ଭୋଟ୍ ଭିକ୍ଷା କରୁଛି।

panchayat Election
ବିନା ଲଢେଇରେ ୱାର୍ଡମେମ୍ୱର ହେଲେ ୮ ସନ୍ତାନର ଜନକ !

ହେଲେ ଗଙ୍ଗାଧରଙ୍କ ୮ଟି ସନ୍ତାନ ଥିବାରୁ ସେ କିଭଳି ଯୋଗ୍ୟ ପ୍ରାର୍ଥୀ ହେଲେ ତାକୁ ନେଇ ଉଠୁଛି ପ୍ରଶ୍ନ। 

Model Priyanka Nanda To Contest Election For Sarpanch Post
ଗାଁ ଦାଣ୍ଡରେ ଗ୍ଲାମର ଛୁଙ୍କ: ମାଛ ଚିହ୍ନରେ ନିର୍ବାଚନ ମୈଦାନରେ ମଡେଲ୍‌ ପ୍ରିୟଙ୍କା

ପଞ୍ଚାୟତ ନିର୍ବାଚନରେ ମଡେଲ। ଗାଁ ରାଜନୀତିରେ ଏବେ ଗ୍ଲାମର ପ୍ରାର୍ଥୀ। ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ। ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି।

Panchayat Election
ପ୍ରଚାର ବେଳେ BJD ପ୍ରାର୍ଥୀ ବାଣ୍ଟୁଛନ୍ତି ଟଙ୍କା ! ଭାଇରାଲ ହେଉଛି ଭିଡିଓ

ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।

Odisha Niyamgiri Panchayat Election
୧୫ ବର୍ଷ ପରେ ହେଉଛି ନିର୍ବାଚନ, ଏକା ଏକା ବୁଲୁଛନ୍ତି ପ୍ରାର୍ଥୀ

ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।

nadda
ଜେପି ନଡ୍ଡାଙ୍କ ନିର୍ବାଚନ ପ୍ରଚାର ସମୟରେ ପଶିଗଲେ ଚୋର, ଦେଢ଼ ଡଜନରୁ ଅଧିକ ମୋବାଇଲ୍ ଚୋରି

ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।

Panchayat Election
ଚର୍ଚ୍ଚାରେ ବଲାଙ୍ଗିର ରାଜନୀତି: ଭାଇ-ଭାଇ, ଯାଆ-ଯାଆ ଲଢ଼େଇ

ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି।

panchayat poll
ରାଜନୀତି ପାଇଁ ବାଜିରେ ରକ୍ତସମ୍ପର୍କ ! ନିର୍ବାଚନୀ ମୈଦାନରେ ଦୁଇ ଭାଇ

ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।

Keonjhar
ଗେମ୍‌ ଚେଞ୍ଜର ହେବେ କି ସନାତନ ମହାକୁଡ଼ ?

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି

Bhadrak
ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି?

୨୫ ବର୍ଷ ଧରି ବିଜେଡି କବଜାରେ ରହିଛି ଭଦ୍ରକ ଜିଲ୍ଲା। ପ୍ରତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ସହ ହାତେଇ ଚାଲିଛି ଅଧ୍ୟକ୍ଷ ପଦ। ୨୦୨୨ରେ କଣ ହେବ ସମୀକରଣ? ପଲଟିବ କି ବାଜି ? ବିଜେଡି ଗଡ଼ରେ ଧସେଇ ପଶିବ କି ବିଜେପି? ନା ଏଥର ବି ଶଙ୍ଖନାଦ?

Politics
ପଂଚାୟତ ନିର୍ବାଚନ: ମଇଦାନରେ ଅଧିକାଂଶ ରାଜନେତାଙ୍କ ପରିବାରର ସଦସ୍ୟ

ଏବେ ପରିବାର ରାଜନୀତିରେ ଅଧିକ ବିଶ୍ୱାସ ରଖୁଛନ୍ତି କି ରାଜନେତା?

VOTE
ବ୍ରହ୍ମପୁର- କଟକ- ଭୁବନେଶ୍ୱର ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ, ସଂରକ୍ଷଣ ତାଲିକା ବି ଆସିଲା ସାମ୍ନାକୁ

ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Panchayat Election ON OBC
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ?

ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।

Panchayat Election Music
ଏଥରର ପଞ୍ଚାୟତ ନିର୍ବାଚନ ଟିକେ ଅଲଗା ପ୍ରକାର

ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ । 

Panchayat Election Network  Problem
ପଞ୍ଚାୟତ ଇଲେକ୍ସନ୍‌ରେ ଡିଜିଟାଲ କ୍ୟାମ୍ପେନ୍‌କୁ ଧୋକ୍କା ଦେଇଛି ନେଟ୍‌ୱାର୍କ

କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍‌ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍‌କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ । 

Panchayat Election Network  Problem
ସେତେବେଳେ ଅଣଦେଖା କଲେ, ଏବେ ପ୍ରଚାର କରିବାରେ ହେଉଛି ଅସୁବିଧା

ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍‌ୱାର୍କ ।

Panchayat Election Music
ଷ୍ଟୁଡିଓରେ ନିର୍ବାଚନୀ ଉଷ୍ମତା, କଳାକାରଙ୍କୁ ଆଶ୍ୱସ୍ତି ! ଭୋଟରଙ୍କ ମନ ଜିଣିଲା ଭଳି ପ୍ରସ୍ତୁତ ହେଉଛି ଗୀତ

ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।

Panchayat Election ON OBC
ଥମିନି OBC ରାଜନୀତି, ଭୋଟ ହାତେବାକୁ ସବୁ ଦଳ ଚଳାଇଛନ୍ତି ଫନ୍ଦିଫିକର

୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

Sambalpur
ସମ୍ବଲପୁରର ସମସ୍ୟାର ସମାଧାନ କରିବ କିଏ?

କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର। ଚାଷ ଏଠା ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ହେଲେ ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ସମସ୍ୟାରେ ଚାଷୀ। କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍ ପାଇଁ ହଇରାଣ ହେଉଛନ୍ତି ଚାଷୀ

Ganjam
ଗଂଜାମର ଗଡ଼ ଜିତିବ କିଏ?

୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।

Daggubati Purandeswari
“ଗରିବଙ୍କୁ ଘର ଦେବାକୁ ଏ ସରକାର ୨୦ ହଜାର ନେଉଛି”

ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ। କହିଲେ, ଓଡ଼ିଆ ଚାହାଁନ୍ତି ପରିବର୍ତ୍ତନ

VOTE
ଏଥର ସାବଧାନ ଅଛନ୍ତି ଭୋଟର ! ପ୍ରାର୍ଥୀଙ୍କୁ କରୁଛନ୍ତି ସିଧା ପ୍ରଶ୍ନ, ‘ଆମ ପାଇଁ କ’ଣ କରିଛ ?’

ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।